Latest Odisha News

BREAKING NEWS

ଦ୍ବିତୀୟ ଦିନରେ ୧୩ ହଜାର ୩୫୬ ଜଣ କଲେ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଦ୍ବିତୀୟ ଦିନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବର ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଦ୍ବିତୀୟ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ମୋଟ ୧୩…

ଅକ୍ଟୋବରରେ ଶେଷ ହେବ ଗାଙ୍ଗୁଲି-ଶାହଙ୍କ କାର୍ଯ୍ୟକାଳ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହଙ୍କ କାର୍ଯ୍ୟକାଳ ସେପ୍ଟମ୍ବରରେ ଶେଷ ହେବ । ବିରାଟ କୋହଲିଙ୍କ ଅଧିନାୟକ ପଦ ଛାଡିବା ନେଇ ସୃଷ୍ଟି ହୋଇଥିବା ବିବାଦ ଏମାନଙ୍କ ଲୋକପ୍ରିୟତାକୁ କମ କରିଛି । ବିସିସିଆଇ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି…

୨୦୭୧ ପରେ କୁଏଟରେ ମଣିଷ ରହିବା ସମ୍ଭବପର ହେବନି !

କୁଏଟ ସିଟି: ବିଶ୍ୱରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର ପ୍ରଭାବ ଧିରେ ଧିରେ ମଣିଷ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଉପରେ ପଡିବା ଆରମ୍ଭ ହେଲାଣି । ୨୦୧୬ରେ ତେଲର ସହର କୁଏଟର ତାପମାତ୍ରା ୫୪ ଡିଗ୍ରୀରେ ପଂହଚି ଯାଇଥିଲା । ଯାହା କି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ପର୍ଯ୍ୟାବରଣ…

[ଭିଡିଓ] ଟିଭି ଡିବେଟ୍‌ରେ କହିବାକୁ ମିଳିଲାନି ସୁଯୋଗ, ନାଚିଉଠିଲେ ପ୍ୟାନେଲିଷ୍ଟ

ଭୁବନେଶ୍ୱର: ନିଜ ମତ୍ତ ରଖିବା ପାଇଁ ବେଳବେଳେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ପଡିଥାଏ । ଏହି ଧାରାରେ କେହିକେହି କିଛି ଅଜବଗଜବ କରିବାକୁ ପଛାଇନଥାନ୍ତି । ଠିକ୍ ଏହିପରି କିଛି ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଅଜଣା ମହିଳା । ସୋସିଆଲ୍ ମିଡିଆରେ ଗୋଟିଏ ଲାଇଭ ଟିଭି ଡିବେଟ୍…

ଖୁବଶୀଘ୍ର ସ୍ମାର୍ଟସିଟିରେ ଉଦଘାଟନ ହେବ ୩ଟି ବୃହତ ପ୍ରକଳ୍ପ

ଭୁବନେଶ୍ବର : ସ୍ମାର୍ଟ ହେଉଛି ସ୍ମାର୍ଟ ସିଟି ଭୁବନେଶ୍ବର । ରାଜଧାନୀ ଭୁବନେଶ୍ବରରୁ ଆହୁରି ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଖୁବଶୀଘ୍ର ଉଦଘାଟନ ହେବ ଆଉ ୩ଟି ବୃହତ ପ୍ରକଳ୍ପ । ଏହି ପ୍ରକଳ୍ପ ମଧ୍ୟରେ ରହିଛି - ସହିଦ ନଗରରେ ମଲ୍ଟି ଲେବଲ କାର୍ ପାର୍କିଂ, ୧୧ ତାଲା ବିଶିଷ୍ଟ ସତ୍ୟନଗର ସ୍ଥିତ…

ଛତିଶଗଡ଼ରେ ଏନକାଉଣ୍ଟର, ୫ ମାଓବାଦୀ ମୃତ

ଛତିଶଗଡ଼ : ଛତିଶଗଡ଼ ଇଲମିଡି ଓ ଇସୁର ମଧ୍ୟରେ ଥିବା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୫ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ବିଜାପୁର ଓ ତେଲେଙ୍ଗାନା ସୀମାବର୍ତ୍ତି ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ…

ଖୁବଶୀଘ୍ର ଆସିବ ଓମିକ୍ରନ୍ ବିନାଶକାରୀ ଟିକା

ନୂଆଦିଲ୍ଲୀ : କରୋନା ପରେ ଏବେ ସାରା ବିଶ୍ବରେ ବ୍ୟାପିଲାଣି ଭାଇରସ ଓମିକ୍ରନ୍ । ଭାଇରସକୁ ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ, ଏବେ ଖୁବଶୀଘ୍ର ଆସିବ ଓମିକ୍ରନ ବିନାଶକାରୀ ଟିକା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ମଡର୍ଣ୍ଣା ସିଇଓ ଷ୍ଟିଫେନ ବାନସେଲ ।…

୧୦ଟି ଛୋଟ ଦଳ ସହ ଗଠବନ୍ଧନ କଲା ବିଏସପି

ଲକ୍ଷ୍ନୌ: ୟୁପି ନିର୍ବାଚନ ପୂର୍ବରୁ ବିଏସପି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଡିଫେନ୍ସିଭ ରଣନୀତିରେ ୟୁପି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଏସପି ୧୦ଟି ଛୋଟ ଦଳ ସହ ଗଠବନ୍ଧନ କରିଛି । ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ର ଏହା ଟୁଇଟ କରି ଜଣାଇଛନ୍ତି ।…

‘ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଚୂଡ଼ାନ୍ତ ତାଲିକାରେ ରାଉରକେଲା

ରାଉରକେଲା : ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ପ୍ରତିଯୋଗିତାରେ ବିଶ୍ବର ୧୫ଟି ସହର ଭିତରେ ସ୍ଥାନ ପାଇଛି ରାଉରକେଲା । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର । ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବର୍ଗ ଫିଲାନଥ୍ରପିକ୍ ସଂସ୍ଥା…

[ଭିଡ଼ିଓ] ସରକାରୀ ବାବୁଙ୍କୁ ୭ ଖୁଣ୍ ମାଫ୍

ନବରଙ୍ଗପୁର: କହିବେ କାହାକୁ ଶୁଣିବ କିଏ । ମଣ୍ଡିରେ ଧାନ ବିକ୍ରି କରିନପାରି ଚିନ୍ତାରେ ଚାଷୀକୂଳ । ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପକୁ ସବୁ କାଗଜପତ୍ର ଦେଇଥିଲେ । ହେଲେ ରେଜିଷ୍ଟ୍ରେସନ ହୋଇପାରିଲା ନାହିଁ । ଏଥିପାଇଁ ସରକାରଙ୍କୁ ଧମକ ଦେଇଛନ୍ତି ଚାଷୀକୂଳ । ନବରଙ୍ଗପୁର ଜିଲ୍ଲା…