Latest Odisha News

BREAKING NEWS

୧ କୋଟି ଭୋଟ୍‌ ଦେଲେ ୭୦ ଟଙ୍କାରେ ମିଳିବ ମଦ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ସୋମୁ ଭିରାଜୁ କହିଛନ୍ତି ଯଦି ଦଳ ରାଜ୍ୟରେ ଏକ କୋଟି ଭୋଟ ପାଇବ, ତେବେ ୭୦ ଟଙ୍କା ମୂଲ୍ୟରେ ମଦ ଯୋଗାଇ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଅଧିକ ରାଜସ୍ୱ ବାକି ଅଛି, ତେବେ ମଦ ମୂଲ୍ୟ ୫୦ ଟଙ୍କାକୁ ମଧ୍ୟ ଖସିଆସିବ। ମଙ୍ଗଳବାର…

‘ବଚପନ କା ପ୍ୟାର’ ଫେମ୍ ଗାୟକ ସହଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ଦିଲ୍ଲୀ: ‘ବଚପନ କା ପ୍ୟାର’ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ସହଦେବ ଦିରଦୋ ଖରାପ ପରିସ୍ଥିତି ଭିତରେ ଗତି କରୁଛନ୍ତି । ମଙ୍ଗଳବାର ଦିନ ତାଙ୍କର ଏକ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ଗୁରୁତରଭାବେ ଆଘାତ ହୋଇଥିଲେ । ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଥିଲା । ଏହି ଘଟଣା ପରେ…

ଦିଲ୍ଲୀରେ ୨୦୦ ଟପିଲା ଓମିକ୍ରନ୍ କେସ୍, ଦେଶରେ ୭୮୧ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ୨୧ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସାରା ଦେଶରୁ ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୭୮୧ ଜଣ । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ । ଦିଲ୍ଲୀରେ ମାଡ଼ି ଚାଲିଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ପାର କରିଛି । ବର୍ତ୍ତମାନ…

୨୦୨୧ରେ ବଲିଉଡ୍‌ର ବେଷ୍ଟ ଫିଲ୍ମ; ‘ବେଲ୍‌ ବଟମ୍‌’, ‘୮୩’…

ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦୨୧ ବର୍ଷ ଗତ ବର୍ଷ ଅପେକ୍ଷା ଭଲ ଥିଲା। ଗୋଟିଏ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ପ୍ରେକ୍ଷାଳୟରେ ଫିଲ ରିଲିଜ ଆରମ୍ଭ ହୋଇଥିଲା। ଏହି ବର୍ଷ ଅନେକ ସୁପରହିଟ୍‌ ଫିଲ୍ମ ରିଲିଜ ହୋଇଥିଲା। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷର ସର୍ବୋତ୍ତମ ହିନ୍ଦୀ…

ଓଡ଼ିଶାରୁ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରୁ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ୍ । ସଂପୃକ୍ତ ବ୍ୟକ୍ତିଙ୍କର ଜିନୋମ୍ ସିକ୍ୱେନ୍ସିଂ ହୋଇଥିଲା । ଏହାପରେ ତାଙ୍କ ପାଖରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ସେ ୟୁଏଇରୁ ଫେରିଥିଲେ । ଏହାକୁ ମିଶାଇ…

ଜାନୁଆରୀ ୩ରୁ କିଶୋରଙ୍କ ଟିକାକରଣ ନେଇ ପ୍ରସ୍ତୁତି, ୧୫ରୁ ୧୮ ବର୍ଷର ପିଲା ନେବେ ଟିକା

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ସଂକ୍ରମଣ । ଏହାର ମୁକାବିଲା ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତି ହୋଇଛି । ଆସନ୍ତା ୩ତାରିଖରୁ କିଶୋର ବର୍ଗ ଟିକା ନେବେ । ରାଜ୍ୟରେ ୨୫ଲକ୍ଷ ୫୩ହଜାର କିଶୋର ଭ୍ୟାକସିନ ନେବେ ବୋଲି ସୂଚନା ରହିଛି । କେନ୍ଦ୍ରର…

ଆଜି ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଏସବୁ ମୁଦ୍ଦା ଉପରେ ଆଲୋଚନା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ବସୁଛି । ଅପରାହ୍ଣ ୪ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ । ଓମିକ୍ରନ୍ ଆତଙ୍କ ଭିତରେ ମନ୍ତ୍ରୀ ପରିଷଦ ବୈଠକ ବେଶ ଗୁରୁତ୍ୱ ବହନ କରୁଛି । ଦେଶରେ…

ନିର୍ବାଚନ ରାଲିରେ କରୋନା ନିୟମ ଉଲ୍ଲଂଘନ; ୟୁପି

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗୋଟିଏ ପଟେ ଦେଶରେ କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନ୍ ମାମଲା ବଢୁଥିବାବେଳେ ରାଜ୍ୟରେ ନିର୍ବାଚନୀ ସମାବେଶ ମଧ୍ୟ ଆରମ୍ଭ ହୋଇଛି। ଏହି ସମାବେଶରେ କୋଭିଡ ପ୍ରୋଟୋକଲର ବ୍ୟାପକ…

ଦିଲ୍ଲୀରେ ଫୁଲ ସ୍ପିଡରେ ବଢୁଛି କରୋନା କେସ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଫୁଲ ସ୍ପିଡରେ ମାଡୁଛି କରୋନା । ଓମିକ୍ରନ୍ କେସ୍ ଚିହ୍ନଟ ପରେ ସଂକ୍ରମଣ ଆଉଟ୍ ଅଫ୍ କଣ୍ଟ୍ରୋଲ ଆଡକୁ ଯାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ୪୯୬ ନୂଆ ଆକ୍ରାନ୍ତ । ବହୁ ମାସ ପରେ ଏତେ ସଂଖ୍ୟକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଦିଲ୍ଲୀରୁ ୩୩୧…

ଆଉ ଦୁଇ ଦିନ ବର୍ଷା, ନୂଆବର୍ଷରୁ ବଢ଼ିବ ଶୀତ

ଭୁବନେଶ୍ୱର: ପୁଣି ବଢ଼ିବ ଶୀତ । ଆସନ୍ତା ନୂଆବର୍ଷରୁ ରାଜ୍ୟରେ ଶୀତ ବଢ଼ିବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଦୁଇଦିନ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ହୋଇଛି । ବିଶେଷ କରି ଆଜି ସୁନ୍ଦରଗଡ଼,…