ନିଖୋଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଜାରି
କାମାକ୍ଷାନଗର: ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣକ ହେଲେ ମୁଣ୍ଡେଇଲେ ଗାଁର ବିଶ୍ୱଭୂଷଣ ପଣ୍ଡା । ଗତ ୧୦ତାରିଖରୁ ସେ ନିଖୋଜ ଥିଲେ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଝିଲ୍ଲୀ-ପଥଗଡ଼ ରାସ୍ତାର ଚାଉଳିଆଝରଣ ବ୍ରିଜ ତଳୁ ଉଦ୍ଧାର ହୋଇଛି ମୃତଦେହ ।
ସୂଚନା ଅନୁସାରେ,…