ରୋଷେଇ ଘରେ ନିଆଁ ଲାଗି ମହିଳା ଗୁରୁତର
କାମାକ୍ଷାନଗର : କାମାକ୍ଷାନଗର ଗ୍ୟାସରେ ରୋଷେଇ କରୁଥିବା ଅଘଟଣ । ଗ୍ୟାସ ନିଆଁରେ ଜଳିଗଲେ ମହିଳା । ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହେଲେ ମହିଳା । ଗୁରୁତର ମହିଳା ଜଣଙ୍କ କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡିଆସାହିର ବିଳାସିନୀ ସିଂହ…