Latest Odisha News

BREAKING NEWS

କବିତା : କାଠଗଡ଼ାରୁ ଈଶ୍ବର

ରାମକୃଷ୍ଣ    ତମର ସବୁ ଅଭିଯୋଗ ସତ ସ୍ବୀକାର କରୁଛି ତମର ସବୁ ଆକ୍ରୋଶ , ନିଜେ ନିଜର ଆଲୁଅରେ ଛାଇଟିଏ ହୋଇ ଛିଡାହେବା ନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେ ଶୂନ୍ୟତାକୁ ଘେରିବା କେଡେ କଠିନ ସତରେ, ଆଉ କେଡେ ମାରାତ୍ମକ ବି ନିଜସହ ଲୁଚକାଳି ଖେଳିବାକୁ ଟୁକୁଡା ଟୁକୁଡା ହୋଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦେବାଧିଦେବ ହେଉଛନ୍ତି ଶ୍ରୀ ଜଗନ୍ନାଥ । ଓଡ଼ିଶାର ଧର୍ମ, ଦର୍ଶନ, ସଂସ୍କୃତି, ପରମ୍ପରା, ପ୍ରତ୍ୟେକ ଜାଗାରେ ଶ୍ରୀ ଜଗନ୍ନାଥ ଚେତନାର ଝଲକ ଦେଖିବାକୁ ମିଳେ । କାରଣ ଆମ ସଂସ୍କୃତି,…

ରାମେଶ୍ବରମରେ ଫସିଥିବା ୧୬ ଜଣ ଓଡ଼ିଆଙ୍କୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ବର : ଆନ୍ଧ୍ର ବର୍ଷା ବିତ୍ପାତରେ ଫସିଥିବା ୧୬ ଜଣ ଓଡ଼ିଆଙ୍କୁ ଉଦ୍ଧାର କରିଛି ଓଡ଼ିଶା ମୋ ପରିବାର । ଆନ୍ଧ୍ରପ୍ରଦେଶରେ ବନ୍ୟା ବିତ୍ପତ୍ତି ଯୋଗୁଁ ରାମେଶ୍ୱରମରେ ଫସିଥିବା ୧୬ ଜଣ ଓଡ଼ିଆ ଯାତ୍ରୀଙ୍କୁ ଉଦ୍ଧାର କରି ନିଜ ଘରକୁ ଫେରାଇ ଆଣିବାରେ ବନ୍ଦୋବସ୍ତ କରିଛି ଓଡ଼ିଶା ମୋ ପରିବାର…

ଜୋନାସ ନିକ ନେମ ହଟାଇଲେ ପ୍ରିୟଙ୍କା, ଛାଡପତ୍ର ନେଇ ଜୋର ଧରିଲା ଗୁଜବ !

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହଲିଉଡର ଲୋକପ୍ରିୟ ଗାୟକ ନିକ ଜୋନାସଙ୍କ ଯୋଡି ବାହାଘର ପରଠାରୁ ବିଭିନ୍ନ କାରଣ ନେଇ ଚର୍ଚ୍ଚା ସାଁଉଟିବାରେ ଲାଗିଛନ୍ତି । ପ୍ରିୟଙ୍କା ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଜୋନାସ ଟାଇଟଲ ହଟାଇ ଦେଇଛନ୍ତି । ବାସ୍ ଏହା…

କିଟ୍‍ ଓ କିସ୍‍ ହକି ଷ୍ଟାଡିୟମରେ ହେବ FIH ଓଡ଼ିଶା ପୁରୁଷ ଜୁନିଅର ବିଶ୍ବକପ୍‍ ତାଲିମ୍‍ ଓ ଅଭ୍ୟାସ

ଭୁବନେଶ୍ବର : ଆସନ୍ତା ୨୪ରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଜୁନିଅର ହକି ବିଶ୍ବକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ବିଶ୍ବକପ୍ ଶେଷ ପର୍ଯ୍ୟନ୍ତ କିଟ୍‍ ଓ କିସ୍‍ର ହକି ଷ୍ଟାଡିୟମରେ ସମସ୍ତ ଅଭ୍ୟାସ ଓ ତାଲିମ୍‍ ମ୍ୟାଚ୍ ଖେଳାଯିବ । ବିଶ୍ବକପ୍‍ ପାଇଁ ଭାରତ…

କାର ଡ୍ରାଇଭ କରୁଥିବା ବେଳେ ଅଚେତ ହୋଇପଡିଲେ ମହିଳା, ଆସନ୍ତୁ ଜାଣିବା କିପରି ତାଙ୍କୁ ଜଣେ ଯୁବକ ବଂଚାଇଲେ

ଆର୍ଷ୍ଟଡମ:ନେଦରଲାଣ୍ଡରେ ଜଣେ ମହିଳା ନନସ୍ପିଟ କାର ଚଳାଉଥିବା ବେଳେ ହଠାତ ଅଚେତ ହୋଇ ପଡିଥିଲେ । ଫଳରେ କାରଟି ଅନିୟନ୍ତ୍ରିତ ହୋଇ ରାସ୍ତାରୁ ତଳକୁ ଖସିବାକୁ ଯାଉଥିଲା । ସେ ସମୟରେ ଦେବଦୂତ ପରି ହେନେରୀ ଟେମରମ୍ୟାନ ନାମକ ଜଣେ ଯୁବକ ପଂହଚିଥିଲେ । ସେ କୌଣସି ଉପାୟ ନ ପାଇଁ ମହିଳାଙ୍କ…

‘ଫ୍ଲୋରିଆ’ ତରଫରୁ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କିତ ଆଲୋଚନା ଚକ୍ର

ଭୁବନେଶ୍ବର : ଆମେରିକା ଫ୍ଲୋରିଡାରେ ବସବାସ କରୁଥିବା ଓଡ଼ିଆଙ୍କୁ ନେଇ ଗଠିତ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରାୟ ୩ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଏହି…

ଆନ୍ଧ୍ରରେ ପୁଣି ବର୍ଷା, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ତିରୁପତି : ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ଯୋଗୁଁ ଆନ୍ଧ୍ରପ୍ରଦେଶରେ ଥମୁନି ବର୍ଷାର ପ୍ରକୋପ । ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବନ୍ୟା ହୋଇଛି । ଚିତ୍ତୋର, କଡପା, ଅନନ୍ତପୁର ଓ ନେଲୋରରେ ପ୍ରବଳ ବର୍ଷା ଜାରି ରହିବା…

ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀକୁ ଚିନ୍ତା ବଢ଼ାଇଲା ପ୍ରଦୂଷଣ । ପ୍ରଦୂଷଣର ମାତ୍ରା ବଢ଼ି ଚାଲିଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି କରିବେ ମୁକାବିଲା, କିପରି କମିବ ପ୍ରଦୂଷଣ ସେନେଇ ଚାଲିଛି ଘନ ଘନ ବୈଠକ । ଆଜି ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି ଦିଲ୍ଲୀ…

ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ କରିବେ ସିଏଜି

ଭୁବନେଶ୍ବର : ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ କରିବେ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଖଣିରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ଭରପୂର ରହିଛି, ଉତ୍ତୋଳନ ଲାଗି କେତେ…