ଓମିକ୍ରନ୍ ଭୟ; ୧.୫୦ ଲକ୍ଷ ଟପିଲା କରୋନା ମୃତ୍ୟୁ
ଲଣ୍ଡନ: ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଏବେ ବିଶ୍ବର ଅନେକ ସ୍ଥାନରେ କାୟା ବିସ୍ତାର କରିସାରିଲାଣି। ଏହି କରୋନା ଲଢେଇକୁ ରେକିବା ଲାଗି ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଛି।
୨୦୨୦ରେ ମହାମାରୀ ଆରମ୍ଭ ହେବା ଦିନଠାରୁ ବ୍ରିଟେନରେ ୧୫୦,୦୦୦ କୋଭିଡ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି।…