Latest Odisha News

BREAKING NEWS

ଚେନ୍ନାଇରେ ସମ୍ପୂର୍ଣ୍ଣ ଲକଡାଉନ୍

ଚେନ୍ନାଇ: ଆଜିଠାରୁ ଚେନ୍ନାଇରେ ଲକଡାଉନ୍ । ରାସ୍ତାଘାଟ ଶୂନଶାନ୍ । ଆଜିଠାରୁ ତାମିଲନାଡ଼ୁ ସରକାର ରାଜ୍ୟରେ ଜାନୁଆର ୩୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଜାନୁଆରୀ ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଣୁ…

ଅଟୋ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ ଗୁଡ଼ାନାଲି ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଏକ ବୁଲାଣିରେ ଦୁଇଟି ଅଟୋ…

ଖଜୁରୀ ଗଛ: ଅନ୍ୟ ରାଜ୍ୟରେ ଗୁଡ଼, ଆମ ରାଜ୍ୟରେ ଝାଡୁ ଓ ତାଡ଼ି

ଭୁବନେଶ୍ୱର: ସାଧାରଣତଃ ଆମ ରାଜ୍ୟରେ ଏକ ଲୋକ କଥା ଅଛି ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଏହାର ଆକ୍ଷରିକ ଅର୍ଥ ହେଉଛି ‘ଯାହାର ସମସ୍ତ ଗୁଣ ଦୋଷଯୁକ୍ତ, ତା’ର କେଉଁ ଗୋଟିଏ ଗୁଣକୁ ଆମେ ତର୍ଜମା କରିବା’ । କିନ୍ତୁ ପ୍ରକୃତରେ ଖଜୁରୀ ଗଛର ଅନେକ ଭଲ ଗୁଣ ଅଛି । ଖଜୁରୀ ଗଛ…

ମକର ସଂକ୍ରାନ୍ତିରେ ଜନ୍ମ ନେଲା ତିନି ଆଖିଆ ବାଛୁରୀ, ଦେଖିବାକୁ ଲୋକଙ୍କ ଭିଡ଼…

ରାଜନନ୍ଦଗାଁ: ଆମ ଚାରିପଟେ କିଛି ନା କିଛି ଅଲୌକିକ ଚମତ୍କାର ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ମଣିଷ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ କଥାକୁ ନେଇ ଦ୍ୱନ୍ଦରେ ରହିଥାଏ । ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଜିଲ୍ଲାର…

ଆସନ୍ତକାଲି ଓଡ଼ିଶା ଆସିବ ଓମିସିଓର କିଟ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ ଏହି କିଟ୍ ଆସିବାକୁ ଯାଉଛି । ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଲିମିଟେଡ଼ (ଟାଟା) ଏମଡ଼ି ଦ୍ୱାରା ପ୍ରସ୍ତୁତ ଏହି କିଟ ସୋମବାର ପହଞ୍ଚିବ । ଟାଟା ଏମଡ଼ି ଏହି କିଟ୍ ଓଡ଼ିଶାକୁ ଦେବ । ଏହା କରୋନାର ନୂଆ…

ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଏସ୍‌ପି ନେତା

ନୂଆଦିଲ୍ଲୀ: ସମାଜବାଦି ପାର୍ଟିର କର୍ମକର୍ତ୍ତା ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ​​ଟିକେଟ୍‌ ନମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ସେ ଦଳୀୟ ଅଫିସ ବାହାରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନମିଳିବାରୁ ଅତ୍ୟନ୍ତ…

ସାହିତ୍ୟରେ କୃତିକୁ ପୁରସ୍କାର ମିଳୁ ବ୍ୟକ୍ତିକୁ ନୁହେଁ : ଅଚ୍ୟୁତାନନ୍ଦ ପତି

" କିଛି ବି ଲେଖିବି ଯେ କ'ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । "  …

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କରୁ ସୁନା ଚୋରି ମାମଲା, ବନ୍ଧା ହେଲା ଅଭିଯୁକ୍ତ

କୋରାପୁଟ : କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ଏକ କେଜି ୬୧୦ଗ୍ରାମ ସୁନା ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ । ଚୋରି ସୁନା ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀପୁର ଏସବିଆଇ ବ୍ରାଞ୍ଚରେ ୨୦୧୪ରୁ ୨୦୨୧ ଯାଏଁ ଅସ୍ଥାୟୀ ପିଅନ ଭାବେ କାମ…

କ୍ରୁଜ ମିସାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ହେବ ରପ୍ତାନି

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷାରେ ନୂଆ ଅଧ୍ୟାୟ । ପ୍ରଥମ ଥର ଲାଗି କ୍ରୁଜ ମିସାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ହେବ ରପ୍ତାନି । ଫିଲିପାଇନ୍ସ ସହ ହୋଇଥିବା ୩୭୪ ନିୟୁତ ଡଲାର ପ୍ରତିରକ୍ଷା ଚୁକ୍ତି ଅନୁସାରେ ଭାରତ ଏହି କ୍ଷେପଣାସ୍ତ୍ର ରପ୍ତାନି କରିବ । ଯୁଦ୍ଧଜାହାଜ ବିଧ୍ବଂସୀ ଏହି…

କେସ ହାରିଲେ ଟେନିସ ଷ୍ଟାର ଜୋକୋଭିଚ: ଭିଜା ବାତିଲ, ଅଷ୍ଟ୍ରେଲିଆନ ଓପନରୁ ଓହରିଲେ

ମେଲବୋର୍ଣ୍ଣ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ଭିଜା ବାତିଲ ମାମଲାରେ କରିଥିବା ମୋକଦ୍ଦମା ହାରି ଯାଇଛନ୍ତି । ଅଷ୍ଟ୍ରେଲିଆନ ଓପନରୁ ଓହରିବା ସହ ଫେଡରାଲ କୋର୍ଟ ଜୋକୋଭିଚଙ୍କ ଉପରେ ୩ ବର୍ଷ ଅଷ୍ଟ୍ରେଲିଆ ପ୍ରବେଶ ଉପରେ କଟକଣା ଲଗାଇଛି । କରୋନା କଟକଣାକୁ ଉଲ୍ଲଂଘନ କରିବା…