Latest Odisha News

BREAKING NEWS

ନେପଚ୍ୟୁନ ଓ ୟୁରାନସରେ ହେଉଛି ହୀରା ବର୍ଷା !

ପୁରୀ: ସୌରଜଗତର ଦୁଇ ଗ୍ରହ ନେପଚ୍ୟୁନ ଓ ୟୁରାନସରେ ହୀରା ବର୍ଷା ହେଉଛି । ବିଶ୍ୱାସ ନ ହେଲେ ବି ଏହା ସତ । ତେବେ ଏହି ହୀରା ଆଣିବା ପୃଥିବୀବାସୀଙ୍କ ପାଇଁ ଏତେଟା ସହଜ ହେବ ନାହିଁ । ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ.. ସୂର୍ଯ୍ୟଠାରୁ ଅନତି ଦୂରରେ ଥିବା ଏହି ୨ ଗ୍ରହରେ…

ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ କୋଭିଡର ତୃତୀୟ ଲହର ଖୁବ୍ ଜୋରରେ ବ୍ୟାପି ଚାଲିଛି । ଓଡ଼ିଶାରେ ମଧ୍ୟ ସଂକ୍ରମିତ ଦ୍ରୁତ ଗତିରେ ବଢ଼ୁଛି, ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଭିଡ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି । Reviewing #COVD19…

ଆୟକର ପୈଠର ସମୟ ସୀମା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି : କେନ୍ଦ୍ର ଅର୍ଥମନ୍ତ୍ରାଳୟ

ଦିଲ୍ଲୀ : ଆୟକର ପୈଠର ସମୟ ସୀମା ବୃଦ୍ଧି । କେନ୍ଦ୍ର ସରକାର ଆୟକର ପୈଠର ସମୟ ସୀମା ବୃଦ୍ଧି କରିଛନ୍ତି ।୨୦୨୨ ମାର୍ଚ୍ଚ ୧୫ ତାରିଖକୁ ଆୟକର ପୈଠର ତାରିଖ ଘୁଞ୍ଚାଇ ଦିଆଯାଇଛି । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଜସ୍ୱ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ଆୟକର ପୈଠ ସମୟ ସୀମା ବଢାଇବା ସହ…

ଆଇଏନଏସ ବିଶାଖାପାଟନମରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏଣିକି ଶ୍ରୁତଙ୍କୁ ଜବାବ ଦେବ ଭାରତ । କାରଣ, ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟନମରୁ ସଫଳତାର ସହ ପରୀକ୍ଷଣ ହୋଇଛି ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ବା…

ସାଇନାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରି ଫସିଛନ୍ତି କମ ଜଣାଶୁଣା ଅଭିନେତା ସିଦ୍ଧାର୍ଥ । ନ୍ୟାଶନାଲ କମିଶନ ଫର ଓମ୍ୟାନ (ଏନସିଡବ୍ଲ୍ୟୁ)ର କମିଶନର ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

ଗେଟସ୍ ଅଫ୍ ହେଲରେ ପଡ଼ିବ ତାଲା

ତୁର୍କମେନିସ୍ତାନ: ସ୍ୱର୍ଗ, ମର୍ତ୍ତ୍ୟ ଏବଂ ନର୍କ ବିଷୟରେ ତ ଆପଣମାନେ ଶୁଣିଥିବେ । ହେଲେ ମର୍ତ୍ତ୍ୟରେ ନର୍କର ଦ୍ୱାର ଅଛି ବୋଲି ଶୁଣିଛନ୍ତି କି? ବିଶ୍ୱର ଏମିତି ଏକ ସ୍ଥାନରେ ନର୍କ ଦ୍ୱାର ଥିବା ଜ୍ୱଳନ୍ତ ପ୍ରମାଣ ରହିଛି । ତୁର୍କମେନିସ୍ତାନର କୁରକୁମ ମରୁଭୂମିରେ ଏକ ବଡ଼ ଗର୍ତ୍ତ ରହିଛି…

କରୋନା ମହାମାରୀ ସମୟରେ କିଟରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ବର : କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟରେ ହୋଇଛି ରେକର୍ଡ ପ୍ଲେସମେଣ୍ଟ । କିଟ୍‍ର ୨୦୨୨ ପାସ୍‍ ଆଉଟ୍ ବ୍ୟାଚ୍‍ ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍‍କୁ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଁ…

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଗରିବ ଅନ୍ତେବାସୀଙ୍କ ମଧ୍ୟରେ କମ୍ବଳ ବଂଟନ

ସୁନ୍ଦରଗଡ: ଭୂମିହୀନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ତରଫରୁ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ମାଲଦା ପଚାଂୟତର ଦଲିତା ଏବଂ ଗିଦେଇ ଗାଁର ଗରିବ ଅନ୍ତେବାସୀଙ୍କ ମଧ୍ୟରେ ସୋମବାର ଦିନ କମ୍ବଳ ବଂଟନ କରାଯାଇଛି । ଜେଏସଡବ୍ଲ୍ୟୁ ଷ୍ଟିଲର…

କୋଭିଡ ସମୀକ୍ଷା : ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର :କୋଭିଡ ସଂକ୍ରମଣ ବ୍ୟାପୁଥିବାରୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର…

ସୁନ୍ଦରଗଡର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ଗବେଷଣା ମନୋଭାବ ସୃଷ୍ଟି କରିବ ଆଧୁନିକ ବିଜ୍ଞାନାଗାର

ସୁନ୍ଦରଗଡ: ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଭିତ୍ତିଭୂମିର ସାମଗ୍ରିକ ବିକାଶ କରାଯିବା ସହ ସ୍ମାର୍ଟ କ୍ଲାସରୁମ, ଇ- ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, ସ୍ୱଚ୍ଛ ଶୌଚାଳୟ ଏବଂ ଖେଳପଡ଼ିଆ ଆଦିର ଉନ୍ନତିକରଣ କରାଯାଉଛି । ଆଦିବାସୀ…