Latest Odisha News

BREAKING NEWS

ମୋ ସ୍ମୃତିରେ ପୋରୁହାଁ ଅଷ୍ଟମୀ

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ ……  ପ୍ରଥମାଷ୍ଟମୀରେ ଆଜି ଏଇ ଉତ୍ତର ବୟସରେ ବି ମୋର ମାମୁଁ ଘର କଥା ଖୁବ୍ ମନେପଡେ । ମୋର ମାମୁଁ ଘର ଜଟଣୀ କୁଦିଆରୀ ଗାଁରେ। ଅଜା ଆଈଙ୍କର ଦୁଇ ପୁଅ, ଦୁଇ ଝିଅ । ମାମୁଁ ଦି ଜଣ ବଡ, ମୋର ବୋଉ ଆଉ ମାଉସୀ ସାନ। ଘଟଣାକ୍ରମେ ମୋର ବାପା ମୋ' ଜନ୍ମ ପରେ…

କୁଳାଙ୍ଗାର ଉବାଚ : ଭାରତ ବନାମ ଇଣ୍ଡିଆର ଲୋକ

ଭାରତର ଲୋକ : ଆମକୁ ଗାଆଁରେ ମିଳୁନି ଭଲ ପିଇବା ପାଣି! ଇଣ୍ଡିଆର ଲୋକ : ତା ହେଲେ ପିଉନ ମିନେରାଲ ପାଣି ବୋତଲ ଆଣି!! ଭାରତର ଲୋକ: ତୈଳଦର ବୃଦ୍ଧି ସତରେ ଭାଆରି ବାଧୁଛି ! ଇଣ୍ଡିଆର ଲୋକ: ଜାଣି ପାରୁନ ଚୀନ୍ ଓ ପାକିସ୍ଥାନକୁ ଆମ ସେନା କେତେ ନାଦୁଛି !! ଭାରତର ଲୋକ:…

ସନ୍ଦେହ ଘେରରେ ଭାରତ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ: କରୋନାର ନୂତନ ଭ୍ୟାରିଆଂଟ ବି.୧.୧.୫୨୯ ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇଛି । ବୈଜ୍ଞାନିକମାନେ ଏହାକୁ ସବୁଠାରୁ ଘାତକ ବୋଲି ବିବେଚନା କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ଭ୍ୟାରିଆଂଟ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଭାରତ କ୍ରିକେଟ ଟିମ ଡିସେମ୍ବର ୧୭ରୁ ଏଠାରେ…

୬୩୩ ଦିନ ପରେ ଆସିଲା ଗୁଡ ନ୍ୟୁଜ: ଆନ୍ତର୍ଜାତୀୟ ଏୟାର ଟ୍ରାଭେଲ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶ ବାହାରେ ନୂଆ ବର୍ଷର ମଉଜ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଗୁଡ ନ୍ୟୁଜ ଆସିଯାଇଛି । ୬୩୩ ଦିନ ପରେ ସରକାର ୧୫ ଡିସେମ୍ବରରୁ ଆନ୍ତର୍ଜାତୀୟ ଏୟାର ଟ୍ରାଭେଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କରୋନା ମହାମାରୀ ଯୋଗୁ ଏହା ବନ୍ଦ ରଖା ଯାଇଥିଲା । ତେବେ ୟୁକେ, ଫ୍ରାନ୍ସ,…

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ , ୬ ଘଣ୍ଟା ଧରି ଚାଲିଲା ପଚରା ଉଚରା

ଭୁବନେଶ୍ୱର : ଗୋପାଳପୁର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡି ଆଜି ୬ ଘଣ୍ଟା ଧରି ପଚରା ଉଚରା କରିଛି । ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ତାଙ୍କୁ ଜେରା କରାଯାଇଥିଲା । ଅଭୟ କାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୃତିଙ୍କ ଆକାଉଣ୍ଟକୁ…

ନ୍ୟୁଜିଲାଣ୍ଡର ଦୃଢ଼ ବ୍ୟାଟିଂ: ୧୨୯/୦

କାନପୁର:ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ନ୍ୟୁଜିଲାଣ୍ଡ ଟିମର ପ୍ରଭାବ ରହିଥିଲା । ଭାରତକୁ ୩୪୫ ରନରେ ଅଲଆଉଟ କରିବା ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଉଇକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଛି । ଟମ ଲାଥାମ ୫୦ ଓ ୱିଲ ୟଙ୍ଗଙ୍କ ୭୫ ରନ କରି…

ଶିଶୁ ଟିକାକରଣରେ ସମଗ୍ର ଦେଶରେ ଓଡିଶା ୧ ନମ୍ବର ସ୍ଥାନରେ

ଭୁବନେଶ୍ୱର : ଶିଶୁ ଟିକାକରଣରେ ସମଗ୍ର ଦେଶରେ ଓଡିଶା ଆଗରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଦ୍ୱିତୀୟ ପଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡିଶାର ଏହି ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ…

ବାଲେଶ୍ୱରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଗାଡି ଉପରକୁ ଅଣ୍ଡାମାଡ

ବାଲେଶ୍ୱର : ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ । ବାଲେଶ୍ୱରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇବା ସହ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଥିବା ସୂଚନା…

ଦୁଇଟି କଣ୍ଟେନର ଗାଡ଼ିକୁ ଜିଏସଟି ଠକେଇ ସନ୍ଦେହରେ ଅଟକ, ତଦନ୍ତ ଜାରି

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ଦୁଇଟିି କଣ୍ଟେନର ଗାଡ଼ିକୁ ସିଟି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜିଏସଟି ଠକେଇ ସନ୍ଦେହରେ HR38X8663 ଓ HR38X6525 ନମ୍ବର ଥିବା ଦୁଇଟି ଗାଡ଼ିକୁ ଅଟକ ରଖାଯାଇଥିଲା । ଗାଡ଼ିରେ ଥିବା ସାମଗ୍ରୀ ଓ ସଠିକ୍ କାଗଜପତ୍ର ଯାଞ୍ଚ କରାଯାଉଛି । ଗାଡ଼ି…

କଟକରୁ ଜବତ ହେଲା ଧଳା ଜହର

କଟକ: ପୁଣି କଟକରୁ ଜବତ ହେଲା ଧଳା ଜହର । ଲାଲବାଗ ଥାନା ପୋଲିସ ହାତରେ ଧରାପଡ଼ିଲା ଧଳା ଜହର ବ୍ୟବସାୟୀ । ଗିରଫ ବ୍ୟବସାୟୀ ଜଣକ ହେଲେ ଜିତେନ୍ଦ୍ର ବସ୍ତିଆ । ଅଭିଯୁକ୍ତ ନିକଟରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨୭ଲକ୍ଷ ଟଙ୍କା ହେବ । ସୂଚନା…