Latest Odisha News

BREAKING NEWS

୧ କେ.ଜି ଚା’ର ଦାମ୍‌ ୯୯,୯୯୯!

ନୂଆଦିଲ୍ଲୀ: ଆସାମର ଏକ ଚା ବଗିଚାରୁ ଏକ କିଲୋଗ୍ରାମ ଗୋଲଡେନ୍ ଟିପ୍ ଚା ପତ୍ରକୁ ୯୯,୯୯୯ ଟଙ୍କା ମୂଲ୍ୟରେ ନିଲାମ କରାଯାଇଛି। ମଙ୍ଗଳବାର ଦିନ ଗୌହାଟୀରେ ଏହି ଚା ନିଲାମ କେନ୍ଦ୍ର (GTAC) ରେ ଏହାକୁ ନିଲାମ କରାଯାଇଛି। ଏହାକୁ ମନୋହରୀ ଗୋଲ୍ଡ ଭାବରେ ବ୍ରାଣ୍ଡିଙ୍ଗ୍‌ କରାଯାଇଛି। ଏହି ଚାକୁ…

ଫିଲ୍ମ ‘ପୁଷ୍ପା’ର ନିର୍ମାତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର: ଆଗାମୀ ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଟଲିଉଡ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା । ଫିଲ୍ମର ଟ୍ରେଲର୍ ଖୁବ ଚର୍ଚ୍ଚା ସାଉଣ୍ଟିଥିଲାବେଳେ ଆସନ୍ତା ୧୭ ତାରିଖ ରିଲିଜ ଡେଟକୁ ମୁଭି ଲଭର୍ସ ଚାହିଁ ବସିଛନ୍ତି । ତେବେ ଫିଲ୍ମ ରିଲିଜ ପୂର୍ବରୁ…

[ଭିଡ଼ିଓ] ପ୍ରତିବାଦ ସହ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ଭୁବନେଶ୍ୱର: ପୋଲିସର ମାଡ ପ୍ରତିବାଦରେ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେର ହତ୍ୟାକାଣ୍ଡରେ…

କଟକଣା କଡାକଡି : ରାତି ୧୦ପରେ ବିବାହ ପ୍ରସେସନରେ ଡିଜେ, ବାଣ ମନା

ଭୁବନେଶ୍ବର: ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି । ଏବେ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତି ୧୦ଟା…

ଛୋଟ ପିଲାଙ୍କୁ ୬ମାସ ଭିତରେ ମିଳିବ ନୋଭାଭାକ୍ସ: ସିରମ୍ ଇନ୍ସଷ୍ଟିଚ୍ୟୁଟ୍

ଦିଲ୍ଲୀ: ଆସନ୍ତା ୬ମାସ ଭିତରେ ଦେଶର ଛୋଟପିଲାଙ୍କୁ ଭ୍ୟାକ୍ସିନ ମିଳିବା ନେଇ ସିରମ୍ ଇନ୍ସଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ସିରମ୍ ଇନ୍ସଷ୍ଟିଚ୍ୟୁଟର ସିଇଓ ଅଦାର ପୁନୱାଲା କହିଛନ୍ତି ୬ମାସ ଭିତରେ ନୋଭାଭାକ୍ସ କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରାଯିବ । ୩ବର୍ଷରୁ ଉର୍ଦ୍ଧ୍ୱ ପିଲାମାନଙ୍କ ଉପରେ…

ଆସନ୍ତାକାଲି ଯାଜପୁରରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତାକାଲି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ । ଏହି…

ବଲାଙ୍ଗୀର ଏସପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର : ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ବଲାଙ୍ଗୀରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଏହାର ଏସଆଇଟି ତଦନ୍ତ ଦାବିରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ…

ଓମିକ୍ରନ ଭୟ: ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧ରେ ବେଳାଭୂମିରେ ଜନସମାବେଶକୁ ନିଷିଦ୍ଧ

ଚେନ୍ନାଇ: ଓମିକ୍ରନ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ନୂତନ କରୋନା ଭାଇରସ୍ ପ୍ରକାରର କାୟା ବିସ୍ତାର ନକରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସତର୍କତାମୂଳକ ପଦକ୍ଷେପଭାବେ ତାମିଲନାଡ଼ୁ ସରକାର ଚଳିତବର୍ଷ ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧, ୨୦୨୨ରେ ରାଜ୍ୟର ସମସ୍ତ…

ପୁସ୍ତକ ପରିଚୟ : ମୁଁ ଓ ମୁଁ

ମୁଁ ଓ ମୁଁ ମୂଳ ରଚନା : ମୃଦୁଳା ଗର୍ଗ ଅନୁବାଦ : ନୀହାରିକା ମଲ୍ଲିକ ପ୍ରକାଶକ : ଆଦିତ୍ୟ ଭାରତ ଇ ୩୯୫, ସେକ୍ଟର ୬ ସିଡିଏ କଟକ ୭୫୩୦୧୪ ପୃଷ୍ଠା : ୩୩୬ ମୂଲ୍ୟ : ୩୦୦ ଆମ ଚାରିପାଖରେ କେତେ ଘଟଣା ଘଟୁଥାଏ । କେତେ ମନେ ରଖିହୁଏ ? କିନ୍ତୁ ଲେଖକଟିଏ ସେଇ ଘଟଣାମାନଙ୍କ ଭିତରୁ…

‘PMAY’ ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି…

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି ସାଂସଦ । PMAY ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ବିଜେଡି ସାଂସଦ ମାନେ ଭେଟିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ…