Latest Odisha News

BREAKING NEWS

ସାଂସଦଙ୍କ ତୃତୀୟ ବିବାହ: ୧୮ ବର୍ଷିୟ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ପାକିସ୍ତାନ ସାଂସଦ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ବିବାହ କରିଛନ୍ତି ପାକିସ୍ତାନର ସାଂସଦ ଆମିର ଲିଆକତ୍ । ସେ ପାକିସ୍ତାନର ଜଣେ ଲୋକପ୍ରିୟ ଟେଲିଭିଜନ ହୋଷ୍ଟ ଭାବେ ମଧ୍ୟ ପରିଚିତ । ତାଙ୍କୁ ବର୍ତ୍ତମା ୪୯ ବର୍ଷ । ସେ ଯାହାକୁ ବିବାହ କରିଛନ୍ତି ତାଙ୍କ ନାମ ସୟିଦା ଦାନିଆ । ତାଙ୍କ ବୟସ ୧୮ । ଆମିର ଲିଆକତ୍ ୧୮…

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗ : ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଯାଜପୁର : ଭୋଟ ଦେବା ପାଇଁ ପ୍ରଲୋଭିତ କରିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ପଡିଲା ମହଙ୍ଗା ।ଏହି ଘଟଣାକୁ ନେଇ ବିଂଝାରପୁର ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।।ରାଜ୍ୟ ନିର୍ବାଚନ…

ଡିଜିଟାଲ ଇଣ୍ଡିଆ କର୍ପୋରେସନର ଚିଫ୍ ଟେକ୍ନିକାଲ ଅଫିସର ହେଲେ ଓଡିଆ ପୁଅ ଦେବବ୍ରତ ନାୟକ

ଭୁବନେଶ୍ୱର : ଓଡିଆ ପୁଅ ଦେବବ୍ରତ ନାୟକ ହେଲେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ମୁଖ୍ୟ ଟେକ୍ନିକାଲ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ଶ୍ରୀ ନାୟକ ଡିଜିଟାଲ ଇଣ୍ଡିଆର ମୁଖ୍ୟ ଭାବେ ଯୋଗଦେବା ପୂର୍ବରୁ ସେ ନ୍ୟାସନାଲ ଇନଫୋରମେଟିକ୍ ସେଣ୍ଟର ଏନଆଇସିରୁ ସ୍ୱେଚ୍ଛାକୃ ଭାବେ ସେ ଭଲେଟାରୀ…

ରୋଡ ଶୋ ବେଳେ ଭଗୱନ୍ତ ମାନଙ୍କ ଉପରକୁ ଟେକାମାଡ, ଡାକ୍ତରଖାନରେ ଭର୍ତି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଏକ ରୋଡ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଟେକାମାଡ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଡାକ୍ତରଖାନା ଚିକିତ୍ସା…

ଆର ପାରିରେ ରବୀନାଙ୍କ ବାପା ରବି ଟଣ୍ଡନ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ବାପା ରବି ଟଣ୍ଡନଙ୍କ ଆଜି ପରଲୋକ ହୋଇଯାଇଛି । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ସେ ମଜୁବର ଓ ଖୁଦ୍ଦାର ପରି ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆରକେ ନାୟାରଙ୍କ ସହଯୋଗୀ ଭାବେ ସେ ଲଭ ଇନ ଶିମଲା ଓ ୟେ ରାସ୍ତେ ହେ ପ୍ୟାର…

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଲାଞ୍ଚ ନେବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ । ଦୁଇ ଜଣଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।ସୂଚନା ଅନୁସାରେ, ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବିଇଓ ବ୍ରଜକୁମାର ନାୟକ ଜଣେ ଶିକ୍ଷକଙ୍କ ଏରିଅର ବିଲ୍ କରିବାକୁ ଟଙ୍କା ନେଉଥିବା…

ଦିଲ୍ଲୀରୁ ଲଣ୍ଡନ ଚାଲିବ ବସ

ନୂଆଦିଲ୍ଲୀ: ୪୬ ବର୍ଷ ପରେ ଦିଲ୍ଲୀରୁ ଲଣ୍ଡନ ବସ ଗଡିପାରେ । ଭାରତ-ମ୍ୟାନମାର ସୀମାରେ ସ୍ଥିତି ସାମାନ୍ୟ ହେବା ପରେ ସେପ୍ଟେମ୍ବରରେ ଏହାକୁ ଚାଲୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ୧୫ ଲକ୍ଷ ଟଙ୍କା ପ୍ୟାକେଜରେ ଟିକେଟ, ଭିସା, ବିଭିନ୍ନ ଦେଶରେ ରହିବା ପାଇଁ ସମସ୍ତ ସୁବିଧା ସୁଯୋଗ…

ବିଧାନ ପରିଷଦ ଗଠନ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଆଶ୍ଚର୍ଯ୍ୟ ଚକିତ କରିଛି : ବାଚସ୍ପତି

ଭୁବନେଶ୍ୱର: ସଂସଦରେ ବିଧାନ ପରିଷଦ ସଙ୍କଳ୍ପ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯାଇଥିଲା ।ରାଜ୍ୟସଭା ଓ ଲୋକସଭା ସଚ୍ଚିବଙ୍କୁ…

ପରଲୋକରେ କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ପୂର୍ବତନ କୋକସରା ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଭୁବନେଶ୍ୱରରେ ପୁଅ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବାସ ଭବନରେ ତାଙ୍କର ପରଲୋକ ହୋଇଛି ।କିଛି ଦିନ ହେବ ସେ ଅସୁସ୍ଥ…

ରାଜ୍ୟରେ ସଂକ୍ରମଣ ସ୍ଥିତି ଧୀରେ ଧୀରେ ଭଲ ଆଡକୁ ଆସୁଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ରାଜ୍ୟରେ ଯେତିକି କରୋନା ଭାରାଆଣ୍ଟ ଅଛି , ସେତିକି ଓମିକ୍ରନ ଭାରିଆଣ୍ଟ ଅଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଯଦି…