ବ୍ରହ୍ମା କୁମାରୀ ଏବଂ ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନ ଭାରତ ବିରୋଧୀ ପ୍ରଚାର ମୁକାବିଲା କରିବାକୁ ସମର୍ଥ :ମୋଦି
ଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଆଜାଦୀ କି ଅମୃତ ମହୋତ୍ସୋବର 'ସ୍ୱର୍ଣ୍ଣିମ ଭାରତ୍ କେ ଔର୍ ' ଜାତୀୟ ଉଦଘାଟନୀ ସମାରୋହ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବ୍ରହ୍ମକୁମାରୀ ମାନଙ୍କ ଆଜାଦୀ କୀ ଅମୃତ ମହୋତ୍ସବରେ ବର୍ଷେ ବ୍ୟାପି କରାଯାଇଥିବା ୩୦ ରୁ ଅଧିକ…