Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଥିପାଇଁ ଆଜି ଅପରାହ୍ନ…

ଜାଡ଼ ଭାଙ୍ଗିବ ହାଡ଼: ୪-୫ ଦିନରେ ଆହୁରି ଥରିବ ଓଡ଼ିଶା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟରେ ଥଣ୍ଡା ଲହରି ଆରମ୍ଭ ହୋଇଛି । ଦୁଇ ଚାରି ଦିନରେ ଆହୁରି ଖସିବ ରାତିର ତାପମାତ୍ରା । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ଆହୁରି ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସାମାଜିକ ତଥା ଦାତବ୍ୟ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ପ୍ରଦାନ ପର୍ବ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ , ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ଲାଏନ୍ସ କ୍ଲବର ସହଯୋଗରେ ଦୁଇ ଜଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା…

ଧାରାବାହିକ ଉପନ୍ୟାସ : ଦେବୀ (୧୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୪  ଶ୍ରାବଣ ଆସିଲେ ପ୍ରୀତିପୁର ସଲଂଗ୍ନ ଚିରୁଡ଼ି ପାଟ ସୁନାମୁହିଁ ସହିତ ମିଶିଯାଇ ସୃଷ୍ଟି କରେ ହ୍ରଦର ଭ୍ରମ। ଭାଦ୍ରବ ବେଳକୁ ତାହା ପରିବର୍ତ୍ତିତ ହୁଏ ନାନା ରଙ୍ଗ ଓ ପ୍ରଜାତିର କଇଁ ଫୁଲ ଧାରି ଏକ ଭାସମାନ ବଗିଚାରେ। ପୁଣି…

ବ୍ୟଙ୍ଗ : ମନ୍ କୀ ବାତ୍

ଅନେକ ସମୟରେ ଆମ୍ଭ ସ୍ତ୍ରୀଙ୍କୁ କହିବାର ଶୁଣିଛୁ ," ତୁମେତ ମୋତେ ଆଗ ଭଳି ଆଉ ଭଲ ପାଉନ । ତୁମେ କଣ ମୋତେ ବାହା ହେଇ ଖୁସି ନାହଁ ?" ପ୍ରଥମେ ଭାବୁଥିଲି ସତରେ କେତେ ନିରୀହ ପ୍ରଶ୍ନ । କିଛି ଭୁଲ କରିଦେଲିକି ? ଯେଉଁଥିପାଇଁ ତାଙ୍କ ମନ ଦୁଃଖ ହେଉଛି । କିନ୍ତୁ ବେଶ କିଛି ବର୍ଷ ଲାଗିଲା…

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସମ୍ୱଲପୁର: ରଙ୍ଗବତୀ ଗୀତର ଗୀତିକାର ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ସମ୍ୱଲପୁର ମେଡିକାଲରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ମିତ୍ରଭାନୁ ଗୌନ୍ତିଆ ଜଣେ ଓଡ଼ିଆ ଓ…

ଅମୃତସରରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ସମ୍ ଫିଜିଓ ଥେରାପିଷ୍ଟ ସମ୍ମାନିତ

ଭୁବନେଶ୍ବର : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ ‘ଦ ଫିଜିଓ ଲିଜେଣ୍ଡ ଆୱାର୍ଡ – ସିକନ୍ଦର ଅଫ୍‌ ଫିଜିଓ’ ସମ୍ମାନରେ ସମ୍ମାନିତ କରାଯାଇଛି । ସ୍ପୋର୍ଟସ କନେକ୍ଟ ପକ୍ଷରୁ ଅମୃତସର…

[ଭିଡିଓ] କେବେ ଖାଇଛନ୍ତି କୋଇଲାରେ ପ୍ରସ୍ତୁତ ବ୍ଲାକ୍ ଇଡ୍‌ଲି ?

ଭୁବନେଶ୍ୱର: ଦୁନିଆ ଆଗେଇଛି । ଲୋକଙ୍କ ଚାହିଦା ଓ ପସନ୍ଦରେ ମଧ୍ୟ ଘୋର ପରିବର୍ତ୍ତନ ଦେଖାଦେଇଛି । ଏହାରି ଭିତରେ ଲୋକଙ୍କ ସ୍ୱାଦ ମଧ୍ୟ ଯଥେଷ୍ଟ ବଦଳିଛି । ଭଳିକିଭଳି ତଥା ନୂଆ ସ୍ୱାଦ ଉଦ୍ଭାବନ କରିବାକୁ ଯାଇ ଅନେକ ଲୋକ ଉଟପଟାଙ୍ଗ ଆଇଟମ୍ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଫାଣ୍ଟା…

ବେଙ୍ଗଳା କରୁଥିବା ସମୟରେ ଅସାବଧାନତା କାରଣରୁ କଟିଗଲା ହାତ

କାମାକ୍ଷାନଗର : ବେଙ୍ଗଳା କରୁଥିବା ସମୟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ହାତ କଟି ଯାଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଂଚଳରେ  ଏପରି ଅଘଟଣ ଘଟିଛି । ଗୁରୁତର ଜଣକ ହେଲେ ଧୂଳିଗୋଠ ଗ୍ରାମର ମଧୂସୁଦନ ବାଗ । ମଧୂସୁଦନ ଗ୍ରାମର ଶ୍ୟାମ ହେମ୍ବ୍ରମଙ୍କ ଧାନ ଫସଲ ଗୁଡ଼ିକ ମେସିନରେ…