ପରିବା ବଜାରରେ ପାଟିତୁଣ୍ଡ
ପୁରୀ :ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ଉତେଜନା । ଲକ ଡାଉନରେ ପୋଲିସ ପକ୍ଷରୁ ବଜାରରେ ଉଠା ଦୋକାନୀଙ୍କୁ ସାମାଜିକ ଦୂରତା ରକ୍ଷା ନେଇ ଯାଞ୍ଚ କରାଯାଉଥିଲା । ଯାଞ୍ଚ ବେଳେ ପୋଲିସର ଦୁର୍ବ୍ୟବହାରକୁ ନେଇ ଉତେଜନା ଦେଖା ଦେଇଥିଲା । ଜଣେ ଉଠା ଦୋକାନୀକୁ ପୋଲିସ ମାଡ଼ ମାରି ଆହତ କରିବା ଘଟଣା ନେଇ…