Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDAର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ସନ୍ତୋଷ ଦାସଙ୍କ ବାରିପଦା ସ୍ଥିତ ଭଡ଼ା ଘର, ବାଲିଆପାଳ ପୈତୃକ ଘର, ଆଇଟିଡିଏ ଅଫିସ, ଭୁବନେଶ୍ୱର,…

ଆଜି ସୁବର୍ଣ୍ଣପୁର ଓ ବୌଦ୍ଧରେ ବଣ୍ଟାଯିବ BSKY ସ୍ମାର୍ଟ କାର୍ଡ଼

ଭୁବନେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେବ ଆଉ ଦୁଇଟି ଜିଲ୍ଲା । ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି । ଆଜି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ…

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏଥିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସମ୍ପଦ, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ସଚିବ ଅଛନ୍ତି ।…

ପଶୁ ଓ ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ନିକଟରେ ଓଡ଼ିଶାର ଉପବାଚସ୍ପତି ଏକ ସମାବେଶରେ କହି ପକାଇଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କୁଆଡେ ସାଢେ ଚାରି କୋଟି ଓଡ଼ିଆଙ୍କ ଠାକୁର। ଅବଶ୍ୟ ନିଜ ଦଳର ସର୍ବେସର୍ବାଙ୍କୁ ମହିମା ମଣ୍ଡିତ କରିବାର ପ୍ରବଣତା ତାଙ୍କର ସ୍ୱାଭାବିକ, ହେଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସତ୍ୱତ ଶ୍ରୀଜଗନ୍ନାଥ ସନାତନ ବୈଦିକ ଧର୍ମଧାରାରେ ରହିଥିବା ସୂକ୍ଷ୍ମ ଭକ୍ତି ତତ୍ୱ ହେଉଛି "ଏକାର୍ଣ୍ଣବ ଭକ୍ତି ଧର୍ମ ତତ୍ୱ ". ଏହି ତତ୍ୱ ଯାଦବ ସାତ୍ୱତ ବଂଶୀୟ କ୍ଷତ୍ରୀୟ ପୁରୁଷ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୮ (ଅନ୍ତିମ ଭାଗ) ଯୋଗମାୟାଙ୍କ ପାଦ ତଳେ ପ୍ରଣାମ କରି ଶ୍ରୀମନ୍ତ ଓ ସଂହିତା କହିଲେ ଆଜିର ବେଦ ଉଚ୍ଚାରଣ ଆମେ କରିବୁ। ସନିଆ ଓ ମୁଗୁନି ପୁଅ ସହ ଗୋଲାପ ପାଖୁଡା ପାଛିଆରେ ଧରି ଠିଆ ...। ସମସ୍ତେ ଆଗ୍ରହରସହ ଅପେକ୍ଷା…

କବିତା : ମହଜୁଦ କବିତାର ଶକ୍ତି

ଗଜାନନ ମିଶ୍ର ଦେଖ, ଦେଖ ମନ୍ଦକୁ ଅଲଗା କରୁଛି, ମହଜୁଦ ପୁଣି ସବୁଠି କବିତାର ଶକ୍ତି। ଯିଏ ଯାହାର ଯେମିତି କହିବାର ଅଛି କହିବେ, ଯିଏ ଯାହାର ଯେମିତି କରିବାର ଅଛି କରିବେ କବିତାକୁ ନିଜ ବାଟରେ ଯିବାର ଅଛି ଆଉ ଯେମିତି ହେଉ ଯିବ ହିଁ । ଭାବନି ଏଣୁତେଣୁ, ହେବାର ନାହିଁ…

ଦୁର୍ନୀତି ରାକ୍ଷସର ନିପାତ କରିବ କିଏ ? 

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ, ଲାଞ୍ଚ ନେବା ବେଳେ ଧରାପଡିବା, ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କୁ ଗିରଫ କରି ଜେଲ୍‍ ପଠାଯିବା ସହ କେତେକଙ୍କୁ ସରକାରୀ ଚାକିରିରୁ ବିଦା କରାଯିବା ଭଳି ଖବର…

ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର

ନୂଆଦିଲ୍ଲୀ : ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ କନଷ୍ଟିଚ୍ୟୁସନାଲ କ୍ଲବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ…

ଆଇଏସଏଲ: ବେଙ୍ଗାଲୁରୁକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ତିଳକ ମୈଦାନ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲରେ ବୁଧବାର ଭୁବନେଶ୍ୱରର ଓଡିଶା ଏଫସି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଜାଭି ହର୍ଣ୍ଣାଣ୍ଡିଜଙ୍କ ଡବଲ ଗୋଲ ବଳରେ ଓଡିଶା ୩-୧ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି । ମ୍ୟାଚର ତୃତୀୟ ଏବଂ…