Latest Odisha News

BREAKING NEWS

ଓମିକ୍ରନ୍‌ ଭୟ; ଚିନ୍ତାରେ ମୋଦୀ ସରକାର; ହୋମ୍‌ ଆଇସୋଲେସନ୍‌ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଓମିକ୍ରନ୍‌ ମାମଲା ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ  ଯାହାକୁ ନେଇ ଏବେ ତୃତୀୟ ଲହରର ଆଗମନ ନେଇ ଆଶଙ୍କା କରାଯାଉଛି। କରୋନା ମହାମାରୀକୁ ନେଇ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହୋମ୍‌ ଆଇସୋଲେସନ୍‌ ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି।…

ଯାଜପୁର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼, ସଠିକ୍ ତଦନ୍ତ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ଗଣପତି ପାଟଣା ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼ । ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ । ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀ ଯୁଗଳ ଛାଡ଼ି ଯାଇଛନ୍ତି ପ୍ରମାଣ । ଏଥିରେ ତୃତୀୟ ବ୍ୟକ୍ତିଙ୍କ ହାତ ଥିବା ଘଟଣା ସାମ୍ନାକୁ ଆସିଛି ।…

କ୍ୟାବିନେଟରେ ନିଷ୍ପତ୍ତି : ଏଣିକି ଶ୍ରୀମନ୍ଦିର ସମ୍ପତ୍ତି ବିକ୍ରି ପାଇଁ ସରକାରଙ୍କ ଅନୁମୋଦନ ଦରକାର ପଡିବନି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ବାଜିଲା । ଏହା ହେବାଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ସମ୍ପତିକୁ ବିକ୍ରି, ଲିଜ, ଓ ମଡଗେଜ କରିବା ପାଇଁ ଏଣିକି ଆଉ ସରକାରଙ୍କ…

କେବଳ ଚିଟିଂ ଆଧାରରେ ଛାଡପତ୍ର ନେଇପାରିବେନି ଦମ୍ପତି

ନୂଆଦିଲ୍ଲୀ: ଚାଇନାରେ ଏକ ନୂଆ ନିୟମ ଲାଗୁ କରାଯାଇଛି। ନିୟମ ଅନୁଯାୟୀ କ‌ୌଣସି ଦମ୍ପତି କେବଳ ଚିଟିଂ ଆଧାରରେ ଛାଡପତ୍ର ନେଇପାରିବେ ନାହିଁ। ବାସ୍ତବରେ ଚାଇନାର ଏକ କୋର୍ଟ କହିଛନ୍ତି ଯେ କେବଳ ଚିଟିଂ ଆଧାରରେ ଛାଡପତ୍ର ପାଇଁ ଆବେଦନ କରିବାକୁ ଦିଆଯିବ ନାହିଁ। କୋର୍ଟଙ୍କ ଏହି ନିଷ୍ପତ୍ତିକୁ…

ସୌରଭ ଗାଙ୍ଗୁଲିଙ୍କ ଝିଅଙ୍କୁ କରୋନା

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କ ଝିଅ ସାନା ଗାଙ୍ଗୁଲିଙ୍କୁ କରୋନା। ତାଙ୍କର କରୋନା ଜନିତ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ବାସଭବନରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ତେବେ ପୂର୍ବତନ ଅଧିନାୟକ ସୌରଭଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କର କରୋନା…

ମାର୍ଚ୍ଚରେ ବାହା ହେବେ ଫରହାନ୍‌ ଓ ଶିବାନୀ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା,ନିର୍ମାତା ତଥା ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦଣ୍ଡେକର ଲିଭ୍‌-ଇନ୍ ରିଲେସନସିପରେ ଅଛନ୍ତି। ତେବେ ଖବର ମୁତାବକ ଉଭୟ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।…

ଦେଶରେ ୨୧୦୦ ଟପିଲା ଓମିକ୍ରନ୍‌ ମାମଲା; ମହାରାଷ୍ଟ୍ରରୁ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି ଓମିକ୍ରନ୍‌। ବୁଧବାର ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍‌ରୁ ୮୨୮ ରୋଗୀ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଓମିକ୍ରନ୍‌ ମାମଲା ସର୍ବାଧିକ ରହୁଥିବା ରିପୋର୍ଟ ହୋଇଛି।…

ବ୍ୟଙ୍ଗ : ବିରଳ ଗେଣ୍ଡୁ

ଆଜି ସକାଳେ ଘଟିଥିବା ଏକ ମର୍ମସ୍ପର୍ଶୀ ଘଟଣା । ଆଜିର ଏହି ଘଟଣାଟି ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟବିଦାରକ । ସକାଳ ପ୍ରାୟ ସାଢ଼େ ଆଠଟା ବୋଧେ ହେବ । ଖପୁରିଆ ମାଛ ମାର୍କେଟ ପାଖରେ ମୋର ଜଣେ ସହପାଠିନୀ, ଏବର ଫେସବୁକ ବନ୍ଧୁ ତଥା ଜଣେ ଅତ୍ୟନ୍ତ ସକ୍ରିୟ ସାହିତ୍ୟିକାଙ୍କ ପତିଦେବ ଦେଖା…

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଓଡିଶାରେ ମଧ୍ୟ ଅନ୍ୟରାଜ୍ୟ ପରି ସଂକ୍ରମଣ ବଢୁଛି । ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି । ପିଜଟିଭି ହାର ଡବଲ ହେଉଛି…

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ବିଶେଷ ଉପହାର ଦେଲେ ଦୀପିକା

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ୩୬ ତମ ଜନ୍ମଦିନ। ଜନ୍ମଦିନ ଅବସରରେ ଦୀପିକା ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ବଢୁଥିବା କରୋନା ମାମଲା ମଧ୍ୟରେ ଅଧିକାଂଶ ଚଳଚ୍ଚିତ୍ରର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଉଛି। ତେବେ ଫିଲ୍ମ ରିଲିଜ ଡେଟ୍‌…