Latest Odisha News

BREAKING NEWS

ଆଜିଠୁ ଚିଲିକାରେ ଡ଼ଲଫିନ୍ ଗଣନା,୧୮ଟି ଟିମ୍ ନିୟୋଜିତ

ବ୍ରହ୍ମଗିରି: ଚିଲିକାରେ ଆଜିଠୁ ଡ଼ଲଫିନ ଗଣନା । ସକାଳ ୬ଟାରୁ ଏହି ଗଣନା ଆରମ୍ଭ ହୋଇଛି । ଚିଲିକାକୁ ୧୮ଟି ଜୋନରେ ବିଭକ୍ତ କରାଯାଇଛି । ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଓ ସାତପଡ଼ା ରେଞ୍ଜରୁ ୮ଟି ଦଳ ଗଣନା କରୁଛନ୍ତି । ପ୍ରତିଟିମ୍ରେ ୫ଜଣ ଲେଖାଏଁ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଡ଼ଲଫିନ୍…

ଆଜିଠୁ ଗଞ୍ଜାମ ଜିଲ୍ଲାରେ ଭକ୍ତଙ୍କ ପାଇଁ ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ବଢୁଛି । ତାସହ ବଢୁଛି କଟକଣା । ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜାନୁଆରୀ ୩୧ ତାରିଖ ଯାଏ କଟକଣା…

ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ୍ ଓ ବେଡ୍ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରୁ ଯେତିକି ସଂକ୍ରମିତ ବାହାରୁଛନ୍ତି ତାର ଅଧାରୁ ଅଧିକ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲ୍ ଓ ବେଡ୍ ସଂଖ୍ୟା ବଢ଼ାଇଛି ବିଏମସି । କୋଭିଡ୍ ହସ୍ପିଟାଲ ତାଲିକାରେ ଆଉ…

ରାଜ୍ୟରେ କମୁଛି ଶୀତର ପ୍ରକୋପ, ୧୪ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଲାଗିରହିଥିବାବେଳେ ଏବେ ପୁଣି ଥରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଜିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖାଯିବ । ଆସନ୍ତା ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ର ପ୍ରଭାବରେ ପୂର୍ବ ବଙ୍ଗୋପସାଗରରୁ…

NIT ରାଉରକେଲାରେ ମାଡୁଛି କରୋନା: ସଂକ୍ରମିତ ହେଲେଣି ୧୨୫ ଜଣ

ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଏନଆଇଟି ରାଉରକେଲାରେ ମାଡୁଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଯାଏ ୧୨୫ ଜଣ ପଜିଟିଭ୍ ବାହାରିଲେଣି । ଗତକାଲି ୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୫୦ରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଶୁକ୍ରବାର…

କାଲିଠୁ ପ୍ରିକସନ୍ ଡୋଜ୍: ଅନଲାଇନରେ ଏବେ କରନ୍ତୁ ସ୍ଲଟ୍ ବୁକିଂ

ନୂଆଦିଲ୍ଲୀ: କାଲିଠୁ ଦେଶବ୍ୟାପୀ ଆରମ୍ଭ ହେବ ପ୍ରିକସନାରୀ ଡୋଜ୍ ଅଭିଯାନ । ଫ୍ରଣ୍ଟଲାଇନ୍ ଓ୍ୱାର୍କର୍ସ, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯିବ ପ୍ରିକସନ୍ ଡୋଜ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଯେଉଁମାନେ ପ୍ରିକସନାରୀ ଡୋଜ୍ ନେବେ…

ବଢ଼ୁଛି କରୋନା ସଂକ୍ରମଣ, ଆଜିଠୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ପ୍ରତିଦିନ ରାଜ୍ୟରେ ଓମିକ୍ରନ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପଟେ କରୋନା ସଂକ୍ରମଣ ମଧ୍ୟ ବଢ଼ିଚାଲିଛି । ତେଣୁ ସଂକ୍ରମଣ କିପରି ବୃଦ୍ଧି ନପାଇବ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧାର୍ମିକସ୍ଥଳୀମାନଙ୍କରେ ଭିଡ଼…

ପାର୍ଲାମେଣ୍ଟରେ ପଶିଲା କରୋନା, ୪୦୦ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଦିଲ୍ଲୀରେ ବ୍ରେକ୍ ଫେଲ୍ ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ୟ୍ୟରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ…

ଶିଶୁ କବିତା : ଦେଖିଦେଖି ଶିଖ

ବନ୍ଦିତା ଦାଶ ପିମ୍ପୁଡିକୁ ଦେଖ ପିଲେ ପିମ୍ପୁଡିକୁ ଦେଖ ଠିକବେଳେ ଠିକ୍ କାମ ତାହାଠାରୁ ଶିଖ।। ନିଜ କାମ ନିଜେ କର ନିରିଭର କରନା ସମୟକୁ କେବେ ହେଲେ ଅପଚୟ କରନା। ମିଛକଥା କୁହନାହିଁ କରନାହିଁ ବାହାନା ମିଳିମିଶି ରୁହ ତୁମେ ରାଗ ରୁଷା କରନା ।। ସମାଜରୁ ନେଇଥାଅ…

ଧାରାବାହିକ ଉପନ୍ୟାସ : ଦେବୀ (୩୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୮ ଏଇଠି ଦେବୀ ଦିନେ ଧୂଳି ଖେଳୁଥିଲା। ଏଇଠି ପ୍ରଜାପତିଙ୍କ ସାଙ୍ଗରେ ଖେଳୁ ଖେଳୁ କିଶୋରୀ ଉଡାଣରେ ପହଞ୍ଚିଯାଇଥିଲା ଯୌବନର ଯାଦୁନଗରୀରେ। ଏଇଠି ଦେବ ଦେଖିଥିଲା ଦେବୀର କାୟା ପରିବର୍ତ୍ତନ। ଦେଖିଥିଲା କେମିତି ମାଡିଆସି କାବୁକରିଦିଏ…