Latest Odisha News

BREAKING NEWS

[ଭିଡ଼ିଓ] ଯାଂଜଗିର ଚମ୍ପାରେ ରହସ୍ୟମୟୀ ମା’ମହାମାୟା

ଛତିଶଗଡ଼: ଭାରତରେ ବିଭିନ୍ନ ଧର୍ମ ଆଉ ସଂସ୍କୃତି। ବିଭିନ୍ନ ଦେବାଦେବୀଙ୍କ ଆସ୍ଥାନ। ଶ୍ରଦ୍ଧାଳୁ ଆଉ ଭଗବାନଙ୍କ ସମ୍ପର୍କ ବି କାହିଁ କେଉଁ କାଳରୁ ରହି ଆସିଛି । ବିଭିନ୍ନ ମନ୍ଦିର ଗୁଡିକରେ ଆସ୍ଥା ବିଶ୍ୱାସ ନେଇ ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଏମିତି କିଛି ମନ୍ଦିର ରହିଛି ଯେଉଁଠି ଲୋକେ…

ଚତୁର୍ଥ ଦିନରେ ୫୮ ହଜାର ୫୮୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ, କାଲି ସରୁଛି ତାରିଖ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଚତୁର୍ଥ ଦିନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବର ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ, ଆଜି…

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥାନ୍ତେ ଗାଙ୍ଗୁଲି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଖେଳାଳି ବିରାଟ କୋହଲିଙ୍କ ଅଧିନାୟକ ପଦକୁ ନେଇ ଏବେ ବେଶ କିଛି ଦିନ ହେବ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ କୋହଲି ମୁହାଁମୁହିଁ ପରିସ୍ଥିତିକୁ ଆସି ଯାଇଥିଲେ । ଏକ ନ୍ୟୁଜ ସାଇଟରେ ପ୍ରକାଶିତ ଖବର…

ମୋବାଇଲ ଦୋକାନରୁ ୬୦ ସ୍ମାର୍ଟ ଫୋନ ସହ ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର : ମୋବାଇଲ ଦୋକାନରୁ ବଡ ଧରଣର ଲୁଟ । କେନ୍ଦୁଝର ଜିଲ୍ଲା ବିଲେଇପଦା ହାଟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏକାଥରକେ ୬୦ ଟି ସ୍ମାର୍ଟ ଫୋନ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏହା ସହ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । । ଲୁଟ ହୋଇଥିବା ୬୦ ଟି ସ୍ମାର୍ଟ…

କୋଟିଆରେ ଇଲେକ୍ସନ ନୁହେଁ ସିଲେକ୍ସନ, ସହମତି ଭିତ୍ତିରେ ବଛା ହେବେ ପ୍ରତିନିଧି

କୋରାପୁଟ : କୋଟିଆରେ ହେବନି ନିର୍ବାଚନ । ସହମତି ଭିତ୍ତିରେ ବଛା ହେବେ ଜନ ପ୍ରତିନିଧି । ଆଜି ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଟିଆ ନିର୍ବାଚନରେ ତିନି ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ନିଷ୍ପତ୍ତି ହୋଇଛି ।…

ବେଆଇନ ଭ୍ରୁଣ ନିରୁପଣ ଘଟଣାରେ ତନାଘନା, ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଟକ : କଟକରେ ବେଆଇନ୍ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ରେଡ୍ ଘଟଣାରେ ତନାଘନା । ରେଡ୍ ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଭ୍ରୁଣର ଲିଙ୍ଗ ନିରୁପଣ ପାଇଁ ମହିଳାଙ୍କୁ କଟକ କାଠଗୋଲା ସାହିରେ ଥିବା ଆଲଫା ଡାଇଗ୍ନୋଷ୍ଟିକ୍ ଲ୍ୟାବକୁ ପଠାଯାଉଥିଲା…

ବାଲିଅନ୍ତା ବୋମା ମାଡ ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବାଲିଅନ୍ତା ବୋମା ମାଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୋଲିସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଭାଲିଆବାଡିର ଶୁଶିଲ ବଳିଆର ସିଂ (୨୪) ଏବଂ ଓ ପିତାପଲ୍ଲୀର ମହେଶ୍ୱର ପ୍ରଧାନ(୨୮)। ସୂଚନା ଅନୁସାରେ ବାଲିଅନ୍ତାରେ ଚାଲିଥିବା ଏକ ପ୍ଲଟିଂ ଜମିରେ…

କରହାଲରୁ ନିର୍ବାଚନ ଲଢ଼ି ପାରନ୍ତି ଅଖିଳେଶ !

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ୟୁପି ନିର୍ବାଚନରେ ସେ ସମାଜବାଦୀ ପାର୍ଟିର ଦୁର୍ଗ କୁହାଯାଉଥିବା ମୈନପୁର ଅନ୍ତର୍ଗତ କରହାଲ ନିର୍ବାଚନୀ ମଣ୍ଡଳୀରୁ ଛିଡା ହେବେ ବୋଲି ଜଣାପଡିଛି । ପାର୍ଟି ପକ୍ଷରୁ ବିଧିବଦ୍ଧ…

[ଭିଡ଼ିଓ] ଯୁଦ୍ଧକାଳୀନ ଭିତ୍ତିରେ ଗୁଣୁପୁର-ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ

ଗୁଣୁପୁର: ୱାଲଟେର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ଅନୁପମ ଶତପଥିଙ୍କ ଗୁଣୁପୁର ରେଳ ଷ୍ଟେସନ ପରିଦର୍ଶନ । ଖୁବ ଶୀଘ୍ର ଗୁଣୁପୁର ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ । ରେଳ କ୍ଷେତ୍ରରେ ସମସ୍ତ ବିକାଶ କରାଯିବ ବୋଲି କହିବା ସହିତ କିଛି ଦାବି ପତ୍ର ମଧ୍ୟ ଗ୍ରହଣ କରିଛନ୍ତି । ଏହା…

ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାଶନ ସଚିବ ଶ୍ରୀ ବିନୋଦ କୁମାର…