Latest Odisha News

BREAKING NEWS

[ଭିଡ଼ିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର

ପାରାଦୀପ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁର ମାହୋଲ ଏବେ ସରଗରମ । ତେବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ନୁଆଗଡ ପଞ୍ଚାୟତ, ଯେଉଁ ପଞ୍ଚାୟତ ଅଧିନରେ ଇଫକୋ ସାର କାରଖାନା ଓ ଆର୍ସେଲର ମିତ୍ତଲ-ନିପ୍ପନ ଭଳି ଦୁଇଟି ବଡ କାରଖାନା ରହିଛି । ହେଲେ ଦୀପ ତଳ ଅନ୍ଧାର ଭଳି ବେରୋଜଗାରୀ,…

କରୋନା ସଂକ୍ରମିତ ହେଲେ ଜୟା ବଚ୍ଚନ , ପୁଣି ବନ୍ଦ ରହିଲା କରନ ଜୋହରଙ୍କ ଫିଲ୍ମ ସୁଟିଂ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହେଲେ ଜୟା ବଚ୍ଚନ ।୨୦୨୦ ତାଙ୍କ ସ୍ୱାମୀ ଅଭିତାଭ୍ ବଚ୍ଚନ ,ବୋହୁ ଐଶ୍ୱର୍ଯ୍ୟା, ପୁଅ ଅଭିଶେଖ ବଚ୍ଚନ କରୋନ।ସଂକ୍ରମିତ ହୋଇଥିବା ବେଳେ ଗୁରବାର ଜୟା ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ କରନ ଜୋହରଙ୍କ ଅପକମିଂ ମଲଟି ଷ୍ଟାର ଫିଲ୍ମ ‘ରକି ଅର ରାନୀ…

ହାପି ବର୍ଥ ଡେ’ ଉର୍ମିଳା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ଉର୍ମିଳା ମାତୋଣ୍ଡକରଙ୍କ ବର୍ଥ ଡେ’ ।୪୮ ବର୍ଷ ବୟସରେ ପାଦ ଥାପିଛନ୍ତି ଉର୍ମିଳା । ୧୯୯୦ର ଜଣେ ସଫଳ ଆକ୍ଟ୍ରିସ ଭାବେ ବେସ୍ ପ୍ରଶଂସା ସାଉଟିଥିଲେ ଉର୍ମିଳା । ୪ ଫେବୃଆରୀ ୧୯୭୪ମସିହାରେ ବମ୍ବେରେ ଉର୍ମିଳାଙ୍କ ଜନ୍ମ । ଛୋଟ ବେଳୁ ଅଭିନୟ ପ୍ରତି ବେଶ୍ ଇଚ୍ଛା…

ଏକାକୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’   ମଝିରେ ମଝିରେ ଏମିତି ଦେହ ଖରାପ ହୁଏ ଯେ, ସିଂହ ଭଳି ଲୋକଟା ହଠାତ୍ କତରାଲଗା ହୋଇଯାଏ । ଚେଷ୍ଟା କଲେ ବି କଥା କହିପାରେନି। ଶେଯରୁ ଉଠି ଘର ବାହାରକୁ ପାଦ ରଖିବା ବି ସମ୍ଭବ ହୁଏନି। ପାଖରେ ପାଣି ଟୋପାଏ ତତେଇ ଦେଇ ଥୋଇଦେବାକୁ କେହି…

ରାଜ୍ୟରୁ କରୋନା ନେଲା ଆଉ ୨୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୩ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଅଛନ୍ତି । ସୁନ୍ଦରଗଡ଼ରୁ ଆଉ ୩ ଜଣ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଭଦ୍ରକ ଜିଲ୍ଲାରୁ ଆଉ…

ଖୋଳା ହେବ ପୁରୀ ଏମାର ମଠ, ଖୋଲିବ ଗୁପ୍ତ ଧନ ରହସ୍ୟ

ପୁରୀ: ଖୋଲିବ ଗୁପ୍ତ ଧନ ରହସ୍ୟ । ପୁଣି ଖୋଳା ହେବ ପୁରୀ ଏମାର ମଠ । ପୂର୍ବରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନକୁ ଖୋଳିବ ପ୍ରଶାସନ । ତାପୂର୍ବରୁ ଯାଞ୍ଚ ପ୍ରକ୍ରିୟା ସରିଛି । ପୁରୀ ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୂର୍ବ ଚିହ୍ନଟ ସ୍ଥାନକୁ ଖୋଲାଯିବ । ମଠ ପରିଚାଳନା ସଦସ୍ୟ ବି…

ଘୁଞ୍ଚିଲା NEET ପିଜି ପରୀକ୍ଷା, ମାର୍ଚ୍ଚ ୧୨ରେ ଆଉ ହେବନି

ନୂଆଦିଲ୍ଲୀ: ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା । ପରୀକ୍ଷାକୁ ୬-୮ ସପ୍ତାହ ପାଇଁ ସ୍ଥଗିତ ରଖଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା । ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବା ପାଇଁ ଦାବି ହୋଇ…

ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓ ହିଂସା

ମାଲକାନଗିରି: ପୁଣି ଲାଲ୍ ତାଣ୍ଡବ  । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓ ହିଂସା । ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଦୁଇଟି ଟିପରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । କାତରୁ ଥାନା ଅନ୍ତର୍ଗତ ବରଗାପଡା ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ…

ହାଇକୋର୍ଟରେ ଆଗୁଆ ଜାମିନ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

କଟକ: ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ…

ଦେଶରେ ଦେଢ଼ ଲକ୍ଷ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ଦେଢ଼ ଲକ୍ଷ ତଳକୁ ଦୈନିକ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪୯ହଜାର ୩୯୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୩ ପ୍ରତିଶତ କମ୍ ପଜିଟିଭ୍ ବାହାରିଛନ୍ତି । ଦେଶରେ ଦୈନିକ ପଜିଟିଭ୍ ହାର ରହିଛି ୯.୨୭ ପ୍ରତିଶତ । ସାପ୍ତାହିକ…