Latest Odisha News

BREAKING NEWS

ଆଜି ଶାମ୍ବ ଦଶମୀ, କୋଣାର୍କରେ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଦେବତାଙ୍କ ଆରଧନା କରୁଛନ୍ତି ଶ୍ରଦ୍ଧାଳୁ । ସନ୍ତାନଙ୍କ ମଙ୍ଗଳକାମନା କରି କରାଯାଏ ପୂଜାର୍ଚ୍ଚନା । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ଆଜି ଘରେ ଘରେ ପିଠା ପ୍ରସ୍ତୁତ କରାଯାଇଛି । ଏହାସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା…

ଆମେରିକା ଓ ବ୍ରିଟେନରେ ହ୍ରାସ ପାଇବ ଓମିକ୍ରନ୍ ମାମଲା

ନୂଆଦିଲ୍ଲୀ: ସାରା ବିଶ୍ବରେ ଓମିକ୍ରନ୍‌ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ହୋଇଛି। ବୈଜ୍ଞାନିକମାନେ ଏ ନେଇ ଚେତାବନୀ ଦେଇଛନ୍ତି। ବ୍ରିଟେନ ଏବଂ ଆମେରିକାରେ ସଂକ୍ରମଣ ଯେତିକି ବେଗରେ ମାଡୁଛି ସେତିକି ବେଗରେ ଏହା ତଳକୁ ଖସିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଭୂତାଣୁ ପ୍ରଥମେ…

ଦିଲ୍ଲୀ ବିଜେପି ହେଡକ୍ୱାର୍ଟର୍ସରେ ପଶିଲା କରୋନା, ୪୨ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: ମାଡୁଛି କରୋନା । ଦିଲ୍ଲୀ ସ୍ଥିତ ବିଜେପି ହେଡକ୍ୱାର୍ଟର୍ସରେ ପଶିଲା କରୋନା । ଏକାଥରକେ ୪୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଓ ଦଳୀୟ କର୍ମକର୍ତ୍ତା । କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସମସ୍ତ ଆଇସୋଲେସନରେ ଅଛନ୍ତି । କେନ୍ଦ୍ର…

ନୀତିନ ଗଡକରୀ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟରରେ ଏହି ସୂଚନା ପ୍ରଦାନ କରିଛନ୍ତି। “ସେ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ‌ରହିଛି। ଏହାସହିତ ସେ ସମସ୍ତ ଆବଶ୍ୟକୀୟ…

ଦେଶରେ ଦୁଇ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ, ଗତକାଲି ଅପେକ୍ଷା ୧୫% ଅଧିକ

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୯୪ ହଜାର ୭୨୦ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ୨୬ ହଜାର ୬୫୭ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫.୮ ପ୍ରତିଶତ ଅଧିକ ଆକ୍ରାନ୍ତ…

ଆହୁରି ବର୍ଷିବ, ଚିନ୍ତାରେ ଚାଷୀକୂଳ

ଭୁବନେଶ୍ୱର: ଆହୁରି ବର୍ଷିବ । ଗତ ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ଯାଏଁ ଆହୁରି ବର୍ଷା ସମ୍ଭାବନା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କିଛି…

ଭିଜିଲାନ୍ସ ଜାଲରେ ପୂର୍ବତନ ଏଆରସିଏସ୍‌

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଅବସରପ୍ରାପ୍ତ ଅତିରିକ୍ତ ରେଜିଷ୍ଟାର୍ କୋ-ଅପରେଟିଭ୍ ସୋସାଇଟି ବା ଏଆରସିଏସ୍‌ । ତାଙ୍କ ନାଁ ରାଜକିଶୋର ପରିଡ଼ା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା: ୧୦ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିଲା । ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ସହ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ପକ୍ଷୀ ଗଣନା । ଗତ ୨…

ଆଜି ଓଡ଼ିଶାରୁ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୩୦% ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୭୭୮ ନୂଆ ଆକ୍ରାନ୍ତ । ୧୮ ବର୍ଷ ଭିତରେ ୭୯୨ ପଜିଟିଭ୍ ବାହାରିଛନ୍ତି । ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟିନରୁ ୫୦୯୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୮୨ଟି । ୧୭ଟି ଜିଲ୍ଲାରେ ଦୈନିକ…

ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ

କଟକ: ଆଜି ପଞ୍ଚଭୂତରେ ବିଲିନ ହେବେ ମିହିର ଦାସ । ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଯାଇଛନ୍ତି ମିହିର ଦାସ । କଟକସ୍ଥିତ ସତୀଚଉରା ଶ୍ମଶାନରେ ହେବ ଶେଷକୃତ୍ୟ । ସକାଳ ସାଢ଼େ ୮ଟାରେ ବାସଭବନରୁ ମିହିରଙ୍କ ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଉଛି । ସେଠାରେ ମିହିର ଦାସଙ୍କୁ ଗାର୍ଡ଼ ଅଫ ଅନର…