Latest Odisha News

BREAKING NEWS

ସୋମବାର ୫୦ ହଜାର ୫୭୫ଜଣ ନେଇଥିଲେ ପ୍ରିକସନ ଡ଼ୋଜ୍

ଭୁବନେଶ୍ୱର: ରାଜ୍ୟରେ ଜାରି ହୋଇଛି ପ୍ରିକସନ ଟିକାକରଣ । ସୋମବାର ରାଜ୍ୟରେ ୫୦ ହଜାର ୫୭୫ଜଣ ପ୍ରିକସନ ଡ଼ୋଜ୍ ନେଇଥିଲେ । ଏହା ମଧ୍ୟରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ଏହା ଭିତରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ସମ୍ମୁଖ ଯୋଦ୍ଧା ଅଛନ୍ତି ୬ହଜାର ୮୮୩ଜଣ…

ଆଇପିଏଲ ଟାଇଟଲ ସ୍ପନଶର ହେଲା ଟାଟା

ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତୀ ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ । ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି…

ତପସ୍ୱିନୀ-ସୁମିତ ବିବାଦ ମାମଲା , ହାଇକୋର୍ଟରେ ସୁମିତ୍

କଟକ : ବ୍ରହ୍ମପୁର ଚର୍ଚ୍ଚିତ ତପସ୍ୱିନୀ ସୁମିତ୍ ବିବାଦ ମାମଲା । ଏହି ମାମଲା ଏବେ ହାଇକୋର୍ଟରେ ପହଁଞ୍ଚିଛି ।ସୁମିତ୍ ବ୍ରହ୍ମପୁର ଜିଲ୍ଲା ଦୌରା ଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ।ଗତ ୨୦ ତାରିଖ ରାତିରେ ୩୦ରୁ ଅଧିକ ମହିଳା ସୁମିତଙ୍କ ବ୍ରହ୍ମାନଗର ଘର ଗେଟ ଭାଙ୍ଗି…

ପରଲୋକରେ ଅଭିନେତା ମିହିର ଦାସ

ଭୁବନେଶ୍ୱର : ପରଲୋକରେ ଅଭିନେତା ମିହିରି ଦାସ । ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତାଙ୍କ ପରଲୋକ ହୋଇଛି । ମିହିରି ଦାସ ଦୀର୍ଘ ଦିନ ଧରି କିଡନୀ ରୋଗରେ ପିଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।…

ରାଜଧାନୀରେ ଲାଗୁ ହେବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ ଦିଲ୍ଲୀରେ କୌଣସି ଲକ୍‌ଡାଉନ୍‌ ଲାଗୁ ହେବ ନାହିଁ। ସେ କହିଛନ୍ତି ଯେ "ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଲକଡାଉନ୍ ଲଗାଇବୁ ନାହିଁ। ଗତ କିଛି ଦିନ ମଧ୍ୟରେ ସହରରେ ପ୍ରାୟ ୨୨,୦୦୦ କୋଭିଡ୍‌-୧୯ ମାମଲା…

ମକର ସଂକ୍ରାନ୍ତି ଏବଂ ପୋଙ୍ଗାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମକର ସଂକ୍ରାନ୍ତି ଓ ପୋଙ୍ଗାଲ ପାଇଁ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ ,ଘାଟ ଏବଂ ପୋଖରୀ ନିକଟରେ ଗହଳି ମନା କରାଯାଇଛି । ମକର ମେଳା ଆୟୋଜନ କରାଯାଇ ପାରିବ ନାହିଁ । ମକର ସଂକ୍ରାନ୍ତି ଏବଂ ପୋଙ୍ଗଲରେ ସମସ୍ତ ଧାର୍ମିକ ସ୍ଥାନ ଏବଂ…

ଲକ୍‌ଡାଉନ୍‌ ଭୟରେ ପୁଣି ଘର ମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ସମଗ୍ର ଦେଶରେ କରୋନା ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ଆଶଙ୍କା କରାଯାଉଛି। ଲକଡାଉନ୍ ଆଶଙ୍କାରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ସ୍ଥାନାନ୍ତରଣ କରିବା ଆରମ୍ଭ କରିଛନ୍ତି। ସ୍ଥାନାନ୍ତରଣର ପ୍ରଥମ ଦୃଶ୍ୟ…

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ : ସୁର ରାଉତରାୟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏନେଇ ନିର୍ବାଚନ କମିଶନର ,ସରକାରଙ୍କୁ ଅଭିନନ୍ଦନ ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କ୍ୟାଣ୍ଡଟ ମାନେ ୫ ଜଣ ସମର୍ଥକଙ୍କୁ ନେଇ ପ୍ରଚାର କରିବେ । ନୋଟ୍ ବାଣ୍ଟିବା ବନ୍ଦ କରନ୍ତୁ ,…

ରାଜଧାନୀରେ ମାଞ୍ଜା ସୂତା ଲାଗି ୩ଜଣ ଆହତ, ପୋଲିସର ତନାଘନା ଆରମ୍ଭ

ଭୁବନେଶ୍ୱର: ପୁଣି ମାଞ୍ଜା ସୂତା ଲାଗି ଘଟିଛି ଅଘଟଣ । ରାଜଧାନୀ ଡ଼ୁମଡ଼ୁମା ପାଲା ମଣ୍ଡପ ଛକରେ ଘଟିଛି ଘଟଣା । ମାଞ୍ଜା ସୁତା ଲାଗି ୩ଜଣ ଆହତ ହୋଇଛନ୍ତି । କିଛି ଯୁବକ ଗୁଡ଼ି ଉଡ଼ାଉଥିବାବେଳେ ଗୁଡ଼ିର ପ୍ଲାଷ୍ଟିକ ସୂତା ଲାଗି ଯିବାରୁ ୨ଜଣଙ୍କ ହାତ ଓ ବେକରେ ଆଘାତ ହୋଇଛି । ଜଣଙ୍କ ବେକରେ ସୂତା…

ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ସମନ୍ଥା!

ନୂଆଦିଲ୍ଲୀ: ନିକଟରେ ଦକ୍ଷିଣୀ ନାୟିକା ସମନ୍ଥା ତାଙ୍କ ସ୍ୱାମୀ ନାଗା ଚୌତନ୍ୟଙ୍କ ବୈବାହିକ ବିଚ୍ଛେଦକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସମନ୍ଥା ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ ସେୟାର୍‌ କରିବେ ବୋଲି ସୂଚନା ମିଳିଛି। ଦୁଃଖର ବିଷୟ ହେଉଛି ସେମାନଙ୍କୁ…