କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଦେଶରେ ରହିଥିବା ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ହୋଇଥିବାର ଘୋଷଣା କରିଛି କେନ୍ଦ୍ର । ଏହାଦ୍ୱାରା ପୂର୍ବରୁ ରହିଥିବା ୨୭ଟି ବ୍ୟାଙ୍କ ୧୨ଟି ବ୍ୟାଙ୍କରେ ପରିଣତ ହୋଇଛି ।
#WATCH live from Delhi: Finance…