ଆସନ୍ତା ୨୬ରୁ କଂଗ୍ରେସ ସେବାଦଳ ପକ୍ଷରୁ ସଦଭାବନା ସମାବେଶ
ଭୁବନେଶ୍ୱର : ଆସନ୍ତା ୨୬ରୁ କଂଗ୍ରେସ ସେବାଦଳ ପକ୍ଷରୁ ସଦଭାବନା ସମାବେଶ । ରାଜ୍ୟ ସ୍ତରୀୟ ସଦଭାବନା ସମାବେଶ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର ଆଜି କଂଗ୍ରେସ ଭବନଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନରେ କହିଛନ୍ତି ।…