Latest Odisha News

BREAKING NEWS

୨୧ ଓ ୨୨ ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ଏବଂ ଶନିବାର ଅର୍ଥାତ୍‌ ଜାନୁୟାରୀ ୨୧ ଓ ୨୨ରେ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ଏବଂ ଗୁରୁବାର ଦିନ…

କାମ କଲାନି ସେନସର, ଆପାର୍ଟମେଣ୍ଟ ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଭୁବନେଶ୍ୱର: ଆପାର୍ଟମେଣ୍ଟର ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ଏହିଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରୁ । ସୁନ୍ଦରପଦାରେ ଥିବା ହାଇଟେକ୍ ପ୍ଲାଜାର ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୀମାଞ୍ଚଳ ମହାପାତ୍ର । ସେନସର କାମ…

 ‘ବୈକୁଣ୍ଠପୁରାମୂଲୋ’ ଫିଲ୍ମର ହିନ୍ଦୀ ଭର୍ସନ ରିଲିଜ୍ ୨୬ରେ

ମୁମ୍ବାଇ: ସାଉଥ୍ ସୁପର ଷ୍ଟାର ଅଲ୍ଲୁ ଅର୍ଜ୍ଜୁନ୍ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମନରେ କ୍ରେଜ୍ ରହିଛି । ତେବେ ଅଲ୍ଲୁଙ୍କ ଆଉ ଏକ ସୁପରହିଟ୍ ତେଲୁଗୁ ଫିଲ୍ମ ‘ବୈକୁଣ୍ଠପୁରାମୂଲୋ’ର ହିନ୍ଦୀ ଭର୍ସନ ଜାନୁଆରୀ…

ବିଜେଡିରେ ଯୋଗଦେଲେ ଚିଲିକା ବ୍ଲକ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଝରଣା ବାରିକ

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ଚିଲିକା ବ୍ଲକ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଝରଣା ବାରିକ । ତାଙ୍କ ସହିତ ଅନ୍ୟ ବିଜେପି ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ…

ପ୍ରବଚନ ସମୟରେ ଅନୁଗତଙ୍କ ମୁହଁରେ ଛେପ ବୋଳିଲେ ପାଷ୍ଟର୍‌, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଯୁବକଙ୍କ ମୁହଁରେ ଛେପ ବୋଳି ବିବାଦ ଘେରକୁ ଆସିଛନ୍ତି ଜଣେ ଯୁବ ପାଷ୍ଟର୍ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଅଗଣିତ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକାର ଟୁଲ୍‌ସା ଠାରେ ମାଇକଲ ଟୋଡ୍ ନାମକ ଜଣେ ୩୪ ବର୍ଷୀୟ ପାଷ୍ଟର୍ ପ୍ରବଚନ ସମୟରେ…

ଚା’ ପିଆ କାଗଜ କପ୍ ସ୍ୱାସ୍ଥ୍ୟ ପାଇଁ ବିପଦ

ନୂଆଦିଲ୍ଲୀ: ଖରା ହେଉ ବାର୍ଷା ହେଉ ଅବା ଶୀତ । ଗାଁ ହେଉ ଅବା ସହର ସବୁଠି ଓଠ ଓ ଚା’ର ପ୍ରେମ ଏକ ସୁନ୍ଦର ଅନୁଭୂତି । ଆଉ ସେଇ ଅନୁଭୂତିକୁ ଉପଭୋଗ କରିବା ପାଇଁ ଯଥେଷ୍ଟ କପେ ଚା’ର ଚୁସକି । ଘର ହେଉ ବା ଦୋକାନ, ଅଫିସ ହେଉ ବା କ୍ୟଣ୍ଟିନ ସବୁଠି ତା’ର ଉପସ୍ଥିତି । ଶରୀରର ସ୍ଫୂର୍ତ୍ତି ପାଇଁ…

କୋଭିଡ ଟେଷ୍ଟ ପାଇଁ ଯାଇଥିବାବେଳେ ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଚୋରି ଅଭିଯୋଗ

ଭଦ୍ରକ : କୋଭିଡ ପରୀକ୍ଷା ପାଇଁ ଯାଇଥିଲେ ହେଲେ ଚୋରି ହୋଇଗଲା ୧୫ ହଜାର ଟଙ୍କା । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଘଟିଛି । କରୋନା ଟେଷ୍ଟ ପାଇଁ ମହିଳା ଜଣକ କାଉଣ୍ଟରରେ ଟିକେଟ କାଟିବା ସମୟରେ , ଆଉ ଜଣେ ମହିଳା ପଛରୁ ଆସି ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି ।…

ରାଜ୍ୟରେ ଜାନୁଆରୀ ଶେଷ ପୂର୍ବରୁ ଶିଖର ଛୁଇଁବ ତୃତୀୟ ଲହର?

ଭୁବନେଶ୍ୱର: ଅନେକ ବଡ ସହରରେ ତୃତୀୟ ଲହର ଶିଖର ଛୁଇଁସାରିଲାଣି। ଓଡ଼ିଶାରେ କେବେ ପିକ୍‌ କରିବ ସେନେଇ ଆଶଙ୍କା ବଢିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତାର କ୍ୟାସଲୋଡ୍‌କୁ ଦୃଷ୍ଟିରେ ରଖି ବିଚାର କରାଯାଉଛି ଯେ ଜାନୁଆରୀ ୧୩ରୁ ୧୦ ହଜାରରୁ ଅଧିକ ମାମଲା ରିପୋର୍ଟ କରୁଥିବା ଓଡିଶା ଜାନୁଆରୀ ଶେଷ…

ଜୟପୁରରେ ସାଧାରଣତନ୍ତ୍ର ଦିବସ ନେଇ ପ୍ରସ୍ତୁତି ବୈଠକ

କୋରାପୁଟ: ଜୟପୁରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉପଜିଲ୍ଲାପାଳ ଦେବବର ପ୍ରଧାନଙ୍କ ସଭାପତିତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା ।ଏହି ବୈଠକରେ ଆସନ୍ତା ସାଧାରଣତନ୍ତ୍ର ଦିବସ  ଦଶହରା ପଡିଆରେ କରବା ନେଇ ସ୍ଥିର ହୋଇଥିଲା । ସରକାରୀ ଏବଂ…

ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏହାର ସିଏମ୍ ପ୍ରାର୍ଥୀ ଘୋଷଣା କରିଛି। ପଞ୍ଜାବରେ ଭଗୱନ୍ତ ମାନ ଦଳର ସିଏମ ପ୍ରାର୍ଥୀ ହେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।ଭଗୱନ୍ତ ମାନଙ୍କ ନାମ ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବର…