Latest Odisha News

BREAKING NEWS

ପ୍ରବଚନ ସମୟରେ ଅନୁଗତଙ୍କ ମୁହଁରେ ଛେପ ବୋଳିଲେ ପାଷ୍ଟର୍‌, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଯୁବକଙ୍କ ମୁହଁରେ ଛେପ ବୋଳି ବିବାଦ ଘେରକୁ ଆସିଛନ୍ତି ଜଣେ ଯୁବ ପାଷ୍ଟର୍ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଅଗଣିତ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକାର ଟୁଲ୍‌ସା ଠାରେ ମାଇକଲ ଟୋଡ୍ ନାମକ ଜଣେ ୩୪ ବର୍ଷୀୟ ପାଷ୍ଟର୍ ପ୍ରବଚନ ସମୟରେ…

ଚା’ ପିଆ କାଗଜ କପ୍ ସ୍ୱାସ୍ଥ୍ୟ ପାଇଁ ବିପଦ

ନୂଆଦିଲ୍ଲୀ: ଖରା ହେଉ ବାର୍ଷା ହେଉ ଅବା ଶୀତ । ଗାଁ ହେଉ ଅବା ସହର ସବୁଠି ଓଠ ଓ ଚା’ର ପ୍ରେମ ଏକ ସୁନ୍ଦର ଅନୁଭୂତି । ଆଉ ସେଇ ଅନୁଭୂତିକୁ ଉପଭୋଗ କରିବା ପାଇଁ ଯଥେଷ୍ଟ କପେ ଚା’ର ଚୁସକି । ଘର ହେଉ ବା ଦୋକାନ, ଅଫିସ ହେଉ ବା କ୍ୟଣ୍ଟିନ ସବୁଠି ତା’ର ଉପସ୍ଥିତି । ଶରୀରର ସ୍ଫୂର୍ତ୍ତି ପାଇଁ…

କୋଭିଡ ଟେଷ୍ଟ ପାଇଁ ଯାଇଥିବାବେଳେ ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଚୋରି ଅଭିଯୋଗ

ଭଦ୍ରକ : କୋଭିଡ ପରୀକ୍ଷା ପାଇଁ ଯାଇଥିଲେ ହେଲେ ଚୋରି ହୋଇଗଲା ୧୫ ହଜାର ଟଙ୍କା । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଘଟିଛି । କରୋନା ଟେଷ୍ଟ ପାଇଁ ମହିଳା ଜଣକ କାଉଣ୍ଟରରେ ଟିକେଟ କାଟିବା ସମୟରେ , ଆଉ ଜଣେ ମହିଳା ପଛରୁ ଆସି ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି ।…

ରାଜ୍ୟରେ ଜାନୁଆରୀ ଶେଷ ପୂର୍ବରୁ ଶିଖର ଛୁଇଁବ ତୃତୀୟ ଲହର?

ଭୁବନେଶ୍ୱର: ଅନେକ ବଡ ସହରରେ ତୃତୀୟ ଲହର ଶିଖର ଛୁଇଁସାରିଲାଣି। ଓଡ଼ିଶାରେ କେବେ ପିକ୍‌ କରିବ ସେନେଇ ଆଶଙ୍କା ବଢିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତାର କ୍ୟାସଲୋଡ୍‌କୁ ଦୃଷ୍ଟିରେ ରଖି ବିଚାର କରାଯାଉଛି ଯେ ଜାନୁଆରୀ ୧୩ରୁ ୧୦ ହଜାରରୁ ଅଧିକ ମାମଲା ରିପୋର୍ଟ କରୁଥିବା ଓଡିଶା ଜାନୁଆରୀ ଶେଷ…

ଜୟପୁରରେ ସାଧାରଣତନ୍ତ୍ର ଦିବସ ନେଇ ପ୍ରସ୍ତୁତି ବୈଠକ

କୋରାପୁଟ: ଜୟପୁରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉପଜିଲ୍ଲାପାଳ ଦେବବର ପ୍ରଧାନଙ୍କ ସଭାପତିତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା ।ଏହି ବୈଠକରେ ଆସନ୍ତା ସାଧାରଣତନ୍ତ୍ର ଦିବସ  ଦଶହରା ପଡିଆରେ କରବା ନେଇ ସ୍ଥିର ହୋଇଥିଲା । ସରକାରୀ ଏବଂ…

ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏହାର ସିଏମ୍ ପ୍ରାର୍ଥୀ ଘୋଷଣା କରିଛି। ପଞ୍ଜାବରେ ଭଗୱନ୍ତ ମାନ ଦଳର ସିଏମ ପ୍ରାର୍ଥୀ ହେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।ଭଗୱନ୍ତ ମାନଙ୍କ ନାମ ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବର…

ବିରାଟ୍ କୋହଲି କାହିଁକି ଛାଡିଥିଲେ ଟେଷ୍ଟ ଅଧିନାୟକ ପଦ ?

ଭୁବନେଶ୍ୱର: ନିକଟରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କରିଥିଲେ ବିରାଟ୍ କୋହଲି । ସେବେଠୁ ଏପରି ନିଷ୍ପତ୍ତି ପଛରେ ଥିବା କାରଣ ଖୋଜିବାରେ ଲାଗିପଡିଛନ୍ତି କ୍ରିକେଟପ୍ରେମୀ ଓ ବିଶେଷଜ୍ଞ । ଏବେ ବି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସେକ୍ରେଟାରୀ ଜୟ ଶାହ ଓ ରୋହିତ…

ପୁସ୍ତକ ପରିଚୟ : କବିତା ସାରା ଜୀବନ

କବିତା ସାରା ଜୀବନ କବି : ସମରେନ୍ଦ୍ରନାଥ ମହାପାତ୍ର ପ୍ରକାଶକ : ଶ୍ରଦ୍ଧା ପବ୍ଲିକେସନ " କବିତା ପାଇଁ ସହିଲି ସବୁକିଛି ।ତଥାପି ଲେଖି ପାରିଲି ନାହିଁ କବିତାଟିଏ ଏଯାଏଁ ଠିକ୍ ସେ ଠିକ୍ ବାଗରେ ।ହୃଦୟରୁ ଚିପୁଡା , ରକ୍ତରେ ନିଗିଡା , ହାଡରେ ଗହୀରା ଶବ୍ଦ ମାନେ ଯେ ବହିଯାଆନ୍ତି ନିବିଡ…

ଗଞ୍ଜାମରେ ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ , ୪ ଆହତ

ଗଞ୍ଜାମ : ଗଞ୍ଜାମରେ ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ ।ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ । ନାମାଙ୍କନ ଦାଖଲ ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନାରେ ଗୋଷ୍ଠୀ ସଂଘର୍ଷ ହୋଇଛି ।ଦୁଇ ଗୋଷ୍ଠ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ୪ ରୁ ଅଧିକ ଲୋକ…

ଆରବ ଗଠବନ୍ଧନ ସେନା ଆକ୍ରମଣରେ ନିହତ ହେଲେ ହୁତିର ଜେନେରାଲ

ଦୁବାଇ: ୟୁଏଇରେ ବିସ୍ଫୋରଣ ଘଟାଇଥିବା ଇରାନ ସମର୍ଥୀତ ହୁତି ବିଦ୍ରୋହୀଙ୍କୁ ଶକ୍ତ ଧକ୍କା ଲାଗିଛି । ମଙ୍ଗଳବାର ୟୁଏଇ ଏବଂ ଆରବ ଗଠବନ୍ଧନ ସେନାର ଏୟାର ଷ୍ଟ୍ରାଇକରେ ହୁତିର ଶୀର୍ଷ କମାଣ୍ଡର ମେଜର ଜେନେରାଲ ଅବଦୁଲ୍ଲା କାସିମ ଅଲ ଜୁନୈଦ ନିହତ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ୨ ଭାରତୀୟ,…