ଓମିକ୍ରନ୍ ପରେ ଦକ୍ଷିଣ ଆଫ୍ରିକାରେ କମୁଛି ଫାଇଜର୍ ଟିକାର ପ୍ରଭାବ
ନୂଆଦିଲ୍ଲୀ: ଗତ ମାସରେ ଓମିକ୍ରନ୍ ଭାରିଆଣ୍ଟ ସୃଷ୍ଟି ହେବା ପରଠାରୁ ଦକ୍ଷିଣ ଆଫ୍ରିକାରେ କାମ କରୁନି ଫାଇଜର କୋଭିଡ୍-୧୯ ଟିକା। ଫାଇଜର୍ ଟିକାର ପ୍ରଭାବ ଓମିକ୍ରନ୍ ଭାରିଆଣ୍ଟ ବିରୋଧରେ କମ୍ ପ୍ରଭାବଶାଳୀ ହୋଇଥିବା ଜଣାପଡ଼ିଛି।
ଅଧ୍ୟୟନରୁ ଜଣାପଡିଛି ଯେ ନଭେମ୍ବର ୧୫ ରୁ ଡିସେମ୍ବର…