Latest Odisha News

BREAKING NEWS

[ଭିଡିଓ] ଆଖି ସାମ୍ନାରେ ଦଳିଦେଲା ଦନ୍ତା

ଭୁବନେଶ୍ୱର: ଗତ ଶନିବାର ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଗୋଟିଏ ଜଙ୍ଗଲି ହାତୀ ଗୁରୁତର ଭାବେ ଆହତ କରିଥିଲା । ଆସାମର ଧୁବୁରୀ ଜିଲ୍ଲା ତାମାରହାଟରୁ ସାମ୍ନାକୁ ଆସିଛି ଏଭଳି ଚାଂଚଲ୍ୟକର ଘଟଣା । ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟରେ ଗୋଟିଏ ଦନ୍ତା ହାତୀର କ୍ରୋଧ ଜର୍ଜରିତ କାରନାମା…

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ୫ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ଜିଲ୍ଳାପାଳ

ନବରଙ୍ଗପୁର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଜିଲ୍ଲାର ୧୦ଟି ବ୍ଲକ ସମେତ ୨ଟି ପୌରପାଳିକାର ନିଯୁକ୍ତି ଆଶାୟୀ ଯୁବବର୍ଗ ଯୋଗ ଦେଇଥିଲେ । ୫୦୦ରୁ ଉର୍ଦ୍ଧ୍ବ ବେକାର…

ଆନନ୍ଦପୁରରେ ମହିଳା ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ

କେନ୍ଦୁଝର : ଆନନ୍ଦପୁରରେ ମହିଳା ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ । ଆରଆଇ ସିମନ୍ତିନୀ ସାହୁଙ୍କ କାର୍ଯ୍ୟାଳୟରେ ପଶି ଜଣେ ବୃଦ୍ଧ ମହିଳା ଆରଆଇଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆରଆଇ ଜଣକ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି…

‘ବ୍ୟାଚେଲର୍‌ ଡାଡ୍‌’; ନିଜ ଡେବ୍ୟୁ ବୁକ୍‌ ଲଞ୍ଚ୍‌ କଲେ ତୁଷାର କପୁର

ମୁମ୍ବାଇ: ତୁଷାର କପୁର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ ସେ 'ବ୍ୟାଚେଲର ଡାଡ୍‌' ନାମକ ପ୍ରଥମ ପୁସ୍ତକ ଲେଖିଛନ୍ତି। ତୁଷାର ସିଙ୍ଗଲ୍‌ ଫାଦର୍‌ ହେବାର ଯାତ୍ରାକୁ ନୂତନ ପୁସ୍ତକରେ ସେୟାର୍‌ କରିଛନ୍ତି। ଜୁନ୍ ୧ରେ ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ କପୁରଙ୍କୁ  ୫ ବର୍ଷ ପୂରିଛି। ବହିର…

[ଭିଡିଓ] କଫି ଫ୍ଲାସ୍କରୁ ବାହାରିଲା ସୁନା, କେନିଆ ବାସିନ୍ଦା ଗିରଫ

ମୁମ୍ବାଇ: ଭାରତୀୟ କଷ୍ଟମ୍ ଅଥରିଟିଙ୍କ ହୋସ୍ ଉଡାଇଛି ସୁନା ସ୍ମଗଲିଂ । ପ୍ରତିଦିନ ସାମ୍ନାକୁ ଆସୁଛି ଚାଲେଂଜ କଲାଭଳି ପରିସ୍ଥିତି । ବିଦେଶରୁ ସୁନା ତସ୍କରି କରି ଧରାପଡୁଛନ୍ତି ଅନେକ ଭାରତୀୟ ତଥା ବିଦେଶୀ ନାଗରିକ । ଏଭଳି ସ୍ଥିତିରେ ଶାରଜାହରୁ ଫେରିଥିବା କେନିଆର ୧୮ଜଣ ମହିଳାଙ୍କ କାରନାମା…

ନରେନ୍ଦ୍ର ନାଥ ଦାଶଙ୍କ ‘ପ୍ରୀତି ପ୍ରମୋଦିନୀ’ ଉନ୍ମୋଚିତ

ଭୁବନେଶ୍ୱର : କବି ନରେନ୍ଦ୍ର ନାଥଙ୍କ ରଚିତ ଗୀତି କବିତା ପୁସ୍ତକ 'ପ୍ରୀତି ପ୍ରମୋଦିନୀ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ , ଆଶ୍ରାକ୍ଳବର ବିଂଶତମ ସ୍ୱନକ୍ଷେତ୍ର ଦିବସ ଅବସରରେ ଉନ୍ମୋଚିତ ହୋଇ ଯାଇଛି। ବିଷ୍ଣୁପ୍ରିୟା ଓତାଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ସୌମେନ୍ଦ୍ର ପ୍ରିୟଦର୍ଶୀ…

ଓମିକ୍ରନ ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଓମିକ୍ରନ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ,ବ୍ୟସ୍ତ ହେବାର କିଛି ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ…

ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଜଣ ଆହତ

ସମ୍ବଲପୁର: ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ସମ୍ବଲପୁର ଜିଲ୍ଲା ଶରଧାପାଲିରେ ଥିବା ଗୁଟଖା କାରଖାନାରେ ନିଆଁ ଲାଗିଛି । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ଗୁଗୁଲ୍‌ ୨୦୨୧ ଟ୍ରେଣ୍ଡସ୍‌; ‘ହାଓ ଟୁ ମେକ୍‌ ଅକ୍ସିଜେନ୍‌ ଆଟ୍‌ ହୋମ୍‌’

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗୁଲ୍‌ରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଶବ୍ଦ ହେଉଛି ଘରେ କିପରି ଅକ୍ସିଜେନ୍‌ ତିଆରି କରିବେ। ଭାରତରେ ଟିକା ପାଇଁ କିପରି ପଞ୍ଜୀକୃତ ହେବ ସେ ସମ୍ବନ୍ଧରେ ମଧ୍ୟ ଅନେକ ଥର ସର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। କ୍ରିପ୍ଟୋକରେନ୍ସି ସହିତ ଜଡିତ ବିଷୟଗୁଡିକ ଯେପରିକି…

ବିଜେଡିର ମିଶ୍ରଣ ପର୍ବ, ୫୦ ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଦଳରେ ସାମିଲ ହେଲେ କରମଚାନ୍ଦ

ଭୁବନେଶ୍ୱର : ବିଜେଡିରେ ପୁଣି ମିଶ୍ରଣ ପର୍ବ  । ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି କରମଚାନ୍ଦ ମହାନ୍ତି ଆଜି ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ ସହ ବିଜେପି ଛାଡି ଆଜି ବିଜେଡିିରେ ଯୋଗ ଦେଇଛନ୍ତି । ପ୍ରାୟ ୫୦ ରୁ…