Latest Odisha News

BREAKING NEWS

ସାବଧାନ ! ଶ୍ରୀମନ୍ଦିରରେ ମାତିଛନ୍ତି ଲୁଟେରା

ପୁରୀ: ଶ୍ରୀମନ୍ଦିରରେ କୋକୁଆ ଭୟ ସୃଷ୍ଟି କରିଛନ୍ତି ଅଜ୍ଞାତ ଲୁôଟେରା । ସକ୍ରିୟ ଅଛନ୍ତି ଭଳିକିଭଳି ଚୋର । ଆଖିପିଛୁଳାକେ ଉଭାନ୍ ହେଇଯାଉଛି ମନି ପର୍ସ, ଅଳଙ୍କାର ଓ ଭ୍ୟାନିଟି ବ୍ୟାଗ୍ । ଲୁôôଟର ଶିକାର ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ନୀରିହ ଭକ୍ତ । ସୁରକ୍ଷା ଦୃଷ୍ଟିକୋଣରୁ ସିସିଟିଭି…

ଭାରତରେ ପ୍ରଥମ ମୁଣ୍ଡନେଲା ଓମିକ୍ରନ , ମୃତକ ଜଣକ ଉଦୟପୁରର

ରାଜସ୍ଥାନ : ଭାରତରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ । ଗତ ସପ୍ତାହରେ ରାଜସ୍ଥାନର ଉଦୟପୁରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ ଆସିଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ମୃତ ୭୩ ବର୍ଷୀୟ ବ୍ୟକ୍ତିଙ୍କର କରୋନା…

ନିଆଁ ଲାଗି ଜଳିଗଲା ଧାନ ଗଦା , ଚିନ୍ତାରେ ଚାଷୀ

ନବରଙ୍ଗପୁର : ନିଆଁ ଲାଗି ଜଳିଗଲା ଧାନ ଗଦା । ୧୫ ରୁ ଉର୍ଦ୍ଧ ଏକର ର ଧାନ ଗଦା ନିଆଁରେ ପୋଡି ପାଉଁସ ହୋଇଯାଇଛି । ନବରଙ୍ଗପରୁର ଜିଲ୍ଲାରେ ଏପରି ଅଘଟଣ ଘିଟିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ଖଳାରେ ହଠାତ୍ ନିଆଁ…

ଏସଆରସିଙ୍କ ବଡ଼ ଘୋଷଣା: ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ, ସ୍କୁଲ କଲେ ବନ୍ଦ

ଭୁବନେଶ୍ୱର: କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏସଆରସି ଜାରି କଲେ ନୂଆ ଗାଇଡଲାଇନ । ଏଣିକି ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ହାଟ ବଜାରରେ ଭିଡ଼ ହ୍ରାସ…

ଓଡିଶା କ୍ରୀଡା ସାମ୍ବାଦିକ ସଂଘର (ଓସ୍‌ଜା) ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶାରେ କ୍ରୀଡର ପ୍ରସାର ଦିଗରେ କ୍ରୀଡା ସାମ୍ବାଦିକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସମସ୍ତ ପ୍ରକାରର ସରକାରୀ ତଥା ବେସରକାରୀ ସ୍ତରୀୟ କ୍ରୀଡା ଆୟୋଜନକୁ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବାକୁ କ୍ରୀଡା ସାମ୍ବାଦିକ ସାଜିଥାନ୍ତି ବାର୍ତ୍ତାବାହକ । ତେଣୁ କ୍ରୀଡା…

ବିଜେଡିରେ ଯୋଗଦେଲେ ଜେଏମଏମ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ବୀରମିତ୍ରପୁର ରାଜ୍ୟ ଜେଏମଏମ ଉପ ସଭାପତି ଶିବିୟାନ ଆଇଣ୍ଡ  । ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ସେ ବିଜେଡିରେ ସାମିଲ୍ ହୋଇଥିଲେ । ଶିବିୟାନଙ୍କ ସହ ତାଙ୍କ ସମର୍ଥକ ମାନେ ମଧ୍ୟ ଆଜି ବିଜେଡିରେ ଯୋଗଦେଇଛନ୍ତି । ଶିବିୟାନ ମୁଖ୍ୟମନ୍ତ୍ରୀଙ୍କ ଶାଶନରେ…

ସୁନ୍ଦରପଦା ହତ୍ୟାକାଣ୍ଡ ଘଟଣା, ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୁନ୍ଦରପଦା ଦୀପୁ ରାଉତ ହତ୍ୟାକାଣ୍ଡ ମାମଲା ।ଏହି ମାମଲରେ ଦୁଇ ଅଭିଯୁକ୍ତ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଭିକି ମଲିଆ ଓ ସୁଜିତ ମଲିଆ ।ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।ଏନେଇ ଡିଜିପି ଉମାଶଙ୍କର ଦାସ…

ବ୍ରହ୍ମଚାରୀ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ

ଯାଜପୁର: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଖଇରାବାଦ ପଞ୍ଚାୟତର ବ୍ରହ୍ମଚାରୀ ହାଇସ୍କୁଲରୁ । କୋଭିଡ଼ ପାଇଁ ଏବେ ମଧ୍ୟାହ୍ନ ଭୋଜନ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ଚାଉଳ ବଣ୍ଟନ କରାଯାଉଛି । ହେଲେ ଏହି ବିଦ୍ୟାଳୟରେ…

କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ…

ଏନକାଉଣ୍ଟରରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ

ଶ୍ରୀନଗର: ନୂଆବର୍ଷର ପ୍ରଥମ ସପ୍ତାହରେ ପଞ୍ଚମ ଏନ୍କାଉଣ୍ଟର । କାଶ୍ମୀର ଜୋନ ପୋଲିସ ଜମ୍ମୁ-କଶ୍ମୀରରେ ଆରମ୍ଭ କରିଥିଲେ ଏନକାଉଣ୍ଟର ଅଭିଯାନ । ବର୍ଷ ଆରମ୍ଭରୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀବାଦୀ ନିହତ । ନିହତ ୩ଜଣ ପାକିସ୍ତାନୀ…