ପାନାମା ପେପର୍ସ ଲିକ୍ ମାମଲା : ୫ ଘଣ୍ଟା ଧରି ଐଶ୍ୱର୍ଯ୍ୟାଙ୍କୁ ପଚରା ଉଚରା କଲା ଇଡି
ମୁମ୍ବାଇ : ପାନାମା ପେପର୍ସ ଲିକ୍ ମାମଲା । ଏହି ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ପଚରା ଉଚରା କରିଛି । ଏନେଇ ଐଶ୍ୱର୍ଯ୍ୟା ଆଜି ଇଡିର ପଚାର ଉଚରାରେ ସାମିଲ ହେବା ପାଇଁ ଦିଲ୍ଲୀରେ ଇଡି କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ଦୀର୍ଘ ୫ ଘଣ୍ଟା କାଳ ଇଡି ଐଶଙ୍କୁ ପଚାରା ଉଚରା କରିଥିଲା ।…