Latest Odisha News

BREAKING NEWS

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ଯାଜପୁରର ମୋନାଲିସା; ୟୁଟ୍ୟୁବ୍‌ରୁ ମାସକୁ ରୋଜଗାର ୧.୫ ଲକ୍ଷ

ଯାଜପୁର: ଆଜିର ମହିଳା କୌଣସି ଗୁଣରେ ପୁରୁଷଠୁ କମ୍‌ ନୁହନ୍ତି। ପୁରୁଷ ସହ କାନ୍ଧରେ କାନ୍ଧ ମିଶାଇ ସମନ୍ବୟ ଭାବେ ଅଗ୍ରସର ହେଉଛନ୍ତି ଆଜିର ନାରୀ। ଓଡ଼ିଶା ଯାଜପୁର ଜିଲ୍ଲାର ଜଣେ ସାଧାରଣ ଗୃହିଣୀ ନିଜ ଉଦ୍ୟମ ଏବଂ ଉତ୍ସାହ ବଳରେ ୟୁଟ୍ୟୁବ୍‌ ମାଧ୍ୟମରେ ଆଜି ସମଗ୍ର ବିଶ୍ବର ୭୬ କୋଟି ଦର୍ଶକଙ୍କ…

ଟିକା ପାଇଁ ହାହାକାର: ଗୋଟିଏ ରାଜ୍ୟର ଲୋକ, ଆଉ ଗୋଟିଏ ରାଜ୍ୟରେ ସ୍ଲଟ୍ ବୁକିଂ

ନୂଆଦଲ୍ଲୀ: ଗୋଟିଏ ରାଜ୍ୟର ଲୋକ । ଆଉ ଗୋଟିଏ ରାଜ୍ୟରେ ଟିକା ପାଇଁ ସ୍ଲଟ୍ ବୁକିଂ କରୁଛନ୍ତି । କରୋନା ଟିକା ପାଇବାକୁ ଦେଶର ରାଜଧାନୀ ଦିଲ୍ଲାରୁ ସାମନାକୁ ଆସିଛି ଏଭଳି ଚିତ୍ର । ଦିଲ୍ଲୀରେ ଲୋକଙ୍କୁ କୋଭାକ୍ସିନ ଦ୍ୱିତୀୟ ଡୋଜ୍ ମିଳୁନି । ଦ୍ୱିତୀୟ ଡୋଜ୍ ସମୟ ଆସିଥିଲେ ବି ଟିକା ଉପଲବ୍ଧ…

ମମତା ଶରଣଂ ଗଚ୍ଛାମି: ଟିଏମସି ଆସିବାକୁ ୩୩ ବିଜେପି ବିଧାୟକ ଆଗ୍ରହୀ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଦିନ କେହି ନା କେହି ଟିଏମସି ନେତା ପଦ୍ମ ପୋଖରୀରେ ବୁଡ଼ ପକାଉଥିଲେ । ଏବେ ଭୋଟ୍ ସରିବା ପରେ ଚିତ୍ର ବଦଳିଛି । ବିଜେପି ଯାଇଥିବା ନେତାଙ୍କ ମୋହ ଭାଙ୍ଗିଲାଣି । ପୁଣି ଥରେ ଦିଦିଙ୍କ ହାତ ଧରିବାକୁ ମନ ବଳାଇଛନ୍ତି ଟିଏମସି ଛାଡ଼ି…

ଭାରତ ଆସିଲେ ମେହୁଲ ଚୋକସିଙ୍କ ଜୀବନ ପ୍ରତି ବିପଦ ରହିଛି; ପତ୍ନୀ ପ୍ରୀତି ଚୋକସି

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ପଳାତକ ମେହୁଲ ଚୋକସିଙ୍କ ପତ୍ନୀ ପ୍ରୀତି ଚୋକସି କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଆଣ୍ଟିଗୁଆରେ ଅପରାଧୀ ଭଳି ବ୍ୟବହାର କରାଯାଉଛି ଏବଂ ଯଦି ତାଙ୍କୁ ଭାରତ ପଠାଯାଏ ତେବେ ତାଙ୍କ ଜୀବନ ପାଇଁ ବିପଦ ରହିଛି ବୋଲି କହିଛନ୍ତି ପତ୍ନୀ। ପ୍ରୀତି ତାଙ୍କ ସ୍ୱାମୀଙ୍କ…

ଟିକା ନେବାକୁ ମନା କରିବାରୁ ଅନ୍ଧାରରେ ରହିଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନ୍ନୁଜର ସୌରିଖ ଅଞ୍ଚଳର ଏକ ଗାଁର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ସେମାନେ କରୋନା ଟିକା ନେବାକୁ ମନା କରିବା ପରେ ସେମାନଙ୍କ ଘରର ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଛି। ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ, "କରୋନା ବିରୋଧରେ ଲୋକଙ୍କୁ ଟିକାକରଣ କରିବା ପାଇଁ…

ଶେଷରେ ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନରୁ ଆସିଛି : ଟ୍ରମ୍ପ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି । ସୋସିଆଲ ସାଇଟରେ ତାଙ୍କ ବିବୃତି ଉପରେ କଟକଣା ଥିବାରୁ ସେ ଏକ ମନ୍ତବ୍ୟ ଜାରୀ କରି ତାଙ୍କ ମନକଥା କହିଛନ୍ତି । ଶେଷର ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ଆସୁଛି । ମୁଁ ପ୍ରଥମରୁ ଏହି କଥା…

ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କର୍ଣ୍ଣାଟକ ସରକାର। ତେବେ ଗୁରୁବାର କର୍ଣ୍ଣାଟକ ସରକାର କହିଛନ୍ତି ଯେ ଗୁଗୁଲ୍‌ ସର୍ଚ୍ଚ ବେଳେ କନ୍ନଡକୁ ଭାରତର ସବୁଠାରୁ ଖରାପ ଭାଷା ଭାବରେ ଦର୍ଶାଇବା ପରେ ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।…

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୩୨ ହଜାର କରୋନା ଆକ୍ରାନ୍ତ, ପଜିଟିଭ୍ ହାର ୬.୩୮%

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା କାୟା । ଦେଢ଼ ଲକ୍ଷ ତଳକୁ ଖସିଛି ଦୈନିକ ସଂକ୍ରମଣ । ପଜିଟିଭ୍ ହାର ବି ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୩୬୪ ନୂଆ ଆକ୍ରାନ୍ତ । ଏହି ସମୟରେ ୨୦ଲକ୍ଷ ୭୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ…

ବାପା ହେବେ ଅଭିନେତା ଅପାରଶକ୍ତି ଖୁରାନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା-ରେଡିଓ ଜକି- ପୂର୍ବତନ ଭାରତୀୟ କ୍ରକେଟର ଅପାରଶକ୍ତି ଖୁରାନା ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏ ନେଇ ଅପାରଶକ୍ତି ନିଜେ ଘୋଷଣା କରିଛନ୍ତି। ସେ ଏବଂ ତାଙ୍କ ପତ୍ନୀ ଆକୃତି ଆହୁଜା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଲେଣି।…

ଇସ୍ରାଏଲ ରାଜନୀତି: ହାର ମାନି ନାହାନ୍ତି ନେତ୍ୟାନେହୁ, ଏବେ ବି ୧୧ ଦିନ ସମୟ ଅଛି

ତେଲ ଅବିବ: ଇସ୍ରାଏଲର ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ୮ ବିପକ୍ଷ ଦଳ ଏକତ୍ର ହୋଇ ସରକାର ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଯଦି ଏହା ସଫଳ ହୁଏ ତାହାହେଲେ ୧୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ପଦଚ୍ୟୁତ ହେବେ । ଏ ସବୁ ସତ୍ୱେ ନେତ୍ୟାନେହୁ ହାର ମାନି ନାହାନ୍ତି ।…