Latest Odisha News

BREAKING NEWS

କଙ୍କଡ଼ା ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଆମ ଦେଶରେ ରେ ଘଟି ଯାଇଥିବା ଏକ ଅଭାବନୀୟ ଘଟଣା କଙ୍କଡାକୁ ରାଜନୈତିକ ଚର୍ଚ୍ଚା ଭିତରକୁ ଟାଣି ଆଣିଛି। ଦୁଇ ବର୍ଷ ତଳେ ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଫଳରେ ରତ୍ନଗିରି ଜିଲ୍ଲାର ତିୱରେ ବନ୍ଧ ଭୁସୁଡି ଗଲା ଓ ଏହାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆମେ କୃଷ୍ଣ ରୂପେ ବିବେଚନା କରି ଆବାହନ କରୁ "ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନବଲଭାୟ ସ୍ୱାହା ।" ଶ୍ରୀ ବଳଭଦ୍ରଙ୍କୁ ବଳରାମ ଭାବରେ ଆବାହନ କରୁ "ଓଁ…

ଅନୁବାଦ କବିତା : ଭୟ

ମୂଳ ରଚନା : ଖାଲିଲ ଜିବ୍ରାନ୍ ଲୋକମାନେ କହିବାର ଶୁଣାଯାଏ ନଦୀଟି ସମୁଦ୍ରରେ ପଶିବା ପୂର୍ବରୁ ଥରିଉଠେ ଭୟରେ । ସେ ପଛକୁ ଅନାଇ ଚାଲି ଆସିବା ବାଟକୁ ଚାହେଁ, ପର୍ବତର ସୁଉଚ୍ଚ ଶୃଙ୍ଗରୁ ଅଙ୍କା ବଙ୍କା ପଥ ଚାଲି ଜଙ୍ଗଲ ଓ ଗାଁମାନଙ୍କ ଭିତରେ । ଏବଂ ନିଜ ସାମନାରେ ଦେଖେ ଏତେ ବିଶାଳ…

ଧାରାବାହିକ ଉପନ୍ୟାସ : ଦେବୀ (୨୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୨   ସମୟ ଆସି ଭୋର ହେଲାଣି। ସାରା ରାତି ଉଜାଗର ହୋଇ ଦେବ ବସିଛି ମୁହାଣ ପାଖରେ। ୟା ଭିତରେ ସହସ୍ର ଲହରୀ ଆସି ମିଳେଇ ଗଲେଣି ନଈ ଛାତିରେ । ନିର୍ବାକ ତାରା କେତୋଟି ସତେ ଯେମିତି ଦେବ ସହିତ ଉଜାଗର ହୋଇ ବସିଛନ୍ତି।ତା' ଆଖି ଆଗରେ…

[ଭିଡିଓ] ସୋସିଆଲ୍ ମିଡିଆରେ ବିରାଟ କୋହଲିଙ୍କ ନୂଆ ଖୁଲାସା

ଭୁବନେଶ୍ୱର: ବିଶ୍ୱର ସବୁଠୁ ଚର୍ଚ୍ଚିତ କ୍ରିକେଟର୍ ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ଏହି ଖାସ ଖେଳାଳିଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସିଥାଏ । ତେବେ ବିରାଟ ବ୍ଲାକ ୱାଟର୍ ସେବନ କରିବା ସହ ତାଙ୍କ ପ୍ରାଇଭେଟ୍ ଜେଟ୍ ଥିବା ନେଇ ଚର୍ଚ୍ଚା ଖୁବ…

ଅନନ୍ତନାଗ, ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ୨ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଓ ଶ୍ରୀନଗରରେ ଆତଙ୍କବାଦୀମାନେ ପୁଣି ଦୁଃସାହସ କରିଛନ୍ତି । ବୁଧବାର ସନ୍ଧ୍ୟାବେଳେ ୨ଟି ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ ଅଧିକାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରି ତଦନ୍ତ ଆରମ୍ଭ…

ଆଇପିଏଲ ୨୦୨୨ ମେଗା ନିଲାମ ଫେବୃୟାରୀ ୭ରୁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ର ମେଗା ନିଲାମ ଫେବୃୟାରୀ ୭ ଏବଂ ୮ରେ ହେବ ବୋଲି ବିସିସିଆଇର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି । ଏହି ୨ ଦିନିକିଆ ନିଲାମ ପ୍ରକ୍ରିୟା ବାଙ୍ଗାଲୋରରେ ଆୟୋଜିତ ହେବ । ପୂର୍ବରୁ ଏହି ନିଲାମ ଦୁବାଇରେ କରାଯିବ ବୋଲି କୁହା ଯାଉଥିଲା । ଭାରତରେ ଯଦି କରୋନା…

ଧାନକିଣା ଓ ମଣ୍ଡି ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍

ନୂଆଦିଲ୍ଲୀ:ମଣ୍ଡି ଓ ଧାନକିଣା ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍ । ମଣ୍ଡିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡି ନଷ୍ଟ ହେଉଛି ।ଏନେଇ ପୀୟୁଷ ଗୋଏଲଙ୍କୁ ଜଣାଇଲା ବିଜେପି ଟିମ୍ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଥିବା…

[ଭିଡିଓ] ପ୍ରେମ ପ୍ରସ୍ତାବ ପ୍ରତ୍ୟାଖ୍ୟାନ, ୧୩ ସେକେଣ୍ଡରେ ୮ଥର ଛୁରାମାଡ

ଭୁବନେଶ୍ୱର: ଦିନ ଦ୍ୱିପହରେ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ହେଲା ପ୍ରେମିକାକୁ ପ୍ରେମିକାର ଛୁରାମାଡ ଘଟଣା । ଏଭଳି ଘଟଣାର ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ତେବେ ଆଜିର ସମୟରେ ପ୍ରେମ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ନୀରିହ ଝିଅମାନଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି…

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ଚିତ୍ର କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ । ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…