Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨-୬-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨ ରିଖ ବୁଧ ବାର ବୃଷ ୧୯ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର- କର୍କଟ ରାଶିର ଆଜିର ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ଭୁବନେଶ୍ୱରରୁ ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ

ଭୁବନେଶ୍ୱର: ବ୍ଲାକ ଫଙ୍ଗସରେ ପୀଡିତ ଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତି ସମ ଆଲଟିମେଟ ମେଡିକେୟାରରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମ ଅଂଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ପ୍ରାୟ ୧୦ ଦିନ ଚିକିତ୍ସା ପାଇବା ପରେ ସେ…

‘ସାହିତ୍ୟାୟନ’ ପକ୍ଷରୁ ‘ଲାଲ ଘୋଡ଼ାର ସଇସ’ ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ ‘ସାହିତ୍ୟାୟନ' ପକ୍ଷରୁ ଅନଲାଇନ ମାଧ୍ୟମରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ସାହିତ୍ୟାୟନ’ ପକ୍ଷରୁ ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାସିକ ଆଲୋଚନା ଚକ୍ରରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦଘାଟକ,…

ସୁନ୍ଦରଗଡ଼ରେ କଏଦୀ ଓ ମାନସିକ ଭିନ୍ନକ୍ଷମଙ୍କୁ ଦିଆଗଲା ଟିକା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛି ପ୍ରଶାସନ । ଆଜି ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଥିବା ୪୫ ବର୍ଷରୁ ଅଧିକ ବର୍ଗର କଏଦୀ ଓ ଆସ୍ଥା ଗୃହରେ ଥିବା ମାନସିକ ଭିନ୍ନକ୍ଷମଙ୍କୁ ଟିକା…

କଟକ ଏସସିବି ବଡ଼ ମେଡିକାଲରେ ବ୍ଲାକ ଫଙ୍ଗସ ରୋଗୀ

କଟକ : କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ । ଏବଂ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା…

ବାତିଲ ହେଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ : ବାତିଲ ହେଲା ସିବିଏସଇର ଦ୍ବାଦଶ ଶ୍ରେଣୀ ପରୀକ୍ଷା । ଏବର୍ଷ ହେବନି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା…

ମହଙ୍ଗା ପଡିଲା କୂଅ ସଫା କରିବା, ୨ ମୃତ ଜଣେ ଗୁରୁତର

ନବରଙ୍ଗପୁର: ରାଇଘର ବ୍ଲକ ଅନ୍ତର୍ଗତ ସୋନାରପାରା ଗାଁରେ ଅଭାବନୀୟ ଘଟଣା । କୁଅ ସଫା କରିବାକୁ ଯାଇ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଜୁ କେଉଟ ନାମକ ଜଣେ ବ୍ୟକ୍ତି ଗାଁରେ…

ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ସିଏମଡି ଭାବେ ଦାୟିତ୍ବ ନେଲେ କିଶୋର ଚନ୍ଦ୍ର ଦାସ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦ୍ଦୋକ ଭାବେ ଦାୟିତ୍ବ ନେଲେ କିଶୋର ଚନ୍ଦ୍ର ଦାସ । ଏହା ପୂର୍ବରୁ ସେ ଆରଆଇଏନଏଲର କାର୍ମିକ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରି ଆସୁଛନ୍ତି । ସେ ଏହି ପଦବୀରେ ଜାନୁଆରୀ ପହିଲାରେ ଯୋଗ ଦେଇଥିଲେ । ଏହାବ୍ୟତିତ…

ସଚିନ, କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆଣ୍ଡରସନ

ନୂଆଦିଲ୍ଲୀ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ଭାରତର ଦୁଇ ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ନ୍ୟୁଜିଲାଣ୍ଡ(୨) ଓ ଭାରତ(୫) ବିପକ୍ଷରେ ଇଂଲଣ୍ଡ ମୋଟ ୭ ଟେଷ୍ଟ ଖେଳିବାକୁ ଯାଉଛି । ଆଣ୍ଡରସନ ଯଦି ୬ଟି ଟେଷ୍ଟରେ ଖେଳିବାକୁ…

ବ୍ରାଉନ୍ ସୁଗାରର ଗନ୍ତାଘର ପାଲଟିଛି କି ଭଦ୍ରକ ?

ଭଦ୍ରକ: ଜିଲ୍ଲାର ପରିସୀମା ତୁଳନା କଲେ ଏତେଟା ବଡ ନୁହେଁ । ଓଡିଶାକୁ ବାତ୍ୟା ଆସିଲେ ଏହି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ବାତ୍ୟା ପରେ ପୁଣିଥରେ ଭଦ୍ରକ ଜିଲ୍ଲାର ନାଁ ଚର୍ଚ୍ଚାକୁ ଆସିଛି । ହେଲେ କୌଣସି ଗୌରବାନ୍ୱିତ କାମ ପାଇଁ ନୁହେଁ ବରଂ ବ୍ରାଉନ୍ ସୁଗାର କାରବାରକୁ ନେଇ…