Latest Odisha News

BREAKING NEWS

ଦେଶରେ ଫେସିଆଲ୍‌ ରେକଗ୍‌ନିସନ୍‌ ଟେକ୍ନୋଲୋଜି ବିରୋଧରେ ଆସିଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଫେସିଆଲ୍‌ ରେକଗ୍‌ନିସନ୍‌ ଟେକ୍ନୋଲୋଜିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ମାମଲାର ଫଳାଫଳ ଐତିହାସିକ ଶୁଣାଣି ହେବ, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇବ। ହାଇଦ୍ରାବାଦରେ ପୋଲିସ ସାମାଜିକ କାର୍ଯ୍ୟକର୍ତ୍ତା ଏସ୍‌.କ୍ବ୍ୟୁ…

ଛତିଶଗଡ଼ ଦାନ୍ତେଓ୍ୱାଡାରେ ଏନକାଉଣ୍ଟର, ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ପୁଣି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ । କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ବେଳେ ଗୁଳି ବିନିମୟ…

ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରରେ ୧୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୪ ହଜାର ୭୫୪ ପ୍ରାର୍ଥୀ । କୋଭିଡ଼ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିିତୀୟ…

ଏବେ ବି ରହସ୍ୟ ଘେରରେ ଅଭିନେତ୍ରୀ ପରବିନ୍‌ ବାବିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୭୦ ଦଶକରେ ବଲିଉଡ ଅଭିନେତ୍ରୀ ପରବିନ୍‌ ବାବିଙ୍କ ବେଶ୍‌ ଲୋକପ୍ରିୟ ଥିଲେ। ମୁଦ୍ରା ବ୍ୟବହାର କରାଯାଇଥିଲା। ପରବିନ୍‌ ବାବି ତାଙ୍କ ସମୟରେ ଜଣେ ଉଚ୍ଚକୋଟ୍ଟୀର ଅଭିନେତ୍ରୀ ଥିଲେ। ସେହି ସମୟରେ ଯେତେବେଳେ ଅଭିନେତ୍ରୀମାନେ ସାଲୱାର୍ ସୁଟ୍ ଏବଂ ଶାଢୀ ପିନ୍ଧି ପରଦାରେ ନଜର…

ପଞ୍ଚାୟତ ନିର୍ବାଚନ ଲଢ଼ିବେ ଯୁବ ଇଞ୍ଜିନିୟର, ଛାଡ଼ିଲେ ଆଇଟି ଚାକିରି

ଅନୁଗୋଳ: ପଞ୍ଚାୟତ ନିର୍ବାଚନରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୈଦନାକୁ ଓହ୍ଲାଉଛନ୍ତି ଡିଗ୍ରୀଧାରୀ । କେହି କେହି ମୋଟା ଅଙ୍କର ଦରମାରେ ଥିବା ଚାକିରି ଛାଡୁଛନ୍ତି । ଜନତାଙ୍କ ସେବା କରିବାକୁ ମନ ବଳାଉଛନ୍ତି । ଅନୁଗୋଳ ଜିଲ୍ଲାର ଏଭଳି ଜଣେ ଉଚ୍ଚ ଶିକ୍ଷିତ ଆଇଟି…

ଖୋଲାବଜାରରେ ଉପଲବ୍ଧ ହେବ କୋଭାକ୍ସିନ-କୋଭିସିଲ୍ଡ

ଦିଲ୍ଲୀ: ଖୁବଶୀଘ୍ର ଏଣିକି ଖୋଲାବଜାରରେ ମିଳିପାରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା । ଖୋଲାବଜାରରେ ବିକ୍ରି ଅନୁମତି ପାଇଁ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର ଆବେଦନକୁ ମଞ୍ଜୁର କରିଛି ବିଶେଷଜ୍ଞ କମିଟି । ଏହାସହ ଚୂଡ଼ାନ୍ତ ଅନୁମୋଦନ ପାଇଁ ଡ଼ିସିଜିଆଇକୁ କମିଟି ସୁପାରିଶ ମଧ୍ୟ…

ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର, ଶ୍ମଶାନରେ ଚେଇଁ ଉଠିଲା ଶିଶୁ

କେନ୍ଦୁଝର: ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର । କିନ୍ତୁ ଶ୍ମଶାନରେ ଚେଇଁ ଉଠିଲା ଶିଶୁ । ସେ ଜୀବିତ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଆଶ୍ଚର୍ୟ୍ୟ ଲାଗୁଥିଲେ ବି କେନ୍ଦୁଝର ଜିଲ୍ଲାରେ ଏଭଳି ଏକ ଘଟଣାକୁ ନେଇ ସାରା ରାଜ୍ୟେ ଚର୍ଚ୍ଚା ଚାଲିଛି । କେନ୍ଦୁଝର ଜିଲ୍ଲା ଖଡ଼ିପଦା ଗାଁରେ…

ଦେଶରେ ରେକର୍ଡ ଭାଙ୍ଗିଲା ଦୈନିକ ପଜିଟିଭ ମାମଲା; ୩ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିଲା ଦୈନିକ ପଜିଟିଭ ମାମଲା। ୮ ମାସ ପରେ ପ୍ରଥମ ଥର ପାଇଁ ୩ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୭,୫୩୨ଟି କରୋନା ମାମଲା ଚିହ୍ନଟ ହୋଇଛି। ସେଥିରୁ ୪୯୧ ଜଣଙ୍କର କରୋନାରେ ମୂତ୍ୟୁ ହୋଇଥିବା ମଧ୍ୟ ସୂଚନା…

କମିଲା ଦୈନିକ ସଂକ୍ରମଣ: ଆଜି ଓଡ଼ିଶାରୁ ୧୦,୩୬୮ କରୋନା ପଜିଟିଭ୍

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧ ହଜା ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୬୮ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୦୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୫୩ । ୧୮ ବର୍ଷ ଭିତରେ ଆଉ ୧୦୯୦ ଜଣ ସଂକ୍ରମିତ ହୋଇଛନ୍ତି । ୨୪ ଜିଲ୍ଲାରେ ଦୈନିକ ସଂକ୍ରମଣ…

ରାଜ୍ୟରେ ଆଉ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ମଧ୍ୟରେ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ଆଉ ୭ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…