Latest Odisha News

BREAKING NEWS

୧୨ରୁ ୧୫ ବର୍ଷ ବୟସର ପିଲାଙ୍କ ଲାଗି ଫାଇଜର ଟିକା ବ୍ୟବହାରକୁ ମିଳିଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନର ନିୟାମକ ସଂସ୍ଥା କହିଛି ଯେ ଆମେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟର ଯତ୍ନର ସହ ସମୀକ୍ଷା କରିଛୁ ଏବଂ ସିଦ୍ଧାନ୍ତ ନେଇଛୁ ଯେ ଫାଇଜର ଟିକା ଏହି ବର୍ଗର ପିଲାଙ୍କ ଲାଗି ନିରାପଦ ଏବଂ ପ୍ରଭାବଶାଳୀ। ବ୍ରିଟେନର ଔଷଧ ନିୟାମକ ଶୁକ୍ରବାର…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇ ଯୁବକ ଗିରଫ

ନୂଆଦିଲ୍ଲୀ: ଜେଲ ଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ। ଏହି ଅଭିଯୋଗରେ ଦିଲ୍ଲୀର ଖଜୁରୀ ଖାସରେ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରାଯାଇଛି। ସେ ଜାମିନରେ ଆସି ଜେଲକୁ ଯିବାକୁ ଚାହୁଁଥିଲେ। ସଲମାନ ନାମକ ଏହି ଯୁବକ ଗତକାଲି ରାତିରେ…

କରୋନାରେ ଆଖିବୁଜିଲେ ଆଉ ଜଣେ କଳାକାର

ନୂଆଦିଲ୍ଲୀ: କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ। ଫିଲ୍ମ ଡ୍ରିମ୍ ଗାର୍ଲରେ ଆୟୁଷ୍ମାନ ଖୁରାନାଙ୍କ ସହ-ତାରକା ରିଙ୍କୁ ସିଂ ନିକୁମ୍ବଙ୍କ କରୋନାରେ ପରଲୋକ ହୋଇଛି। ରିଙ୍କୁ ସିଂଙ୍କୁ ଶେଷ ଥର ପାଇଁ ଆଦର ଜୈନଙ୍କ 'ହେଲୋ ଚାର୍ଲି'ରେ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଗତ…

କରୋନା ଟିକାକରଣ ଉପରେ ନବୀନଙ୍କ ପ୍ରସ୍ତାବକୁ କେରଳ ସିଏମ୍‌ଙ୍କ ସମର୍ଥନ

ଭୁବନେଶ୍ବର: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରର କରୋନା ଟିକା କ୍ରୟ ଏବଂ ବିତରଣ ଉପରେ ଦେଇଥିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପିନାରାଇ ବିଜୟନ କହିଛନ୍ତି ଯେ କେନ୍ଦ୍ର ଟିକାକରଣ କରିବା ଉଚିତ ଏବଂ ସ୍ବାଧୀନ ଭାବରେ…

ମୋରଡାରେ ଦୁର୍ଘଟଣା,ଜଣେ ଆହତ

ମୟୁରଭଞ୍ଜ: ଚିପ୍ସ ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଛି । ମୋରଡା ବ୍ଲକ ଭାଲିଆଡିହାର କଲରାଫୁଲିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ଚିପ୍ସ ବୋଝେଇ ହାଇୱା ବାରିପଦାରୁ ଅମର୍ଦା ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରେଇ ରାସ୍ତା ମଝିରେ ଓଲଟି ଯାଇଥିଲା । ଡ୍ରାଇଭର ଜଣଙ୍କୁ ଆହତ…

ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ସୋସିଆଲ୍‌ ମିଡିଆରୁ ବିରତି ନେଲେ ଅଙ୍କିତା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍‌ କରି ସୋସିଆଲ ମିଡିଆରୁ ବିରତି ନେବା ବିଷୟରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, 'ଏହା ବିଦାୟ ନୁହେଁ, ଏହା ହେଉଛି ପରେ ଦେଖା ହେବା'। ସେ ସମ୍ପୁର୍ଣ୍ଣ ରୂପେ…

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତାଳଚେର : ଘରୋଇ କଳିର କୁ ପରିଣତି । ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ।ତାଳଚେର ବଙ୍ଗାଲିତଇଲା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ଶୁକ୍ରବାର ସକାଳେ ଗାଁର ଜୀବନ ବେହେରା ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା…

ବାତିଲ ହେଲା ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଭୁବନେଶ୍ବର: ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଅପେକ୍ଷା ଛାତ୍ରଛାତ୍ରୀଙ୍କ ଜୀବନ…

କରୋନା ଲଢ଼େଇରେ ହାରିଗଲେ ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ

ଭୁବନେଶ୍ୱର: କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ । ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲାରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ମାସେ ଧରି ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ…

ଅଦୃଶ୍ୟ ଅଭିଶାପ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ନରୋତ୍ତମ ଗଡ଼ନାୟକ । ଥୁଣ୍ଟା ଗଛଟା ତଳେ ଠିଆ ହୋଇ ଆକାଶକୁ ଅନାଇଛନ୍ତି । କିନ୍ତୁ ଅନେଇ ପାରୁନାହାନ୍ତି । ଠିକ୍ ଭାବେ ଆଖି ଖୋଲିପାରୁନାହାନ୍ତି ସେ । ନିଜ ଦେହକ ଭିତରେ ଏମିତି ଖରା ସତେ ଯେମିତି ସେ କେବେ ବି ଅନୁଭବ କରିନଥିଲେ ।…