Latest Odisha News

BREAKING NEWS

ବିଜେପି ଛାଡିଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ

ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ପୁତ୍ର ଉତ୍ପଳ ବିଜେପି ଛାଡିଛନ୍ତି । ପାଣାଜୀରୁ ସେ ବିଜେପି ପକ୍ଷରୁ ଟିକେଟ ପାଇବେ ବୋଲି ଆଶା କରିଥିଲେ । ମାତ୍ର ଏହା ନ ମିଳିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସ୍ୱାଧୀନ ଭାବେ ଉକ୍ତ ଆସନରୁ ସେ ଲଢ଼ିବେ ।…

ମିଜୋରାମରେ ଭୟଙ୍କର ଭୂମିକମ୍ପ ଝଟକା,ରେକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ

ଚମ୍ପାଇ :ଭୂକମ୍ପ ଝଟକାରେ ଥରି ଉଠିଲା ମିଜୋରାମ । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫-୬ ଥିଲା । ମିଜୋରାମର ଚମ୍ପାଇ ଠାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପ ଏତେ ଜୋରରେ ହୋଇଥିଲା ଯେ ମିଜୋରାମ ସମେତ ମଣିପୁର ,ଆସାମରେ ମଧ୍ୟ ଝଟକା ଅନୁଭବ ହୋଇଛି । ସୂଚନା ଅନୁସାରେ…

ଇଜିପ୍ଟ ଶାଗୁଣା ଚୋରା ଚାଲାଣ, ଜଣେ ଗିରଫ

ଭୋପାଳ: ଶାଗୁଣା ଚୋରା ଚାଲାଣ ର୍ୟାକେଟର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶ ପୋଲିସ । ଏହି ର୍ୟାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶର ଉନ୍ନାଓର ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜଣକ ସୁଲତାନପୁର-ମୁମ୍ବାଇ ଏକ୍ସପ୍ରେସ୍…

ଢ଼ିଙ୍କିଆରୁ ପ୍ରତ୍ୟାହାର କର ପୋଲିସ ବାହିନୀ, ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜଗତସିଂହପୁର : ଏରସମା ବ୍ଲକ ଢିଙ୍କିଆରୁ ପୋଲିସ ବାହିନୀ ପ୍ରତ୍ୟାହାର କର । ଢିଙ୍କିଆ ବାସିନ୍ଦାଙ୍କ ଉପରେ ପୋଲିସର ଦମନ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ଲୋକଙ୍କ ଜମି, ଜୀବନ, ଜୀବିକା ଓ ଭିଟାମାଟି ସୁରକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି…

ସାଇ ଜାତୀୟ ସେଂଟରରେ ୩୧ ହକି ଖେଳାଳି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବାଙ୍ଗାଲୋରରେ ଥିବା ସାଇ ଜାତୀୟ ସେଂଟରେ ପ୍ରଶିକ୍ଷଣ ନେଉଥିବା ୩୧ ହକି ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିରେ ୧୫ ମହିଳା ଓ ୧୬ ପୁରୁଷ ଖେଳାଳି ସାମିଲ । ଏମାନଙ୍କ ବ୍ୟତୀତ ଜଣେ କୋଚ ମଧ୍ୟ ସଂକ୍ରମିତ ହୋଇଛନ୍ତି । ୧୨୮ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଦକ୍ଷିଣ…

[ଭିଡ଼ିଓ ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଥିଲା ଶେଷ ଦିନ । ଏଥିପାଇଁ କୋଭିଡ୍ କଟକଣାରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ମାନେ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ନାମାଙ୍କନପତ୍ର ଦାଖଲ…

ପଞ୍ଚାୟତ ନିର୍ବାଚନ ପାଇଁ କଟକରେ ସରିଲା ନାମାଙ୍କନ

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ । ଆଜି ଶେଷ ଦିନ ଥିବାରୁ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହି କ୍ରମରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର…

ସଦିୟାଲା ଉତ୍ସବ: ମଶାଲ ଜଳାଇ ଅଶ୍ରାବ୍ୟ ଭାଷାରେ ଗାଳି ଦିଅନ୍ତି ଗ୍ରାମବାସୀ

କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଶୁକ୍ରବାର ନିଆରା ଢ଼ଙ୍ଗରେ ସଦିୟାଲା ଉତ୍ସବ ପାଳିତ ହୋଇଛି । ଗଡସା ଘାଟି ଅଂଚଳରେ ଥିବା ସମସ୍ତ ଗ୍ରାମର ପ୍ରତ୍ୟେକ ଘରୁ ଗୋଟିଏ ଲେଖାଁଏ ମଶାଲ ଧରି ଘରୁ ବାହାରିଥାନ୍ତି । ବାଟଯାକ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଗ୍ରାମଠାରୁ ଦୂରରେ ଥିବା…

ଦିନେ ସମ୍ଭ୍ରାନ୍ତ ତଥା ସାହୁକାର ପଣିଆର ମୁଖ୍ୟ ପରିଚୟ ଥିଲା ଶଗଡ଼, ଏବେ ବିଲୁପ୍ତ ପ୍ରାୟ

ଭୁବନେଶ୍ୱର: ପ୍ରାଚୀନ କାଳରେ ପରିବହନକୁ ସହଜ ଓ ସରଳ କରିବା ପାଇଁ ଏକମାତ୍ର ମାଧ୍ୟମ ଥିଲା ଶଗଡ଼ । ମଣିଷ ନିଜର ବୁଦ୍ଧି ଖଟାଇ ବନ୍ୟଜାତ ଦ୍ରବ୍ୟର ବ୍ୟବହାର କରି ନିଜ ହାତରେ ନିର୍ମାଣ କରିଥିବା ବିନା ଇନ୍ଧନ ଯୁକ୍ତ ପରିବେଶ ଉପଯୋଗୀ ଏହି ଶଗଡ଼ ଗାଡ଼ି ବିଲୁପ୍ତ ପାଦ ଦେଶରେ ଏବେ ଦଣ୍ଡାୟମାନ । ଦିନେ…

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ,କେଜ୍ରିୱାଲଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଦିଲ୍ଲୀ : କେଜ୍ରିୱାଲ ସରକାରଙ୍କୁ ଝଟକା । ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ପ୍ରସ୍ତାବକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରତ୍ୟାଖାନ କରିଛନ୍ତି ।କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରସ୍ତାବ ପଠାଇଥିଲେ । ହେଲେ ଗଭର୍ଣ୍ଣର ଦୁଇଟି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି…