Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍

ଡେରାଡୁନ: ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ୧୪ହଜାର ଭୋଟ ବ୍ୟବଧାନରେ ହେଲେ ପରାସ୍ତ । ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି । ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ…

କେରଳର କିସ୍‌ବୁ, ବେଲୁନ୍ ବିକାଳିରୁ ସୁପର୍ ମଡେଲ୍‌

ଭୁବନେଶ୍ୱର: ଏ କଥା କାହାକୁ ଅଛପା ନାହିଁ ଯେ, ସୋସିଆଲ୍ ମିଡିଆ ରାତାରାତି କୌଣସି ବ୍ୟକ୍ତି ବିଶେଷଙ୍କର ସ୍ଥିତି ବଦଳାଇବାରେ ବେଶ ସକ୍ଷମ । ଏହି ଧାରାରେ ଅନେକ ହୃଦୟସ୍ପର୍ଶୀ ଘଟଣା ଅତୀତରେ ସାମ୍ନାକୁ ଆସିଛି । କେରଳର ଜଣେ ବେଲୁନ୍ ବିକାଳି କିସ୍‌ବୁ । ରାତାରାତି ଏହି ଯୁବତୀ ଜଣକ ଏବେ ଜଣେ…

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜୟୀ

ଗୋଆ: ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି । ସେ ତାଙ୍କ ସାଙ୍କେଲିମ୍ ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠରୁ ମାତ୍ର ୧ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ଏଯାଏ ବିଜେପି ୧୫ଟି ଆସନରେ ଜୟଯୁକ୍ତ ହୋଇସାରିଥିବା ବେଳେ…

ମହିଳା ବିଶ୍ୱକପ କ୍ରିକେଟ: ବେକାର ଗଲା ହରମନପ୍ରୀତଙ୍କ ବ୍ୟାଟିଂ, ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ କ୍ରିକେଟରେ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଭାରତ ୬୨ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି । ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା ଓଭରାଲ ୧୦ମ ପରାଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୯…

[ଭିଡିଓ] ଋଷିଆ ବୋମାକୁ ଖାଲି ହାତରେ ପାଣି ପକାଇ ନିଷ୍କ୍ରିୟ କରୁଛନ୍ତି ୟୁକ୍ରେନ୍ ବିଶେଷଜ୍ଞ

ଭୁବନେଶ୍ୱର: ଗତ ଦୁଇ ସପ୍ତାହ ଧରି ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ସେଥିମଧ୍ୟରେ ଖାସ୍ କରି ୟୁକ୍ରେନ୍ ବାସିନ୍ଦା ତଥା ସୈନ୍ୟମାନଙ୍କର ସାହସ, ବୀରତ୍ୱ ଓ ବଳିଦାନ ସମଗ୍ର ବିଶ୍ୱକୁ ଗଭୀର ଭାବେ ପ୍ରଭାବିତ କରିପାରିଛି । ଋଷିୟ ସେନାର ଟ୍ୟାଙ୍କ…

”ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର” , ଆମ୍ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଲେ ନବଜୋତ୍ ସିଦ୍ଧୁ

ଦିଲ୍ଲୀ : ପଞ୍ଜାବ ନିର୍ବାଚନରେ ରେକର୍ଡ କରିଛି ଆମ୍ ଆଦମୀ ପାର୍ଟି । ଏନେଇ ଆମ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ । ନବଜୋତ ଟ୍ୱିଟ କରି ଲେଖିଛନ୍ତି ''ଜନସାଧାରଣଙ୍କ ସ୍ୱର ହେଉଛି ଇଶ୍ୱରଙ୍କ ସ୍ୱର'' । ପଞ୍ଜାବବାସୀଙ୍କ ଜନମତକୁ ମୁଁ ସ୍ୱିକାର କରିଛି…

ପଞ୍ଜାବରେ ଆପ୍ ପ୍ରାର୍ଥୀ, କମେଡି କିଙ୍ଗରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ପଂଜାବ : ପଂଜାବରେ ରେକର୍ଡ କରିଛି ଆମ ଆଦମି ପାର୍ଟି । ପୂର୍ବର ରାଜନେତାଙ୍କୁ ବହୁ ପଛରେ ପକାଇ ବିଜୟ ଧ୍ୱଜା ଉଡାଇଛନ୍ତି ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍ । ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ବିଜୟୀ ହୋଇଛନ୍ତି। ଧୁରି ଆସନରୁ ଭଗଓ୍ୱନ୍ତ ମାନ୍ ଜିତିଛନ୍ତି। ବିପୁଳ…

୧୮ ହଜାର ଭୋଟରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବିଜୟ ଲାଭ

ମଣିପୁର : ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଆଶିଂକ ଫଳା ଫଳ ଆସିଛି । ଏଥିରେ ୪ ଟି ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଉଛି । ଏହି କ୍ରମରେ ମଣିପୁରରେ ବି ବିଜେପି ଭଲ ପ୍ରଦର୍ଶନ କରିଛି । । ମଣିପୁର ବିଜେପିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିରେନ…

ୟୁପିରେ ପୁଣି ଯୋଗୀ ରାଜ୍ : ୩୭ ବର୍ଷ ପରେ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ  ୩୭ ବର୍ଷ ପରେ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ…

ଆସନ୍ତା ୨୬ରେ ଓକିଲ ସଂଘ ନିର୍ବାଚନ : କ୍ୟାମ୍ପେନ୍ ଜୋରଦାର ,ସଭାପତି ପଦ ପାଇଁ ଲଢିବେ ୫ ଜଣ ପ୍ରାର୍ଥୀ

ଭୁବନେଶ୍ୱର : ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା । ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଚୁଡାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପାଇଛି । ଚଳିତ ଥର ବାର୍ ନିର୍ବାଚନରେ ୫ ଜଣ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ସାଧାରଣ…