ରାଜଧାନୀରେ ଘନ କୁହୁଡି, ଦିଶୁନି ରାସ୍ତାଘାଟ
ଭୁବନେଶ୍ୱର: ରାଜଧାନୀରେ ଘନ କୁହୁଡି। ୧୦-୨୦ ମିଟର ଦୂରରୁ ବି କିଛି ଦେଖା ଯାଉ। ଯୁଆଡ଼େ ଦେଖିଲେ ଖାଲି ଧୂଆମୟ ପରିବେଶ ଭଳି ଲାଗୁଛି। ଅତି ନିକଟରେ ଥିବା ଲୋକ ବି ଦେଖା ଯାଉ ନାହାଁନ୍ତି। ସକାଳୁ ସକାଳୁ ଏମିତି ଦୃଶ୍ୟ ଦେଖା ଯାଇଥିଲା ରାଜଧାନୀ ଭୁବନେଶ୍ୱରରେ। କୁହୁଡି ତଳେ ଲୁଚି ଯାଇଥିଲା ବଡ…