ସିଆଚେନରେ ପାକ୍ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ୍ ମୃତ
ସିଆଚେନ : ପାକିସ୍ତାନ ସେନାର ହେଲକପ୍ଟର ଦୁର୍ଘଟଣା ଗ୍ରସ୍ତ । ଫଳରେ ଦୁଇଜଣ ପାଇଲଟ୍ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତ ପାଇଲଟ ଦୁଇଜଣ ହେଉଛନ୍ତି ମେଜର ଇରଫାନ୍ ବର୍ଚ୍ଚା ଓ ମେଜର ରାଜା ଜୀସନ୍ ଜହାନଜେବ୍। ଆଇଏସଆରପି କହିଛି ଯେ ଦୁର୍ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଓ ଉଦ୍ଧାର…