Latest Odisha News

BREAKING NEWS

କୋଭିଡ ସଂକ୍ରମିତ ନକ୍ସଲ୍ ମୃତ, ନାଟକୀୟ ଢଙ୍ଗରେ ୩ ଗିରଫ

ମାଲକାନଗିରି: ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍ କରୁଛି ଏନ୍‌କାଉଣ୍ଟର । ସତ ପ୍ରମାଣିତ ହେଲା ଓଡିଶା ଓ ଛତିଶଗଡ ରାଜ୍ୟ ପୋଲିସର ସୂଚନା । ମାଓ କ୍ୟାମ୍ପରେ ଆତଙ୍କ ଖେଳାଇଛି କରୋନା ସଂକ୍ରମଣ । ଆଜି…

ପାଣିଚୁଆରେ ପଡି ଚାଲିଗଲା ଦୁଇବର୍ଷୀୟ ଶିଶୁର ଜୀବନ

କେନ୍ଦୁଝର: ଚମ୍ପୁଆରେ ଘଟିଯାଇଛି ଅଘଟଣ । ଅକାଳରେ ଚାଲିଯାଇଛି ଜଣେ ଦୁଇବର୍ଷୀୟ ଶିଶୁପୁତ୍ରର ଜୀବନ । ଏହି ଖବର ସ୍ଥାନୀୟ ଅଂଚଳରେ ଖେଳାଛେଦଇଛି ଶୋକର ଛାୟା । ମିଳିଥିବା ରିପୋର୍ଟ ଅନୁଯାୟୀ ଚମ୍ପୁଆ ଜାମୁଦଲକ ଗାଁରେ ଜଣେ ଦୁଇବର୍ଷୀୟ ଶିଶୁ ନିଜ ଘର ପାଖରେ ଖେଳୁଥିଲା । ହେଲେ ପାଖରେ ଥିବା…

ବାତ୍ୟାରେ ଭଦ୍ରକ ଓ ବାଲେଶ୍ବର ଅଧିକ ପ୍ରଭାବିତ

ଭୁବନେଶ୍ବର : ବାତ୍ୟା ୟାସ ଚାଲିଯାଇଛି । ହେଲେ ଅନେକ କ୍ଷୟକ୍ଷତି ଘଟାଇଛି । ଖାସକରି ଭଦ୍ରକ ଓ ବାଲେଶ୍ବରେ ଘଟାଇଛି ବ୍ୟାପକ କ୍ଷୟକ୍ଷତି । ବାତ୍ୟା ପରେ ଏବେ ତ୍ବରିତ ବେଗରେ ଚାଲିଛି ପୁନରୁଦ୍ଧାର କର୍ଯ୍ୟ । ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ରୁ ୮୦ ପ୍ରତିଶତ ସ୍ବାଭାବିକ ହୋଇଛି ବୋଲି । ତେବେ…

ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ…

ଲଗାଣ ବର୍ଷାରେ ବେହାଲ ସ୍ଥିତି, ଯୋଗାଯୋଗ ବିଛିନ୍ନ

ବାତ୍ୟା ପରେ ଚାଲିଛି ପୁନରୁଦ୍ଧାର । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀରେ ବନ୍ୟାଜଳ । ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା…

ବାତ୍ୟା ବିଭୀଷିକା ଭିତରେ ଜନ୍ମ ନେଲେ ୭୫୦ ଶିଶୁ

ଭୁବନେଶ୍ବର : ବାତ୍ୟା ବିଭୀଷିକା ଭିତରେ ରାଜ୍ୟରେ ଜନ୍ମ ନେଇଛନ୍ତି ୭୫୦ ଜଣ ଶିଶୁ । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜନ୍ମ ହୋଇଛନ୍ତି ଶିୁଶୁ । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୪ ହଜାର ୫୫୫ ଜଣ ଗର୍ଭବତୀ…

ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ମେଜର ବିଭୂତିଙ୍କ ପତ୍ନୀ ଯୋଗ ଦେବେ ଇଣ୍ଡିଆନ ଆର୍ମିରେ

ନୂଆଦିଲ୍ଲୀ: କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ମେଜର ବିଭୂତି ଢ଼ୋଣ୍ଡିୟାଲ । ସେହି ସମୟ ୯ ମାସ ତଳେ ବିବାହ କରିଥିବା ନିକିତା ବିଧବା ହୋଇଯାଇଥିଲେ । ଏବେ ନିକିତା ଇଣ୍ଡିଆନ ଆର୍ମିରେ ୨୯ ମେରେ ବିଧିବଦ୍ଧ ଭାବେ ଯୋଗ ଦେବାକୁ ଯାଉଛନ୍ତି । ଓମ୍ୟାନ ଏଂଟ୍ରି ସ୍କିମ…

ୟାସ୍ ପ୍ରଭାବରେ ଝାଡଖଣ୍ଡରେ ବର୍ଷା ପବନ

ଭୁବନେଶ୍ୱର: ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା । ଆଉ ଏବେ ବି ବହୁତ୍ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବାତ୍ୟା ପ୍ରଭାବ କମିଯାଇଥିଲେ ବି ବନ୍ୟା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ଉତ୍ତର ଓଡିଶାରେ ତାଣ୍ଡବ ରଚିବା ପରେ ଏବେ ପଡୋଶୀ ରାଜ୍ୟରେ ପହଁଚିଛି ବାତ୍ୟା…

୫ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ସକ୍ରିୟ ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ମାଳଦ୍ୱୀପ କମୋରିନ୍ ଅଞ୍ଚଳ ସହ ଦକ୍ଷିଣପଶ୍ଚିମ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ସକ୍ରିୟ ହେବାରେ ଲାଗିଛି । ମେ ୩୧ ସୁଦ୍ଧା ଦକ୍ଷିଣମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।ଏହାର…

କରଣ ଜୋହରଙ୍କ ଦୋସ୍ତାନା ୨ ପରେ ଶାହାରୁଖ ପ୍ରଡକ୍ସନରୁ ଓହରିଲେ କାର୍ତିକ !

ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ପୁନର୍ବାର ଚର୍ଚ୍ଚାରେ । କରନ ଜୋହରଙ୍କ ଦୋସ୍ତାନା ୨ରୁ ବାହାରିବା ପରେ ଏହି ଉଦୀୟମାନ ହୀରୋଙ୍କ ସପକ୍ଷରେ ସମସ୍ତେ ଏକଜୁଟ ହୋଇଥିଲେ । ଏବେ ଶାହାରୁଖଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜରୁ ମଧ୍ୟ କାର୍ତିକଙ୍କ ଛୁଟି ହୋଇଛି । ରିପୋର୍ଟ ମୁତାବକ…