Latest Odisha News

BREAKING NEWS

ପଞ୍ଜାବ ପଲିଟିକ୍ସ: କ୍ୟାପଟେନ ଅମରିନ୍ଦରଙ୍କୁ ପଛରେ ପକାଇ ଆଗେଇ ଚାଲିଛି ‘ଆପ୍’

ପଞ୍ଜାବ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ପଞ୍ଜାବ ପଲିଟିକ୍ସ ପଡ଼ିଆରେ ଭାବେ ବେଶ୍ ଦବଦବା ରହିଛି । କିନ୍ତୁ କଂଗ୍ରେସ ହାତ ଛାଡ଼ିବା ପରେ ଏବେ ଅମରିନ୍ଦରଙ୍କ ଉପରୁ ଭୋଟରଙ୍କ ଭରସା ମଧ୍ୟ ଭାଙ୍ଗିଯାଉଥିବା ସଙ୍କେତ ମିଳୁଛି । କାରଣ ନିଜ ପାରମ୍ପରିକ ଆସନରେ ପଞ୍ଚମ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଚରଣଜିତ ସିଂହ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ବଦଳିବ କ୍ଷମତା । କଂଗ୍ରେସ ହାତରୁ ଖସିବ ଶାସନ ଡୋରି । ଚଳିତ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ପଞ୍ଜାବରେ ଏଥର ଆପ୍ ସରକାର । ବର୍ତ୍ତମାନ ସୁଦ୍ଧା ଗଣତିରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ୍ ପ୍ରାର୍ଥୀ ୮୯…

ଗୋଆରେ ଆସିଲା ୪୦ ଆସନର ଟ୍ରେଣ୍ଡ, ବିଜେପି ୨୦ ଆସନରେ ଆଗୁଆ

ଭୁବନେଶ୍ବର : ଗୋଆରେ ୪୦ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ବିଜେପି ୨୦ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ମଧ୍ୟ କଡା ଟକ୍କର ଦେଉଛି । ୧୩ ଆସନରେ କଂଗ୍ରେସ ଆଗୁଆ ରହିଛି । ଟିଏମସି ୪ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି । ୨୦୧୭ରେ ଏକକ ସଂଖ୍ୟା…

ପାଞ୍ଚ ରାଜ୍ୟର ନିର୍ବାଚନ ଗଣତି ଜାରି, ସେୟାର ବଜାର ଉପର ମୁହାଁ

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ଗଣତି ଜାରି ରହିଛି। ଏହାରି ଭିତରେ ଷ୍ଟକ୍ ମାର୍କେଟ ବା ସେୟାର ବଜାର ଉପର ମୁହାଁ ରହିଛି । ଅର୍ଥାତ୍ ବଜାର ଖୋଲିବା ପରଠୁ ଏଯାବତ ଉପରମୁହାଁ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ସେନ୍ସେକ୍ସ ୧,୧୨୮.୨୨ ପଏଣ୍ଟ (୨.୦୬ ପ୍ରତିଶତ) ବୃଦ୍ଧି…

କିଏ ଧରିବ ମଣିପୁର ମଙ୍ଗ? ଏବେ ସୁଦ୍ଧା ଟ୍ରେଣ୍ଡରେ ବହୁ ଆଗରେ ବିଜେପି

ମଣିପୁର : ଚାଲୁଛି ଭୋଟ୍ ଗଣତି । ମଣିପୁର ମଙ୍ଗ କିଏ ଧରିବ ସେନେଇ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ୧୦ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସ ମାତ୍ର ୧ଟା ଆସନରେ ଥିବାବେଳେ ୨୨ଟି ଆସନରେ ଆଗେଇ ଚାଲିଛି ବିଜେପି । ସେହିପରି ଟ୍ରେଣ୍ଡ ହିସାବରେ ଅନ୍ୟାନ୍ୟ ୮ଟି ଆସନରେ ଆଗେଇ ଚାଲିଛନ୍ତି…

‘ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ’

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । ଗଣତି ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ ରହିଛି । କିନ୍ତୁ ଏପରି କରିବାକୁ ହେଲେ ପ୍ରଥମେ ଆମ ସମ୍ବିଧାନରେ ନିୟମ…

କାଉଣ୍ଟିଙ୍ଗ ଆରମ୍ଭରୁ ବିଶୃଙ୍ଖଳା: ଇଭିଏମ ମେସିନକୁ ନେଇ ବିବାଦ

ଭୁବନେଶ୍ୱର: ୫ଟି ରାଜ୍ୟରେ ବିଧାନସଭା ଆସନ ନେଇ ଭୋଟ ଗଣତି ଜାରି ରହିଛି । ହେଲେ ଆରମ୍ଭରୁ ହିଁ ବାରାଣସିରେ ଦେଖାଦେଇଛି ବିବାଦ । ଭୋଟ ପାଇଁ ବ୍ୟବହୃତ ଇଭିଏମ ମେସିନରେ ଅନିୟମିତତାକୁ ନେଇ ବାରାଣସୀରେ ବିବାଦୀୟ ପରିସ୍ଥିତିି ଦେଖାଦେଇଛି । ବାରାଣସି ସମେତ ଅନ୍ୟ କିଛି ଅଞ୍ଚଳରେ ଇଭିଏମସ ବ୍ୟାଲାଟ…

ଅନୁବାଦ କବିତା : ବିମାନ ପରିଚାରିକା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ କକପିଟରେ ବିଶ୍ରାମହୀନ ସୂର୍ଯ୍ୟାଲୋକର ଝୁଲନ୍ତ ଖରା ପ୍ରପେଲାରରେ ଆତ୍ମହରା ବିଂଶ ଶତାଦ୍ଦୀ ଯେମିତି ରକ୍ ଆଣ୍ଡ ରୋଲରେ ପ୍ରିସଲିର ସ୍ୱର ତାପରେ ଉଡ଼ିଯାଅ , ପକ୍ଷୀ ପରି ପ୍ରବାସକୁ ଏ ଜାଗାରେ କିଏ ରହେ ? ମୁହଁ ଓ ଛାତିରେ ତୁଷାରର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭୈରବ ଓ ମା ବିମଳାଙ୍କୁ ଭୈରବୀ ବୋଲି ବିବେଚନା କରି ଶ୍ରୀପୀଠକୁ ମହାପୀଠ ରୂପେ ପ୍ରମାଣ କରାଯାଇଛି। ଶାସ୍ତ୍ର ମତରେ "ଉତ୍କଳେ ନାଭିଦେଶଶ୍ଚ, ବିରଜା…

ଭାଷା ଭାଗବତ : ଏକାକୀ ସେବାରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୦  ପହଁରା ଆସେ ମୋତେ, ସତ ନଦୀରେ ଥିଲେ ଜଳାବର୍ତ ତତ୍କାଳ ପଡ଼େନାହିଁ ଡେଇଁ ଦେଖେଁ କେବଳ ତଟେ ଥାଇ କଥା ବୋଇଲେ କୋଳାହଳ ଯୁକ୍ତି ମାତ୍ରକେ ଗଂଡଗୋଳ ଯେଉଁଠି ଗୋଷ୍ଠୀର ପ୍ରବୃତ୍ତି ସେଆଡ଼େ ଯାଏନାହିଁ ମତି…