Latest Odisha News

BREAKING NEWS

ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଝାରପଡ଼ା ଜେଲରେ ଜେରା କରିବ NIA

ଭୁବନେଶ୍ୱର: ଏନଆଇଏ ସ୍କାନରରେ ହାର୍ଡକୋର୍ ମାଓନେତା ଦୁବାସି ଶଙ୍କର । ତାକୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ ବା ଏନଆଇଏ । ଟେରର ଲିଙ୍କ ନେଇ ମାରାଥନ୍ ଜେରା କରିବ । ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍ କମାଣ୍ଡାଣ୍ଟ ଓ…

ପୁଲୱାମାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର:ଜାମ୍ମୁ-କାଶ୍ମୀୀର ପୁଲୱାମାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳେ ଏହି ଘଟଣା ଘଟିଥିବା ପୋଲିସ କହିଛି । ନିହତ ଆତଙ୍କବାଦୀଙ୍କର ପରିଚୟ ମିଳିନାହିଁ । ବୁଧବାର ମଧ୍ୟରାତ୍ରି ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା…

ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ, ପୋଲିସର ତଦନ୍ତ ଜାରି

ଗଜପତି: ବିପୁଳ ପରିମାଣର ଚନ୍ଦନ କାଠ ଜବତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ ହୋଇଛି । ପାରାଳାଖେମୁଣ୍ଡି ବାଳିକା ବିଦ୍ୟାଳୟ ରାସ୍ତାରେ ଥିବା ରାଜୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ରକ୍ତ ଚନ୍ଦନ କାଠ ଜବତ କରିଛି ବନ ବିଭାଗ ।…

ବ୍ରିଟ୍ରେନରେ ଫୁଲ ସ୍ପିଡରେ ମାଡୁଛି ଓମିକ୍ରନ୍, ଆଗକୁ ସାଂଘାତିକ ହୋଇପାରେ

ଲଣ୍ଡନ: ଓମିକ୍ରନ ସାରା ବିଶ୍ୱକୁ ଡରାଇଛି । ୭୭ ଦେଶରେ କାୟା ମେଲାଇଛି । ବ୍ରିଟେନରେ ମାଡ଼ି ଚାଲିଛି । ପ୍ରତିଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ପ୍ରତି ଦୁଇ ତିନି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେଉଛି । ବର୍ତ୍ତମାନ ସୁଦ୍ଧା ୫୦୦୦ ଲୋକ ଓମିକ୍ରନରେ ସଂକ୍ରମିତ ହେଲେଣି । ଜଣେ…

ହାଇଦ୍ରାବାଦରୁ ୩ ଓମିକ୍ରନ୍‌ ମାମଲା ଚିହ୍ନଟ

ହ୍ରାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ନୂତନ ଭାବେ ଚିହ୍ନଟ ହୋଇଥିବା ଓମିକ୍ରନ୍ କୋଭିଡ୍ ଭାରିଆଣ୍ଟ୍‌ର ତିନୋଟି ନୂଆ ମାମଲା ରିପୋର୍ଟ ହୋଇଛି। ସଂକ୍ରମିତ ମଧ୍ୟରେ ଜଣେ ସାତ ବର୍ଷର ଶିଶୁ ଥିବା ମଧ୍ୟ ଜଣାପଡ଼ିଛି। ଜଣେ ୨୪ ବର୍ଷୀୟ କେନିଆ ନାଗରିକ ଏବଂ ସୋମାଲିଆ ନାଗରିକ ହାଇଦ୍ରାବାଦରେ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭୁବନେଶ୍ୱର: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଅବସରରେ ସ୍ୱାଭିମାନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ ଶ୍ରୁତି ମହାପାତ୍ର କହିଥିଲେ, “ଭିନ୍ନକ୍ଷମର ଅର୍ଥ ହେଉଛି…

ବାଇପୋଲାର ଡିଜଅର୍ଡର ବ୍ୟକ୍ତି ବି ହୋଇପାରିବେ ଜଜ୍‌

ନୂଆଦିଲ୍ଲୀ: ବାଇପୋଲାର ଡିଜଅର୍ଡର ବା ଏକ ପ୍ରକାର ମାନସିକ ରୋଗରେ ପୀଡିତ ପ୍ରାର୍ଥୀଙ୍କୁ ଦିଲ୍ଲୀର ନ୍ୟାୟିକ ସେବାରେ ଜଜ୍ ହେବା ପାଇଁ ସୁପ୍ରିମକୋର୍ଟ ଏକ ବାଟ କାଢିଛନ୍ତି। ମାନସିକ ରୋଗ ପାଇଁ ତାଙ୍କୁ ଏହି ନିଯୁକ୍ତି ଅଧିକାରୀରୁ କେବେ ହେଲେ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି…

ଓଡ଼ିଶାରେ ମୁଣ୍ଡପିଛା ଆୟ ୨୦୧୧ରୁ ବଢ଼ିଛି

ଭୁବନେଶ୍ୱର: ୨୦୧୧ଠାରୁ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢ଼ିଛି । ୨୦୧୧ ରୁ ୨୦୨୦ ପର୍ୟ୍ୟନ୍ତ ଓଡ଼ିଶାର ମୁଣ୍ଡପିଛା ଆୟ ଦେଶର ଆୟର ତୁଳନାରେ ଅଧିକ । ଏକଥା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ…

ପ୍ରଭାବହୀନ ହୋଇପାରେ କରୋନା ଟିକା

ନୂଆଦିଳ୍ଲୀ: ଓମିକ୍ରନ୍‌ର ଆତଙ୍କ ମଧ୍ୟରେ, ବର୍ତ୍ତମାନ ସମୟରେ ସର୍ବାଧିକ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଅନ୍ୟପକ୍ଷରେ, ନୀତି ଆୟୋଗର ସଦସ୍ୟ ଡା. ଭି.କେ ପଲ ଏପରି ବିବୃତ୍ତି ଦେଇଛନ୍ତି, ଯାହା କରୋନାକୁ ନେଇ ପୁଣି ଥରେ ଉତ୍ତେଜନା ବଢାଇପାରେ ବୋଲି ଆଶଙ୍କା କରାଯାଉଛି। ଭି.କେ ପଲ…

ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର କ୍ରାଇଣବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏକ ପ୍ରେସ୍ ରିଲିଜ ଜାରି କରି ତଦନ୍ତ ନିର୍ଦ୍ଦେଶ…