ଚନ୍ଦ୍ରଶେଖର ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ
ଭୁବନେଶ୍ୱର : ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ ଆନୁକୂଲ୍ୟରେ, ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।
ସାହିତ୍ୟିକ ସ୍ୱର୍ଗତଃ ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେବା ସହ ସମସ୍ତଙ୍କ ପାଇଁ ଆଦର୍ଶ…