Latest Odisha News

BREAKING NEWS

ଏକାମ୍ର କାନନ ଜମି ପ୍ରସଙ୍ଗରେ ହସ୍ତକ୍ଷେପ କଲେ ଏନଜିଟି, ଯଥା ସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ସରକାରଙ୍କ ପିଛା ଛାଡୁନି ଜମି ବିବାଦ । ରାଜଧାନୀ ଭୁବନେଶ୍ବର ଏକାମ୍ର କାନନ ଜମି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ଏକାମ୍ର କାନନ ଜମିର ଯଥା ସ୍ଥିତି ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ବ୍ୟବସାୟ…

ସଲମାନଙ୍କୁ କେଆରକେ ଡରପୋକ ଗୁଣ୍ଡା କହିଲେ

ମୁମ୍ବାଇ: ସଲମାନ ଖାଁ ଏବଂ ସ୍ୱୟଂଘୋଷିତ କ୍ରିଟିକ କମାଲ ରଶିଦ ଖାଁ(କେଆରକେ) ବିବାଦ ପୁନର୍ବାର ନୂଆ ରୂପ ନେଇଛି । ସଲମାନଙ୍କୁ ସେ ଡରପୋକ ଗୁଣ୍ଡା କହିଛନ୍ତି । ଫ୍ଲପ ସିଙ୍ଗର, ସଂଘର୍ଷରତ ମଡେଲ ଏବଂ ବିଗ ବସ ପ୍ରତିଯୋଗୀଙ୍କୁ ବ୍ୟବହାର କରି ତୁମେ ମୋତେ ଧମକାଇବାକୁ ଚାହୁଁଛ । ସେମାନଙ୍କୁ ମୁଁ…

କଟକରେ କୋଭିଡ୍ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ

କଟକ: ରାଜ୍ୟରେ କରୋନା ମହାମାରୀର ଚଡକ । ସେପଟେ ପ୍ରତିଦିନ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା ହେଉଥିବା ଅଭିଯୋଗ ହେଉଛି । ତେବେ କଟକରେ କୋଭିଡ୍ ହସ୍ପିଟାଲରେ କିପରି ଚାଲିଛି କରୋନା ସଂକ୍ରମିତଙ୍କ ଚିକିତ୍ସା ? ଏହି ପ୍ରଶ୍ନ ଉତ୍ତର ପାଇବା ପାଇଁ କଟକରେ ଥିବା କୋଭିଡ ହସ୍ପିଟାଲରେ ଯାଂଚ…

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି…

କେନ୍ଦ୍ର ସରକାରଠାରୁ ଏହି ୬ ପ୍ରଶ୍ନର ଉତର ଚାହିଁଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଟୀକାକରଣ ନୀତି ନେଇ ସମାଲୋଚନା କରିବା ସହ ଏହି ୬ ପ୍ରଶ୍ନର ଉତର ଚାହିଁଛନ୍ତି । ପ୍ରଶ୍ନଗୁଡିକ ହେଲା- ୧.ଭ୍ୟାକ୍ସିନର ଫଣ୍ଡ କିପରି ଖର୍ଚ୍ଚ ହେଉଛି: ୩୫ ହଜାର କୋଟି ଟଙ୍କାର ବଜେଟ ଟୀକାକରଣ ପାଇଁ ଯଦି ରଖାଯାଇଛି, ତାହାହେଲେ…

ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର : ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଗତ…

ସିଦ୍ଧୁ ନିଖୋଜ ପୋଷ୍ଟର ଲାଗିଲା, ସନ୍ଧାନକାରୀଙ୍କୁ ୫୦ ହଜାର ପୁରସ୍କାର

ଚଣ୍ଡୀଗଡ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବେଜାତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ତାଙ୍କ ନିର୍ବାଚନ ମଣ୍ଡଳୀର ବିଭନ୍ନ ସ୍ଥାନରେ ଲଗାଯାଇଛି । ଏପରିକି ସିଦ୍ଧୁଙ୍କ ବିଷୟରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରର ଉଲ୍ଲେଖ ରହିଛି ।…

ରାଉରକେଲା ସ୍ବତନ୍ତ୍ର କାରାଗାରରେ କଏଦୀଙ୍କୁ ଦିଆଗଲା କୋଭିଡ୍ ଟିକା

ରାଉରକେଲା : ରାଉରକେଲା ସ୍ବତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଯାଇଛି କୋଭିଡ୍ ଟିକାର ପ୍ରଥମ ଡୋଜ୍ । ଏଥିପାଇଁ ଜେଲ୍ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ କଏଦୀଙ୍କୁ ଟିକା ଦିଆଯାଇଛି । ଉଭୟ ୧୮ ରୁ ୪୪ ବର୍ଷ ବର୍ଗ ଏବଂ ୪୫ରୁ ଅଧିକ ବୟସର କଏଦୀଙ୍କୁ ଟିକା ଦିଆଯାଇଛି । ଜେଲ୍…

କରୋନା ମହାମାରୀ ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଟୀକାକରଣ ନୀତି ନେଇ ବୁଧବାର ସୁପ୍ରିମ କୋଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସରକାରଙ୍କ କେତେକ ଯୁକ୍ତି ତର୍କହୀନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଟୀକା ପାଇଁ ଉଦ୍ଦିଷ୍ଟ ୩୫ ହଜାର କୋଟି ଟଙ୍କାର ବଜେଟର ଖର୍ଚ୍ଚ ସମ୍ପର୍କରେ ମଧ୍ୟ ସୂଚନା ଦେବା ପାଇଁ…

ବିଗ୍ ବସ୍’ ସିଜିନ ୧୫ରେ ଭାଗ ନେବେ ଅଭିନେତ୍ରୀ ରିୟା!

ମୁମ୍ବାଇ: ସୂଚନା ଅନୁଯାୟୀ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଆଲିଟି ସୋ ‘ବିଗ୍ ବସ୍’ ସିଜିନ ୧୫ରେ ଅଂଶଗ୍ରହଣ କରିପାରନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ତେବେ ଏ ଖବର କେତେ ଦୂର ସତ ତାହା ତ ସମୟ ଆସିଲେ ଜଣାପଡ଼ିବ। ନିକଟରେ ମିଳିଥିବା ଏକ ରିପୋର୍ଟରେ ଜଣାପଡ଼ିଛି ଯେ ବିଗ୍ ବସ୍ ସିଜିନ ୧୫ରେ…