Latest Odisha News

BREAKING NEWS

ମୁମ୍ବାଇରେ କରୋନାର ଲମ୍ବା ଡିଆଁ, ଦିନକରେ ସଂକ୍ରମଣ ୭୦% ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା କେସ୍ । ଦୈନିକ ସଂକ୍ରମଣରେ ଅଚାନକ ବୃଦ୍ଧି ହେଉଛି । ଓମିକ୍ରନ୍ କେସ୍ ଚିହ୍ନଟ ପରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ୨୧ଶହ ୭୨ ସଂକ୍ରମିତ ବାହାରିଛନ୍ତି । ଏଥିରୁ କେବଳ ମୁମ୍ବାଇରୁ ଚିହ୍ନଟ…

ବ୍ୟଙ୍ଗ : ଯଃ ଜାନାତି ସଃ ଜାନାତି

ଥରେ ସ୍ୱପ୍ନରେ ମେଟାଫର ଆସି ମୋ ସାମ୍ନାରେ ଉଭା ହେଲେ । ବଡ଼ ମନ ଦୁଃଖରେ କହିଲେ, ଧନ ଏ ସବୁ କଣ ଚାଲିଛି ମୁଁ କିଛି ବୁଝିପାରୁନି । ଡରରେ ମୁଁ ସାଙ୍କୁଡ଼ି ଗଲି । ପଚାରିଲି "ମହାନୁଭବ ଏପରି କ'ଣ ହେଲା ଯାହା ଆପଣଙ୍କ ମନରେ କଷ୍ଟ ଆଣିଲା ?" ମେଟାଫର କହିଲେ "ସେକ୍ସପିଅରଙ୍କ ଠାରୁ ନିତ୍…

କବିତା : ଠିକଣା

ଅର୍ଚ୍ଚିତା ରାଉତ  କେଜାଣି କୋଉ ଖୁସିରେ ମୁଁ ସବୁ କଷ୍ଟ ଭୁଲି ଆନନ୍ଦିତ ହୋଇଯାଏ? ପୁଣି ଭାବେ ଯୋଉଥିପାଇଁ ଖୁସି ଅଛି ତାହା ସତରେ ଠିକ ତ! ନା ମୋ ଭୁଲ ବୁଝାମଣା। ଥରେ ପାଟି ଖୋଲି କୁହ ତ ପ୍ରକୃତରେ ମୋ ପାଇଁ ତୁମ ମନରେ କଣ ଅଛି? ପ୍ରତିଦିନ ଭୋକର ଜ୍ୱାଳାରେ ଡହଳବିକଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିଜର ଅପୃର୍ବ ମାନୁଶୀ ଲୀଳା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ପ୍ରଭୁଙ୍କର ଗୋପନୀୟ ଅନବସର ଉପଚାର ଚାଲିଛି । କାରଣ ସ୍ନାନ ପୁର୍ଣିମା ରେ ପ୍ରତ୍ୟକ୍ଷ…

ଧାରାବାହିକ ଉପନ୍ୟାସ : ଦେବୀ (୨୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୮ ଅନେକ ଚେଷ୍ଟା କରି ବି ଦେବ ସେ ମୁହୂର୍ତ୍ତ ସବୁକୁ ସ୍ମୃତିରୁ ଅଲଗା କରିପାରେନା ଦେବୀ। ସେ ଚାହେଁ ସବୁ କିଛି ଭୁଲି ଯାଆନ୍ତା ।ପୃଥିବୀରେ ସେ ଏକମାତ୍ର ମଣିଷ ହୁଅନ୍ତା ଯାହାର ଅତୀତ ନାହିଁ। ହେଲେ ଏମିତି କିଛି ହୁଏନା, ବରଂ…

ଗଞ୍ଜେଇ ଚାଲାଣ କରି ୩ ଗିରଫ, କାର ଓ ବାଇକ୍ ଜବତ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି । ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଧରି କାରରେ ଜୟପୁର ଦେଇ ହରିୟାନା ଚାଲାଣ ହେଉଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଖବର ପାଇଥିଲେ । ଖବର ପାଇ ସଦର ଥାନାର ଏକ ଟିମ…

୪ ଦିନ ବନ୍ଦ ରହିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ନୂଆ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ୪ ଦିନ ବନ୍ଦ ରହିବ ମା ସମଲେଶ୍ୱରୀଙ୍କ ମନ୍ଦିର । ସଂକ୍ରମଣ ବୃଦ୍ଧି ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ଚଳିତ ମାସ ୩୦ ତାରିଖ ଠାରୁ ୨୦୨୨ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ । ଏହି…

ଆଇଏସଏଲ: ହାଇଦ୍ରାବାଦ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଗୋଆର ବାମ୍ବୋଲିମ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଆଇଏସଏଲର ଏକ ମୁକାବିଲାରେ ହାଇଦ୍ରାବାଦ ୬-୧ ଗୋଲରେ ଶୋଚନୀୟ ଭାବେ ଓଡିଶା ଏଫସିକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ବିଜୟୀ ଦଳ ପକ୍ଷରୁ ବାର୍ଥେଲୋମିଓ ଓଗାବେଚ ୨ଟି ଗୋଲ…

ଉଦାହରଣ ସାଜିଲେ ଜିଲ୍ଲାପାଳ, ନିଜେ ରୋକିଦେଲେ ନିଜ ଦରମା

ଜବଲପୁର: ସାଧାରଣ ଲୋକଙ୍କ ଅଭିଯୋଗର ସମାଧନରେ ବିଳମ୍ବ ହେବାରୁ ନିଜକୁ ଦଣ୍ଡ ଦେଲେ ଜିଲ୍ଲାପାଳ । ନିଜେ ରୋକିଦେଲେ ନିଜ ଦରମା । ମଧ୍ୟପ୍ରଦେଶର ଜବଲପୁରର ଜିଲ୍ଲାପାଳ ନିଜେ ନିଜ ଦରମା ବନ୍ଦ କରି ଉଦାହରଣ ପାଲଟିଛନ୍ତି । ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ତାଙ୍କ ସହ ଥିବା ଅନ୍ୟ ଅଫିସରମାନଙ୍କ…

ଦକ୍ଷିଣ ଆଫ୍ରିକା ୧୯୭ରେ ଅଲଆଉଟ, ସାମିଙ୍କୁ ୫ ୱିକେଟ

ସେଂଚୁରିଆନ: ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟର ୩ୟ ଦିବସରେ ଭାରତ ୧୯୭ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରିଛି । ଏଥିସହ ଟିମ ଇଣ୍ଡିଆ ୧୩୦ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରନେଇଛି । ସାମି ୫ଟି ୱିକେଟ ଅକ୍ତିଆର କରିଥିଲେ । ସେ କପିଳ…