ସ୍ୱଳ୍ପ ଗଳ୍ପ : ସେ ଜଣେ ଶିକ୍ଷକ ଥିଲେ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫
ସେ ଜଣେ ଶିକ୍ଷକ ଥିଲେ । ମାତ୍ର ତାଙ୍କର ସମକାଳର କି ଏବେକାର କୌଣସି ଶିକ୍ଷକ କେବେହେଲେ ଶ୍ରଦ୍ଧାର ସହିତ ସେ ଜଣେ ଶିକ୍ଷକ ଥିଲେ ବୋଲି କେବେ କହିବ ନାହିଁ ଏବଂ ଯେଉଁମାନେ ଏ ପ୍ରସଙ୍ଗଟି ଜାଣନ୍ତି ସେମାନେ ବି ସେ ଜଣେ ଶିକ୍ଷକ…