Latest Odisha News

BREAKING NEWS

ପଞ୍ଚାନନ ସାମଲଙ୍କୁ ମିଳିଲା ସୃଜନ ସମ୍ମାନ

ଭୁବନେଶ୍ୱର : 'ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲଚର ଆକ୍ଟ କନେକ୍ଟ ରିଫେକ୍ଟ -୪'ର ଷଷ୍ଠ ବାର୍ଷିକ ଆନ୍ତର୍ଜାତୀୟ କଳା ପ୍ରଦର୍ଶନୀ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଭରଚୁଆଲ ଆର୍ଟ ପ୍ରଦର୍ଶନୀରେ ଦେଶ ଓ ବିଦେଶରୁ ୩୦୫ କଳାକାରଙ୍କ ୫୫୬ଟି…

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ। ଏ ନେଇ ଆନ୍ଧ୍ର ସରକାର ସୋମବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ "ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି।" ଆଜି କର୍ଫ୍ୟୁର ଅବଧି…

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ବଢିଲା ଅଡୁଆ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ପୃଥ୍ବୀରାଜକୁ ଅଡୁଆ ବଢିବାରେ ଲାଗିଛି।  ଚଳଚ୍ଚିତ୍ର ପୃଥୀରାଜର ଟାଇଟଲ୍ ପରିବର୍ତ୍ତନ ଦାବି କରି ନିର୍ମାତା ଯଶ ରାଜ ଫିଲ୍ମ ଏବଂ ଆଦିତ୍ୟ ଚୋପ୍ରାଙ୍କୁ କର୍ନି ସେନା ଚେତାବନୀ ଦେଇଛି। ଏହି ଚଳଚ୍ଚିତ୍ର ସମ୍ରାଟ ପୃଥ୍ବୀରାଜ…

ସୀମା ଲଂଘିଲା ଆନ୍ଧ୍ର, କୋଟିଆରେ କଲା ଟିକାକରଣ

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ରାଜ୍ୟ ସରକାର କାହିଁ କେବେଠୁ ବିରୋଧ କରିଆସୁଛନ୍ତି । ତଥାପି ସାବାଡ ହେଉନି ଆନ୍ଧ୍ର ସରକାର । ଆଉ ଏବେ କରୋନା ବାହାନାରେ ଆନ୍ଧ୍ରପ୍ରଦେଶ ପୁଣିଥରେ କୋଟିଆରେ ଅନୁପ୍ରବେଶ କରିଛି । ବିବାଦୀୟ ପଂଚାୟତ କୋଟିଆର ୨୧ ଖଣ୍ଡ…

ବିହାରରେ ପୁଣି ବଢିଲା ଲକ୍‌ଡାଉନ୍‌

ପାଟନା: ବିହାରରେ ଜୁନ୍‌ ୮ ତାରିଖ ଯାଏ ବଢିଲା ଲକ୍‌ଡାଉନ୍‌। ଏ ନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି। ସିଏମ୍‌ ଟୁଇଟ୍ କରି କହିଛନ୍ତି, "କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍‌ କୁ ଏକ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ…

ରାଜିନାମାର ରାଜନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୁକ୍ତି ସଂଗ୍ରାମର ପ୍ରଶ୍ନୋତର ପର୍ଯ୍ୟାୟ ପରବର୍ତୀ ଏକ ମହାସଂଗ୍ରାମ - ଯାହାର ଅସଲ ମଇଦାନ ମାଟିରୁ ଘାଟି ପର୍ଯ୍ୟନ୍ତ ପରିବ୍ୟାପ୍ତ । ଜୀବନ ସଂଗ୍ରାମର ସ୍ୱାଧୀନତା ହେଉଛି କେବଳ ଅର୍ଥନୈତିକ ପରାଧୀନତାରୁ ମୁକ୍ତି ନୁହେଁ, ଆମ ସାଂସ୍କୃତିକ…

ଜୁନ୍‌ ୩ରେ ଓଡ଼ିଶା ପହଞ୍ଚିବ ୩ ଲକ୍ଷରୁ ଅଧିକ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଜୁନ୍ ୩ ରେ ଓଡିଶା ପହଞ୍ଚିବ ୩,୦୫,୪୬୦ କୋଭିଶିଲ୍ଡ ଟିକା। ଏ ନେଇ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ସୋମବାର ସୂଚନା ଦେଇଛି। ବିଶେଷ କରି ୪୫ ବୟସରୁ ଅଧିକ ବୟସ୍କଙ୍କ ପାଇଁ ଏହି ଟିକା ବ୍ୟବହାର କରାଯିବ। ଏହା ବ୍ୟତୀତ ଜୁନ୍ ୬ ରେ ୪୦,୦୦୦ କୋଭାକ୍ସିନ ଟିକା ଓଡିଶାରେ ପହଞ୍ଚିବ…

ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି ପରଖିଲେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର: ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି କେମିତି ରହିଛି ? କିଭଳି ମୁକାବିଲା କରୁଛି ଜିଲ୍ଲା ପ୍ରଶାସନ । ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ…

ମାଲକାନଗିରି କୁଲାବେଡା ଗ୍ରାମରେ ମାଓବାଦୀ ପୋଡିଲେ ବନ ବିଭାଗର ନର୍ସରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଲାବେଡା ଗ୍ରାମରେ ମାଓବାଦୀ ପୋଡିଲେ ବନ ବିଭାଗର ନର୍ସରୀ। ଏଥିରେ ପ୍ରାୟ ୨୦ ହଜାର ଚାରା ଗଛ ନଷ୍ଟ ହୋଇଥିବା ଥିବା ବେଳେ ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ପଡିଥିବା ସୂଚନା ମିଳିଛି।

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆବେଗର ଡେଣା  ଆଖି ବନ୍ଦ କଲେ ଉଜ୍ଜ୍ଵଳ ରଙ୍ଗର ଆଲୋକ ହିଁ ଭରି ରହିଥାଏ ସେହି ନିର୍ଜୀବ ଦୁନିଆଁରେ ଯେଉଁଠି ତୁମେ ଅଛ । ଆଖି ଖୋଲା ରଖିଲେ ସାମ୍ନାରେ ଥାଏ  ସଫେଦ ନୀଳରଙ୍ଗୀ ଆକାଶର ଆସ୍ତରଣ ଯେଉଁଠି ମୋ'  କଳ୍ପନାର  ବିଚରଣ । ଟିକେ ତଳକୁ  ଝୁଙ୍କେଇ ନେଲେ ଆଖି ଦେଖାଯାଏ ମୋର ପାଦତତଳର ମାଟି…