Latest Odisha News

BREAKING NEWS

ଡରାଉଛି ଓମିକ୍ରନ୍, ଚିନ୍ତା ବଢ଼ାଉଛନ୍ତି ବିଦେଶ ଫେରନ୍ତା

ଭୁବନେଶ୍ବର : ଓମିକ୍ରନ ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା । ୩୮ ଦେଶକୁ ଭୂତାଣୁ ବ୍ୟାପି ସାରିଥିବା ବେଳେ, ଏବେ ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା । ଠିକଣା ବଦଳାଇ ଓଡିଶା ଆସୁଛନ୍ତି ଲୋକ । ଏଯାଏଁ ବିଦେଶରୁ ରାଜ୍ୟକୁ ୮୦୦ରୁ ଅଧିକ ଲୋକ ଫେରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ…

ଅନୁଗୁଳରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ : ଗାଁରେ ମାତିଛନ୍ତି ହାତୀ । ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗାଁରେ ହାତୀ ଆକ୍ରମଣରେ ଏକ ଗାଇ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି। ଦିନକୁ ଦିନ ଗାଁରେ ହାତୀ ଆତଙ୍କ ବଢ଼ିବାରେ ଲାଗିଛି । ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଉଛନ୍ତି ହାତୀ। ନଳଚନ୍ଦ୍ରପୁର ଗାଁର ବୃଦ୍ଧ ଧନେଶ୍ୱର ଭୁକ୍ତା…

ଶୀର୍ଷରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥ୍‌ାନ ଅଧିକାର କରିଛି । ଓଭରାଲ ୧୨୪ ରେଟିଂ ପଂଏଟ ସହ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୨୧ ସହ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ (୧୦୮) ତୃତୀୟ ସ୍ଥାନରେ…

ସ୍କୁଟିକୁ ପଛୁପଟୁ ଧକ୍କା ଦେଲା ଟ୍ରକ, ଚାଳକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ୧୪୯ନମ୍ବର ରାଜପଥର ନୂଆପଡ଼ା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣକ ହେଲେ ଏକଘରିଆ ଗ୍ରାମର ସୋମ୍ୟଦତ୍ତ ଶତପଥୀ । ସୋମ୍ୟଦତ୍ତ ଭୂଷଣ…

ସମୁଦ୍ରରୁ ମାଡ଼ିଆସିଲା ଜୁଆର, ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ

ଧାମରା: ହଠାତ୍ ସମୁଦ୍ରରୁ ମାଡ଼ିଆସିଲା ଜୁଆର । ଚାହୁଁ ଚାହୁଁ ସମୁଦ୍ର ଭିତରକୁ ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶୁଖୁଆ ବ୍ୟବସାୟୀ । ଧାମରାରେ ବିଳମ୍ବିତ ରାତିରେ ସମୁଦ୍ରରୁ ମାଡ଼ି ଆସିଲା ୨୦ଫୁଟ ଉଚ୍ଚର ଜୁଆର । ଶନିବାର ଅମାବାସ୍ୟା ଥିବାରୁ ସମୁଦ୍ର…

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର : ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଦଳରୁ ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝୀଙ୍କୁ ବହିଷ୍କାର କରାଯାଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ସଂଯୋଜକ ଦୀପକ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା…

[ଭିଡିଓ] ବିଶ୍ୱାସଘାତ: ଛେପର ଲେପରେ ପ୍ରସ୍ତୁତ ହେଉଥିଲା ତନ୍ଦୁରୀ ରୁଟି

ଭୁବନେଶ୍ୱର: ଢାବା, ବିବାହ ଭୋଜିରେ ତନ୍ଦୁରୀ ନାନ୍ କିମ୍ବା ରୁଟି ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ହୁଏ ତ ଆପଣଙ୍କ ବିଶ୍ୱାସ ସହ କେହି ସଂଘାତିକ ଖେଳ ଖେଳିଥାଇପାରନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଦେଖିଲେ ଆପଣ ସବୁକିଛି ବୁଝିପାରିବେ । ଦାବି ହୋଇଛି ଏହି…

ସଂସଦ ଟିଭିରେ ଆଉ ଟକ୍ ସୋ ‘ଟୁ ଦି ପଏଣ୍ଟ’ କରିବେନି ସାଂସଦ ଶଶୀ ଥରୁର

ନୂଆଦିଲ୍ଲୀ : ସଂସଦ ଟିଭିରେ ନଜର ଆସିବେନି କଂଗ୍ରେସ ସାଂସଦ ଶଶୀ ଥରୁର। ସେ ଆଉ କରିବେନି ଟକ୍ ସୋ ‘ଟୁ ଦି ପଏଣ୍ଟ। ଏହି ଟକ୍ ସୋ ର ହୋଷ୍ଟ ପଦରୁ ସେ ଆଜି ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ରାଜ୍ୟ ସଭାରୁ ନିଲମ୍ବତ ହୋଇଥିବା ୧୨ ଜଣ ବିରୋଧୀ ସାଂସଦଙ୍କ ପ୍ରତି ସମର୍ଥନ ଜଣାଇ ଥରୁର୍ ଏଭଳି…

ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ଓମିକ୍ରନ ନେଇ ବଢ଼ୁଛି ଚିନ୍ତା । ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ସଠିକ୍ ତଥ୍ୟ ମିଳୁନି । ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ଶହରୁ ଅଧିକ ଯାତ୍ରୀ ଓଡ଼ିଶା ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪୦ପ୍ରତିଶତ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ସେନା ବିରୋଧରେ ଅସନ୍ତୋଷ ଓ କୋଭିଡ୍ କଟକଣା ଉଲ୍ଲଙ୍ଘନ ଯୋଗୁଁ ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ବ୍ୟାଙ୍ଗ୍‌କକ୍‌ : ମିଆଁମାର ନେତ୍ରୀ ସୁ କିଙ୍କୁ ୪ ବର୍ଷ କାରାଦଣ୍ଡ । ସେନା ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ଓ କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବାରୁ ଏକ ସ୍ୱତନ୍ତ୍ର ଅଦାଲତ ଦେଶର ବିତାଡିତା ନେତ୍ରୀ ଅଙ୍ଗ୍ ସାନ୍ ସୁ କିଙ୍କୁ ୪ ବର୍ଷ କାରା ଦଣ୍ଡାଦେଶ ଘୋଷଣା କରିଥିବା ସେନାର ମୁଖପାତ୍ର…