ଟାଇମ୍ସ ପତ୍ରିକା ୨୦୨୧ର ଶ୍ରେଷ୍ଠ ଖେଳାଳି ହେଲେ ସିମୋନ ବାଇଲ୍ସ
ନ୍ୟୁୟର୍କ: ଆମେରିକାର ଖ୍ୟାତନାମା ଜିମ୍ନାଷ୍ଟ ସିମୋନ ବାଇଲ୍ସ ଟାଇମ୍ସ ମ୍ୟାଗାଜିନର ୨୦୨୧ ବର୍ଷ ପାଇଁ ସବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି । ମାନସିକ ସ୍ୱାସ୍ଥ୍ୟାବସ୍ଥା କାରଣ ଦର୍ଶାଇ ସିମୋନ ୨୦୨୧ ଟୋକିଓ ଅଲିମ୍ପିକ୍ସର ୪ଟି ବିଭାଗରେ ଅଂଶଗ୍ରହଣ କରି ନ ଥିଲେ । ସେ ଦି ଟ୍ୱିଷ୍ଟିଜ ନାମକ…