Latest Odisha News

BREAKING NEWS

ଜୀବନରେ ସଂଘର୍ଷ ଜରୁରୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଆମ ଜୀବନରେ ଆମେ ପିଲାମାନଙ୍କ ପାଇଁ ସବୁ କିଛି କିରବାକୁ ଚାହୁଁଛେ । ସବୁ ସୁବିଧା ସୁଯୋଗ ଆମେ ପିଲାମାନଙ୍କ ହାତ ପାହାନ୍ତାରେ ପହଞ୍ଚେଇବା ପାଇଁ ଜୀବନ ତମାମ୍‌ ପରିଶ୍ରମ କରି ଚାଲୁଛେ । ନିଜେ ନଖାଇ ନପିଇ, ଭଲ ନପିନ୍ଧି, ନିଜ…

ଧାରାବାହିକ ଉପନ୍ୟାସ : ଦେବୀ (୩୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୫ ମଣିଷ କାହିଁକି ଜନ୍ମନିଏ !କାହିଁକି ମରେ ! କାହିଁକି ସମୟର ହାତ ଧରି ସେ ଆଗକୁ ଆଗକୁ ଯାଏ। ପୁଣି ସ୍ମୃତିର ଖସଡ଼ା ପଥରେ ପଛକୁ ପଛକୁ ଫେରିଆସେ। ଏମିତି ଅନେକ ପ୍ରଶ୍ନ ବିଚଳିତ କରେ ଦେବକୁ। ବେଳେବେଳେ ଏଇ ପ୍ରଶ୍ନମାନଙ୍କୁ ଧରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କ ବିଷୟ ଆଲୋଚନା ଜାରିଥିବା ସମୟରେ ଏକ ପ୍ରଶ୍ନ ଉଠିଛି । ଯଥା : ୧. ସମୁଦ୍ରରେ ଭାସୁଥିବା ଶ୍ରୀକୃଷ୍ଣଙ୍କ ଦେହାବଶେଷ ବ୍ରହ୍ମ…

ଆସନ୍ତାକାଲି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡରରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତଃ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ଉଦ୍ଦେଶ୍ୟରେ ଆସନ୍ତା କାଲି କଟକ ଜିଲ୍ଲା ମାହାଙ୍ଗାଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ…

ବିଶିଷ୍ଟ ଆଇନଜୀବୀ ଶରତ ଜେନାଙ୍କ ପରଲୋକ

ଭୁବନେଶ୍ୱର: ଆଜି ଯାଜପୁର ଜିଲ୍ଲାର ବରିଷ୍ଠ ଦେୱାନୀ ମକଦ୍ଦମାର ବିଶିଷ୍ଟ ଆଇନଜୀବୀ ଶରତ ଜେନାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ଯାଜପୁର ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଓ ପୂର୍ବତନ ସରକାରୀ ଓକିଲ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର…

ରାଜଧାନୀ କୋଚ ସହିତ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କରିବେ କେନ୍ଦ୍ର ରେଳ ମନ୍ତ୍ରୀ

ଭୁବନେଶ୍ୱର: ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଜାନୁୟାରୀ ମାସ ୬ ତାରିଖ ଦିନ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ରାଜଧାନୀ କୋଚ ସହିତ ଚଳାଚଳକୁ ଆଭାସୀ (ଭିଡିଓ କାନଫରେନସି)…

ଦକ୍ଷିଣ ଆଫ୍ରିକାକୁ ସୁବିଧାଜନକ ସ୍ଥିତିରେ ପଂହଚାଇଲେ ଏଲଗାର

ଜୋହାନ୍ସବର୍ଗ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ୩ୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସୁବିଧାଜନକ ସ୍ଥିତିରେ ପଂହଚିଛି । ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୧୮ ରନ କରିଛି । ଘରୋଇ ଦଳ ବିଜୟ ପାଇଁ ଆଉ ୧୨୨ ରନ ଆବଶ୍ୟକ କରୁଛି । ଡିନ ଏଲଗାର…

କାକଟପୁର ନିର୍ବାଚନମଣ୍ଡଳୀରେ ରାଜ୍ୟ ସଭାପତିଙ୍କ ‘ଜନସମ୍ବାଦ ଯାତ୍ରା’

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ପାଇଁ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ମୋଦି ସରକାର ବ୍ୟାପକ ଆର୍ଥୀକ ଅନୁଦାନ ସିଧାସଳଖ ଭାବେ ପଞ୍ଚାୟତକୁ ପ୍ରଦାନ କଲେ । ମାତ୍ର ବିକାଶ ପାଇଁ ପ୍ରାଜୁର୍ଯ୍ୟ ଏହି ଅର୍ଥକୁ ବ୍ୟାପକ ପାଇଁ ହରିଲୁଟ୍ କରି ଶାସକ ବିଜେଡି ଗ୍ରାମାଞ୍ଚଚଳର…

ଦେବାଶୀଷ, ସୋହନୀ ଓଟିଏ ଦ୍ୱାରା ସମ୍ବର୍ଦ୍ଧିତ: ଆପ ଉନ୍ମୋଚିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ବୁଧବାର ଓଡିଶା ଟେନିସ ଆସୋସିଏଶନ (ଓଟିଏ) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଖେଳାଳି ଦେବାଶୀଷ ସାହୁ ଓ ସୋହିନୀ ସଞ୍ଜୟ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶାର ଏକ ନମ୍ବର ଖେଳାଳି ଦେବାଶୀଷ ୧୬ ବର୍ଷରୁ କମ୍ ଓ ୧୮ ବର୍ଷରୁ କମ୍‌ରେ ପ୍ରଭାବୀ…

ପାନବରଜ ମାଲିକଙ୍କ ମନ ପରିବର୍ତ୍ତନ, ଜେଏସଡବ୍ଲ୍ୟୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦେଲେ ସହମତି

ପାରାଦୀପ: ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଢିଙ୍କିଆ ଗାଁରେ ପରିବର୍ତ୍ତନ । ଦୀର୍ଘ ବର୍ଷ ଧରି ଏରସମା ତହସିଲ ଢିଙ୍କିଆ ପଞ୍ଚାୟତରେ ଚାଲିଥିବା ପ୍ରକଳ୍ପ ବିରୋଧରେ ଆନ୍ଦୋଳନର ଚିତ୍ର ବଦଳିବାରେ ଲାଗିଛି । ଆନ୍ଦୋଳନକାରୀଙ୍କ ମଧ୍ୟରୁ ଅନେକ ଲୋକ ଶିଳ୍ପ ପ୍ରତିଷ୍ଠା ପାଇଁ ସହମତି ପ୍ରକାଶ କରୁଥିବାର…