ଶଶଧର ଦାସଙ୍କ କବିତା ସଙ୍କଳନ ‘ଝରକା ବାହାରେ ଭାରତ’ ଉନ୍ମୋଚିତ
ଭୁବନେଶ୍ୱର : ସାହିତ୍ୟ ପତ୍ରିକା କାହାଣୀ ଆନୁକୂଲ୍ୟରେ କବି ଶଶଧର ଦାସଙ୍କ କବିତା ସଙ୍କଳନ 'ଝରକା ବାହାରେ ଭାରତ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।
ରବି ନାରାୟଣ ସେନାପତିଙ୍କ ସ୍ଵଭାପତିତ୍ୱରେ ଏହି ସାରସ୍ୱତ ସଭାରେ…